ଏକାଠି ହେଲେ ରାଜକୁମାର ହିରାନୀ ଓ ଶାହରୁଖ, ଘୋଷଣା କଲେ ଫିଲ୍ମର ନାଁ

ମୁମ୍ବାଇ: ସବୁ ଆଲୋଚନା ଓ ଆକଳନରେ ପଡ଼ିଲା ପୂର୍ଣ୍ଣଛେଦ। ଶେଷରେ ଏକାଠି ହେଲେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ଓ ପ୍ରସିଦ୍ଧ ନିର୍ଦ୍ଦେଶକ ରାଜକୁମାର ହିରାନୀ। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ କରିବେ ଶାହରୁଖ। ଏହା ସହିତ ପ୍ରଥମ ଥର ପାଇଁ ଏହି ଯୋଡ଼ିଙ୍କ କାମ ଦେଖିବେ ସିନେପ୍ରେମୀ। ଶାହରୁଖ ଓ ରାଜକୁମାର ହିରାନୀ ମଙ୍ଗଳବାର ସେମାନଙ୍କ ଫିଲ୍ମର ନାଁ ଘୋଷଣା କରିଛନ୍ତି। ତା’ସହିତ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଫିଲ୍ମର ନାଁ ରହିଛି ‘ଡଙ୍କି’। ଆଉ […]

RK AND SK

RK AND SK

Jitendra Garnayak
  • Published: Tuesday, 19 April 2022
  • Updated: 19 April 2022, 06:21 PM IST

Sports

Latest News

ମୁମ୍ବାଇ: ସବୁ ଆଲୋଚନା ଓ ଆକଳନରେ ପଡ଼ିଲା ପୂର୍ଣ୍ଣଛେଦ। ଶେଷରେ ଏକାଠି ହେଲେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ଓ ପ୍ରସିଦ୍ଧ ନିର୍ଦ୍ଦେଶକ ରାଜକୁମାର ହିରାନୀ। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ କରିବେ ଶାହରୁଖ। ଏହା ସହିତ ପ୍ରଥମ ଥର ପାଇଁ ଏହି ଯୋଡ଼ିଙ୍କ କାମ ଦେଖିବେ ସିନେପ୍ରେମୀ।

ଶାହରୁଖ ଓ ରାଜକୁମାର ହିରାନୀ ମଙ୍ଗଳବାର ସେମାନଙ୍କ ଫିଲ୍ମର ନାଁ ଘୋଷଣା କରିଛନ୍ତି। ତା'ସହିତ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଫିଲ୍ମର ନାଁ ରହିଛି 'ଡଙ୍କି'। ଆଉ ଏହା ଆସନ୍ତାବର୍ଷ ଡିସେମ୍ବର ୨୨ ତାରିଖରେ ରିଲିଜ୍ ହେବ।

ଉଭୟ ଶାହାରୁଖ ଓ ରାଜକୁମାର ହିରାନୀ ଏକ ଭିଡିଓ ଜରିଆରେ ସେମାନଙ୍କର ଏହି ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ହିରାନୀଙ୍କ ଫିଲ୍ମ ଗୁଡ଼ିକ ଯେମିତି ଭିନ୍ନ ହୋଇଥାଏ ଠିକ୍ ସେହିପରି 'ଡଙ୍କି' ଫିଲ୍ମର ଘୋଷଣା କରିବା ପାଇଁ ଯେଉଁ ଭିଡିଓଟି ପ୍ରସ୍ତୁତ କରାଯାଇଛି, ତାହା ବି ବେଶ୍ ନିଆରା ହୋଇଛି।

ଏହି ଭିଡିଓରେ ଉଭୟ ଶାହରୁଖ ଓ ହିରାନୀ ଅଛନ୍ତି। ପ୍ରଥମେ ଶାହରୁଖଙ୍କୁ ଦେଖିବାକୁ ମିଳିଛି। ସେ ରାଜକୁମାର ହିରାନୀଙ୍କ କିଛି ଫିଲ୍ମର ପୋଷ୍ଟର ସମ୍ମୁଖରେ ଛିଡ଼ା ହୋଇଛନ୍ତି। ସେହି ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି- ଆମୀର ଖାନ୍‌ଙ୍କ ଅଭିନୀତ 'ପିକେ' ଓ 'ଥ୍ରୀ ଇଡିୟଟସ୍', ସଞ୍ଜୟ ଦତ୍ତଙ୍କ ଅଭିନୀତ 'ମୁନ୍ନା ଭାଇ ଏମ୍‌ବିବିଏସ୍‌' ଏବଂ ରଣବୀରଙ୍କ ଅଭିନୀତ 'ସଞ୍ଜୁ'। ଏଗୁଡ଼ିକୁ ଦେଖି ଶାହରୁଖ କହିଛନ୍ତି, ବାଃ, କେତେ ବଢ଼ିଆ ବଢ଼ିଆ ଫିଲ୍ମ। ଏହି ସମୟରେ ଏଣ୍ଟ୍ରି କରିଛନ୍ତି ରାଜକୁମାର ହିରାନୀ। ସେ ଶାହରୁଖଙ୍କୁ ପଚାରିଛନ୍ତି, କ'ଣ ଦେଖୁଛ? ଶାହରୁଖ କହିଛନ୍ତି- କିଛି ନାହିଁ ସାର୍। ରଣବୀର କପୁର 'ସଞ୍ଜୁ'ରେ ଅଛନ୍ତି। ଆମୀର 'ପିକେ' ହୋଇଛନ୍ତି। ସଞ୍ଜୁବାବ 'ମୁନ୍ନା ଭାଇ ଏମ୍ବିବିଏସ୍' ହୋଇଛନ୍ତି। ବାଃ, ଚମତ୍କାର ସାର୍। ସାର୍ ମୋ ପାଇଁ ବି ଏମିତି କିଛି ଅଛି କି?

ଏହା ପରେ ରାଜକୁମାର ହିରାନୀ କହିଛନ୍ତି- ମୋ ପାଖରେ ଗୋଟିଏ କାହାଣୀ ଅଛି। ଏହା ଶୁଣି ଶାହରୁଖ କହିଛନ୍ତି- ସତରେ? ଏଥିରେ କମେଡି ଅଛି କି? ହିରାନୀ କହିଛନ୍ତି- ବହୁତ ଅଛି। ତା'ପରେ ଶାହାରୁଖ ପଚାରିଛନ୍ତି- ଇମୋସନ୍ ଅଛି ତ ? ହିରାନୀ କହିଛନ୍ତି- ହଁ, ତାହା ବି ଅଛି। ଶାହରୁଖ ନିଜ ସିଗ୍ନେଚର ପୋଜ୍‌ରେ ପୁଣି ପଚାରିଛନ୍ତି- ରୋମାନ୍ସ ଅଛି? ହିରାନୀ କହିଛନ୍ତି- ଅଛି, କିନ୍ତୁ ସେତେ ନାହିଁ। ଏହା ପରେ ଶାହରୁଖ କହିଛନ୍ତି, ଆପଣ କହିଲେ ମୁଁ ମୋ ହାତ କାଟି ଦେବି। ସାର୍, ଫିଲ୍ମର ନାଁ କ'ଣ? ରାଜ କୁମାର ହିରାନୀ କହିଛନ୍ତି, 'ଡଙ୍କି'। ଏହା ପରେ ଶାହରୁଖ କେମିତି ଏକ୍ସପ୍ରେସନ ଦେଇଛନ୍ତି ଓ କ'ଣ କହିଛନ୍ତି, ତାହା ଭିଡିଓଟିରୁ ଦେଖନ୍ତୁ। ବେଶ୍ ଭଲ ଲାଗିବ।

ଉଭୟ ଶାହରୁଖ ଓ ହିରାନୀ କହିଛନ୍ତି ଯେ ସେମାନେ ପରସ୍ପର ସହିତ ଦୀର୍ଘ ବର୍ଷ ହେଲା କାମ କରିବାକୁ ଚାହୁଁଥିଲେ। କିନ୍ତୁ କଥା ଆଗେଇ ପାରୁ ନଥିଲା। ଯାହା ହେଉ ଶେଷରେ 'ଡଙ୍କି' ଜରିଆରେ ଏହି ଦୀର୍ଘ ଅପେକ୍ଷାର ଅନ୍ତ ହେବାକୁ ଯାଉଛି।

'ଡଙ୍କି'ରେ ସିନେପ୍ରେମୀ ଆଉ ଏକ ନୂଆ ଯୋଡ଼ିଙ୍କୁ ଦେଖିବାକୁ ପାଇବେ। ସେମାନେ ହେଲେ ଶାହରୁଖ ଓ ତାପସୀ ପନ୍ନୁ। 'ଡଙ୍କି' ମାଧ୍ୟମରେ ପ୍ରଥମ ଥର ଶାହରୁଖଙ୍କ ସହିତ ସ୍କ୍ରିନ୍ ଶେଆର କରିବାକୁ ଯାଉଥିବାରୁ ଖୁବ ଖୁସି ଓ ଉତ୍ସାହିତ ଅଛନ୍ତି ତାପସୀ। ସେହିଭଳି ପ୍ରଥମ ଥର ରାଜକୁମାର ହିରାନୀଙ୍କ ସହିତ କାମ କରୁଥିବାରୁ ତାପସୀ ନିଜକୁ ଧନ୍ୟ ମନେ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story