ପୁଣି ଗିରଫ ହୋଇପାରନ୍ତି ଗେହନା

ମୁମ୍ବାଇ: ବଢ଼ିଲା ଅଭିନେତ୍ରୀ ତଥା ମଡେଲ ଗେହନା ବଶିଷ୍ଟଙ୍କ ଅଡୁଆ। ତାଙ୍କୁ କୋର୍ଟରୁ ଲାଗିଛି ଜୋରଦାର ଝଟ୍‌କା। ପର୍ଣ୍ଣଗ୍ରାଫି ମାମଲରେ ପୂର୍ବରୁ ଗିରଫ ହୋଇଥିବା ଗେହନାଙ୍କ ଖାରଜ ହୋଇଛି ଆଗୁଆ ଜାମିନ ଆବେଦନ। ମୁମ୍ବାଇ ସେସନ୍ସ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଫଳରେ ସେ ପୁଣି ଥରେ ଗିରଫ ହେବା ନେଇ ଆଶଙ୍କା ବଢ଼ିଛି। ଗେହନାଙ୍କ ବିରୋଧରେ ମାଲବାଣୀ ପୁଲିସ ଷ୍ଟେସନରେ ଏକ ନୂଆ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ଦୁଇ ପୀଡିତା ଗେହନାଙ୍କ ସମେତ […]

Gehna Vashist

Gehna Vashist

Madhupriya Mistry
  • Published: Thursday, 12 August 2021
  • Updated: 12 August 2021, 03:41 PM IST

Sports

Latest News

ମୁମ୍ବାଇ: ବଢ଼ିଲା ଅଭିନେତ୍ରୀ ତଥା ମଡେଲ ଗେହନା ବଶିଷ୍ଟଙ୍କ ଅଡୁଆ। ତାଙ୍କୁ କୋର୍ଟରୁ ଲାଗିଛି ଜୋରଦାର ଝଟ୍‌କା। ପର୍ଣ୍ଣଗ୍ରାଫି ମାମଲରେ ପୂର୍ବରୁ ଗିରଫ ହୋଇଥିବା ଗେହନାଙ୍କ ଖାରଜ ହୋଇଛି ଆଗୁଆ ଜାମିନ ଆବେଦନ। ମୁମ୍ବାଇ ସେସନ୍ସ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଫଳରେ ସେ ପୁଣି ଥରେ ଗିରଫ ହେବା ନେଇ ଆଶଙ୍କା ବଢ଼ିଛି।

ଗେହନାଙ୍କ ବିରୋଧରେ ମାଲବାଣୀ ପୁଲିସ ଷ୍ଟେସନରେ ଏକ ନୂଆ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ଦୁଇ ପୀଡିତା ଗେହନାଙ୍କ ସମେତ ୪ ଜଣ ପ୍ରଡ୍ୟୁସରଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଥିଲେ।  ଏହାକୁ ଏବେ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଏହି ମାମଲାକୁ ନେଇ ପୁଣିଥରେ ଗିରଫ ଭୟରୁ ରକ୍ଷା କରିବା ପାଇଁ ଗେହନା କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ, ଯାହାକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି।

ପୁଲିସ ଦାବି କରିଛି ଯେ, ଗେହନା ବଶିଷ୍ଟ ପର୍ଣ୍ଣ ଫିଲ୍ମ ରାକେଟରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ଜଣେ ସହଯୋଗୀ। ସେ କେବଳ ତାଙ୍କ ପାଇଁ ଅଶ୍ଳୀଳ ଫିଲ୍ମରେ କାମ କରୁନଥିଲେ, ବରଂ ସେ ଏଥିରେ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ।

ରିପୋର୍ଟ ମୁତାବକ, ଏକ ସାକ୍ଷାତକାରରେ ଗେହନା ପୁଲସ ବିରୋଧରେ ବଡ ଖୁଲାସା କରିଥିଲେ। ତାଙ୍କ ଗିରଫଦାରୀ ଅଟକାଇବା ପାଇଁ ପୁଲିସ ତାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିବା ସେ କହିଥିଲେ। ଅଭିନେତ୍ରୀଙ୍କ କହିବା ମୁତାବକ ସେ କିନ୍ତୁ ଏହି ଟଙ୍କା ପୁଲିସକୁ ଦେଇନଥିଲେ। ସେ କୌଣସି ଭୁଲ୍‌ କାମ କରିନାହାନ୍ତି କି ତାଙ୍କର ଏଥିରେ କୌଣସି ସମ୍ପୃକ୍ତି ନାହିଁ ବୋଲି ଗେହନା କହିଥିଲେ।

ପୂର୍ବରୁ ଫେବ୍ରୁଆରୀ ମାସରେ ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ପୁଲିସ ଗେହନା ବଶିଷ୍ଟଙ୍କୁ ଗିରଫ କରିସାରିଛି। ଏବେ ସେ ବର୍ତ୍ତମାନ ଜାମିନରେ ଅଛନ୍ତି।

https://twitter.com/ANI/status/1425730831671193602?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story