ଜେଲରୁ ମୁକୁଳିବା ପରେ ପ୍ରଥମ ଥର ସାମ୍ନାକୁ ଆସିଲେ ରାଜ କୁନ୍ଦ୍ରା

ମୁମ୍ବାଇ: ପର୍ଣ୍ଣ କେସ୍‌ରେ ଗିରଫ ହୋଇ ଜେଲ୍‌ରୁ ମୁକୁଳିବାର ପରେ ସାମ୍ନାକୁ ଆସିଲେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ସେ ଦୀର୍ଘ ଦେଢ଼ ମାସ ପରେ ଲୋକଙ୍କ ସାମ୍ନାକୁ ଆସିଛନ୍ତି। କ୍ୟାମେରାକୁ ଫେସ୍‌ କରିଛନ୍ତି ରାଜ। ଏହି ସମୟରେ ତାଙ୍କ ସହ ପତ୍ନୀ ଶିଳ୍ପା ମଧ୍ୟ ଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ପର୍ଣ୍ଣ ଭିଡିଓ ତିଆରି ମାମଲରେ ଗିରଫ ହେବା ପରେ ଲୋକଙ୍କ […]

Raj and Shilpa

Raj and Shilpa

Madhupriya Mistry
  • Published: Tuesday, 09 November 2021
  • Updated: 09 November 2021, 02:27 PM IST

Sports

Latest News

ମୁମ୍ବାଇ: ପର୍ଣ୍ଣ କେସ୍‌ରେ ଗିରଫ ହୋଇ ଜେଲ୍‌ରୁ ମୁକୁଳିବାର ପରେ ସାମ୍ନାକୁ ଆସିଲେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ସେ ଦୀର୍ଘ ଦେଢ଼ ମାସ ପରେ ଲୋକଙ୍କ ସାମ୍ନାକୁ ଆସିଛନ୍ତି। କ୍ୟାମେରାକୁ ଫେସ୍‌ କରିଛନ୍ତି ରାଜ। ଏହି ସମୟରେ ତାଙ୍କ ସହ ପତ୍ନୀ ଶିଳ୍ପା ମଧ୍ୟ ଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ପର୍ଣ୍ଣ ଭିଡିଓ ତିଆରି ମାମଲରେ ଗିରଫ ହେବା ପରେ ଲୋକଙ୍କ ସାମ୍ନାକୁ ଆସିନଥିଲେ ରାଜ କୁନ୍ଦ୍ରା। ଜାମିନରେ ମୁକୁଳିବା ପରେ ମଧ୍ୟ ସେ ମିଡିଆର ସାମ୍ନା କରିନଥିଲେ। ଏପରିକି ସେ ସୋଶାଲ ମିଡିଆ ସାଇଟ୍‌ରୁ ମଧ୍ୟ ସନ୍ୟାସ ନେଇ ସାରିଛନ୍ତି। ଏସବୁ ଭିତରେ ଏବେ ତାଙ୍କର ପ୍ରଥମ ଝଲକ ଦେଖିବାକୁ ମିଳିଛି।

ରାଜ ଏବଂ ଶିଳ୍ପା ପରିବାର ସହ ହିମାଚଳ ପ୍ରଦେଶ ଛୁଟି ମନାଇବା ପାଇଁ ଯାଇଛନ୍ତି। ଏହି ସମୟରେ ଧର୍ମଶାଳାରେ ଶିଳ୍ପାଙ୍କ ହାତ ଧରି ରାଜ ମନ୍ଦିର ଦର୍ଶନ କରିଛନ୍ତି। ମାତା ଚାମୁଣ୍ଡା ମନ୍ଦିର ଯାଇ ଉଭୟ ଦେବୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ଏହି ଭିଡିଓକୁ ନିଜେ ଶିଳ୍ପା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଶେୟାର କରିଛନ୍ତି।

[caption id="attachment_690353" align="aligncenter" width="650"]Raj and shilpa in temple ଚାମୁଣ୍ଡା ଦେବୀ ମନ୍ଦିରରେ ଶିଳ୍ପା ଶେଟ୍ଟୀଙ୍କ ସହ ରାଜ କୁନ୍ଦ୍ରା[/caption]

ତେବେ ମିଡିଆ ସହ କଥାବାର୍ତ୍ତା ହେବାଠାରୁ ଦୂରେଇ ରହିଛନ୍ତି ରାଜ କୁନ୍ଦ୍ରା। ଶିଳ୍ପା ମିଡିଆ ସାମ୍ନା କରିଥିବା ବେଳେ ସେ କିନ୍ତୁ ସେଠାରୁ ନିଜକୁ ଦୂରେଇ ରଖିଥିବା ଦେଖିବାକୁ ମିଳିଛି। ଶିଳ୍ପା ଏବଂ ରାଜଙ୍କ ଏହି ଭିଡିଓ ଏବଂ କିଛି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହା ପୂର୍ବରୁ ଶିଳ୍ପା ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଥିଲେ। କିନ୍ତୁ ସେହି ସମୟରେ ତାଙ୍କ ସହ ରାଜ ନଥିଲେ। ସେ ଏକୁଟିଆ ହିଁ ମନ୍ଦିର ଯାଇ ମାତାଙ୍କ ଦର୍ଶନ କରିଥିଲେ।

ସୂଚନା ମୁତାବକ, ଅଶ୍ଳୀଳ ଭିଡିଓ ତିଆରି ଏବଂ ସେଗୁଡିକୁ ଆପ୍ସ ଜରିଆରେ ଅପ୍‌ଲୋଡ କରିବା ଅଭିଯୋଗରେ ମୁମ୍ବାଇ କ୍ରାଇମବ୍ରାଂଚ ପୁଲିସ ଜୁଲାଇ ମାସରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ପରେ ସେପ୍ଟେମ୍ବର ମାସରେ ତାଙ୍କୁ ଜାମିନ ମିଳିଥିଲା। ତେବେ ଜେଲ୍‌ରୁ ମୁକୁଳିବା ପରେ ରାଜ କିନ୍ତୁ ମିଡିଆ ସାମ୍ନାକୁ ଆସିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story