ପର୍ଣ୍ଣ ଫିଲ୍ମ ପାଇଁ ଯୁବତୀଙ୍କୁ ପ୍ରଲୋଭନ ଦେଖାଉଥିଲେ ପ୍ରଡ୍ୟୁସର

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ମାମଲରେ ଗିରଫ ହୋଇଥିବା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢ଼ିବାରେ ଲାଗିଛି। ନିକଟରେ କୁନ୍ଦ୍ରାଙ୍କ ଅଶ୍ଳୀଳ କାରବାର ନେଇ ବଡ଼ ଖୁଲାସା କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। କୁନ୍ଦ୍ରାଙ୍କ କମ୍ପାନୀରେ କାମ କରୁଥିବା ଫୋରାର ୪ଜଣ ପ୍ରଡ୍ୟୁସରଙ୍କ ମଧ୍ୟରୁ ଦୁଇ ଜଣ ବିରୋଧରେ ହୋଇଛି ଏକ ଚକିତ କଲା ଭଳି ଖୁଲାସା। ମୁମ୍ବାଇ କ୍ରାଇମବ୍ରାଞ୍ଚ ସୂତ୍ର ଅନୁସାରେ, ଏହି ଦୁଇ ଜଣ ପ୍ରଡ୍ୟୁସର ଅଶ୍ଳୀଳ ଫିଲ୍ମ ପାଇଁ ଯୁବତୀଙ୍କୁ ପ୍ରସ୍ତୁତ କରୁଥିଲେ। ଏଥିରେ କାମ […]

RAJ KUNDRA

RAJ KUNDRA

Madhupriya Mistry
  • Published: Thursday, 05 August 2021
  • Updated: 05 August 2021, 01:48 PM IST

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ମାମଲରେ ଗିରଫ ହୋଇଥିବା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢ଼ିବାରେ ଲାଗିଛି। ନିକଟରେ କୁନ୍ଦ୍ରାଙ୍କ ଅଶ୍ଳୀଳ କାରବାର ନେଇ ବଡ଼ ଖୁଲାସା କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। କୁନ୍ଦ୍ରାଙ୍କ କମ୍ପାନୀରେ କାମ କରୁଥିବା ଫୋରାର ୪ଜଣ ପ୍ରଡ୍ୟୁସରଙ୍କ ମଧ୍ୟରୁ ଦୁଇ ଜଣ ବିରୋଧରେ ହୋଇଛି ଏକ ଚକିତ କଲା ଭଳି ଖୁଲାସା।

ମୁମ୍ବାଇ କ୍ରାଇମବ୍ରାଞ୍ଚ ସୂତ୍ର ଅନୁସାରେ, ଏହି ଦୁଇ ଜଣ ପ୍ରଡ୍ୟୁସର ଅଶ୍ଳୀଳ ଫିଲ୍ମ ପାଇଁ ଯୁବତୀଙ୍କୁ ପ୍ରସ୍ତୁତ କରୁଥିଲେ। ଏଥିରେ କାମ କରିବା ପାଇଁ ସେମାନେ ନାନା ପ୍ରଲୋଭନ ମଧ୍ୟ ଦେଖାଉଥିଲେ। ପର୍ଣ୍ଣଗ୍ରାଫି ମାମଲାରେ ଦାୟର ହୋଇଥିବା ଦ୍ୱିତୀୟ ଏଫ୍‌ଆଇଆର୍‌ର ଯାଞ୍ଚ ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଯାଞ୍ଚରୁ ଜଣାପଡିଛି ଯେ, ଛୋଟ ସହରରୁ ଆସିଥିବା ଯୁବତୀଙ୍କୁ ଏହି ଦୁଇ ପ୍ରଡ୍ୟୁସର ନିଜ ଜାଲରେ ଫସାଉଥିଲେ। ବଲିଉଡରେ କାମ ଦେବାକୁ ଲୋଭ ଦେଖାଇ ବଳପୂର୍ବକ ପର୍ଣ୍ଣ ଫିଲ୍ମରେ କାମ କରାଇବାକୁ ଉଭୟ ଫେରାର ପ୍ରଡ୍ୟୁସରଙ୍କୁ ଦାୟିତ୍ୱ ଦିଆଯାଇଥିଲା। କୁହାଯାଉଛି ଯେ, ଯେତେବେଳେ ଯୁବତୀମାନେ ଏହି ଫିଲ୍ମରେ କାମ କରିବା ପାଇଁ ମନା କରୁଥିଲେ ସେତେବେଳେ ତାଙ୍କୁ ଡରାଇ ଧମକାଇ କାମ ହାସଲ କରାଯାଉଥିଲା।

କ୍ରାଇମ ବ୍ରାଞ୍ଚ ସୂତ୍ର ଅନୁଯାୟୀ, ଏହି ପ୍ରଡ୍ୟୁସରମାନେ ଅଶ୍ଳୀଳ ଫିଲ୍ମ ମାମଲାରେ ଦ୍ୱିତୀୟ ମାମଲା ଦାୟର କରିଥିବା ଅଭିନେତ୍ରୀଙ୍କ ସହ ମଧ୍ୟ ସମାନ ପଦ୍ଧତି ଆପଣାଇଥିଲେ। ୨୦୨୦ରେ ବଲିଉଡର ଏକ ବଡ ବ୍ୟାନରରେ ସୁଯୋଗ ଦେବାକୁ କହି ଦୁହେଁ ପ୍ରଥମେ ଅଭିନେତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ।

ଅଭିନେତ୍ର ଜଣକ ଦେଇଥିବା ବୟାନ ମୁତାବକ, ଏହି ଦୁଇ ଫିଲ୍ମ ପ୍ରଡ୍ୟୁସର ଚାରୋଟି ସଟ୍‌ ଭିଡିଓରେ କାମ କରିବା ପାଇଁ ତାଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଏହି ସବୁ ଭିଡିଓର ସୁଟିଂ ମଡ ଆଇଲ୍ୟାଣ୍ଡ ଏବଂ ଲୋନାବଲାର ବଙ୍ଗଳରେ ହୋଇଥିଲା।

ସୂତ୍ରରୁ ଜଣାପଡିଛି ଯେ ମଡ ଆଇଲ୍ୟାଣ୍ଡରେ ସୁଟିଂ ସମୟରେ ଏହି ଅଭିନେତ୍ରୀଙ୍କୁ ଚାରିଜଣ ପ୍ରଡ୍ୟୁସର ଆଡଲ୍ଟ ଭିଡିଓ ସୁଟିଂ କରିବାକୁ କହିଥିଲେ, କିନ୍ତୁ ସେ ମନା କରିଦେଇଥିଲେ। ଏହା ଉପରେ ଚାରିଜଣ ପ୍ରଡ୍ୟୁସର ତାଙ୍କୁ ଧମକ ଦେଇଥିଲେ, ଯଦି ଅଭିନେତ୍ରୀ ଏହି ଭିଡିଓ ସୁଟ୍‌ ନକରନ୍ତି ତେବେ କେବଳ ତାଙ୍କ କ୍ୟାରିୟର ଶେଷ କରିବେ ନାହିଁ, ବରଂ ତାଙ୍କୁ ଇଣ୍ଡଷ୍ଟ୍ରିରେ କୌଣସି କାମ ମଧ୍ୟ ଦେବେ ନାହିଁ। ପରେ ପ୍ରଡ୍ୟୁସରମାନେ ହଟ୍‌ସଟ୍‌ରେ ସୁଟ୍ ହୋଇଥିବା ଦୁଇଟି ଭିଡିଓକୁ ଅପଲୋଡ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story