ରାମୁ କହିଲେ, 'ଏଥର ବି ଦୀପାବଳିରେ ରିଲିଜ ହେଲା ଖାନ୍‌'

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ସେ ତାଙ୍କ ବିବାଦୀୟ ବୟାନ ପାଇଁ ବେଶ୍‌ ଜଣାଣୁଣା। ଏବେ ପୁଣିଥରେ ରାମ ଗୋପାଲ ଓରଫ୍‌ ରାମୁ ନିଜ ଅନ୍ଦାଜରେ ବ୍ୟାକ୍‌ କରିଛନ୍ତି। ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଆଜି ଜେଲ୍‌ରୁ ମୁକୁଳିଛନ୍ତି। ସେ ମନ୍ନତ ପହଞ୍ଚି ସାରିଲେଣି। ଏହାରି ଭିତରେ ରାମୁ ଟ୍ୱିଟ୍‌ କରି ନିଜ ଅନ୍ଦାଜରେ ବଲିଉଡର କିଙ୍ଗ ଖାନ୍‌ଙ୍କୁ ଟାର୍ଗେଟ କରିଛନ୍ତି। ରାମ ଗୋପାଲ ନିଜ ଟ୍ୱିଟ୍‌ ଜରିଆରେ ଆର୍ଯ୍ୟନ୍‌ ଖାନ୍‌ ଜେଲ୍‌ରୁ […]

Ram Gopal On aryan khan

Ram Gopal On aryan khan

Madhupriya Mistry
  • Published: Saturday, 30 October 2021
  • Updated: 30 October 2021, 03:39 PM IST

Sports

Latest News

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ସେ ତାଙ୍କ ବିବାଦୀୟ ବୟାନ ପାଇଁ ବେଶ୍‌ ଜଣାଣୁଣା। ଏବେ ପୁଣିଥରେ ରାମ ଗୋପାଲ ଓରଫ୍‌ ରାମୁ ନିଜ ଅନ୍ଦାଜରେ ବ୍ୟାକ୍‌ କରିଛନ୍ତି। ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଆଜି ଜେଲ୍‌ରୁ ମୁକୁଳିଛନ୍ତି। ସେ ମନ୍ନତ ପହଞ୍ଚି ସାରିଲେଣି। ଏହାରି ଭିତରେ ରାମୁ ଟ୍ୱିଟ୍‌ କରି ନିଜ ଅନ୍ଦାଜରେ ବଲିଉଡର କିଙ୍ଗ ଖାନ୍‌ଙ୍କୁ ଟାର୍ଗେଟ କରିଛନ୍ତି।

ରାମ ଗୋପାଲ ନିଜ ଟ୍ୱିଟ୍‌ ଜରିଆରେ ଆର୍ଯ୍ୟନ୍‌ ଖାନ୍‌ ଜେଲ୍‌ରୁ ମୁକିଳିବାକୁ ନେଇ ଦୀପାବଳି ଅବସରରେ ରିଲିଜ ହେଉଥିବା ଫିଲ୍ମ ସହ ତୁଳନା କରିଛନ୍ତି। ରାମୁ ଟ୍ୱିଟ୍‌ କରି ଲେଖିଛି, ' ବଲିଉଡରେ ଦୀପାବଳି ଦିନଟି ଖାନ୍‌ମାନଙ୍କ ଫିଲ୍ମ ପାଇଁ ରଜର୍ଭ ଥାଏ, ଏଥର ବି ଦୀପାବଳିରେ ଖାନ୍‌ ରିଲିଜ(ମୁକୁଳିଛି) ହୋଇଛି।'

https://twitter.com/RGVzoomin/status/1454335897156009989?s=20

ଅର୍ଯ୍ୟନ ଖାନ୍‌ ମନ୍ନତ ଫେରିବା ପରେ ଶାହରୁଖ ଓ ଗୌରୀଙ୍କ ସହ ପୂରା ପରିବା ଏବଂ ବଲିଉଡରେ ଖୁସିର ଲହରି ଖେଳିଯାଇଛି। ମନ୍ନତକୁ ନବବଧୂ ଭଳି ଆଲୋକମାଳାରେ ସଜେଇ ଦିଆଯାଇଛି। ଫ୍ୟାନ୍‌ମାନେ ଢ଼ୋଲ ମୃଦଙ୍ଗ ବଜାଇ ଆର୍ଯ୍ୟନ୍‌ଙ୍କୁ ସ୍ୱାଗତ କରିଛନ୍ତି।

ବମ୍ବେ ହାଇକୋର୍ଟ ୨୮ ତାରିଖରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ ମଞ୍ଜୁର କରିଥିଲେ। ଆଜି ସେ ମୁକୁଳିଛନ୍ତି। ତାଙ୍କୁ ଆଣିବା ପାଇଁ ଶାହରୁଖ ତାଙ୍କ କାର୍‌ ପଠାଇଥିଲେ। ଶାହରୁଖଙ୍କ ବଡିଗାର୍ଡ ରବି ଆର୍ଥର ରୋଡ ଜେଲ୍‌ ଯାଇ ଆର୍ଯ୍ୟନ୍‌ଙ୍କୁ ଘରକୁ ଆଣିଛନ୍ତି।

ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଅକ୍ଟୋବର ୨ ତାରିଖରେ ଏନ୍‌ସିବି ଦ୍ୱାରା ଧରାପଡିଥିଲେ ଆର୍ଯ୍ୟନ୍‌। ଏହାପରେ ତାଙ୍କୁ ଏନ୍‌ସିବିର ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା। ୨୮ ତାରିଖ ଦିନ ହାଇକୋର୍ଟ ୧୪ଟି ସର୍ତ୍ତ ଆଧାରରେ ଆର୍ଯ୍ୟନ୍‌ଙ୍କ ଜାମିନ ମଞ୍ଜୁର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story