ଅଟକିଲା ଆଲିଆ-ରଣବୀରଙ୍କ ବିବାହ, ଆର ବର୍ଷକୁ ଅପେକ୍ଷା

ମୁମ୍ବାଇ: ବଲିଉଡର ମୋଷ୍ଟ ହଟ୍‌ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହକୁ ସମସ୍ତଙ୍କ ଅପେକ୍ଷା ରହିଛି। ଚଳିତ ବର୍ଷ ଡିସେମ୍ବରରେ ଦୁହେଁ ବିବାହ କରିବେ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ଏବେ ଏହା ଟଳି ଯାଇଛି। ଆସନ୍ତା ବର୍ଷ ଏହି ଦୁଇ ଲଭବାର୍ଡ ବିବାହ କରିପାରନ୍ତି। ଗତ କିଛି ଦିନି ହେବ ଆଲିଆ-ରଣବୀର ଉଭୟଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। […]

Ranbir and alia

Ranbir and alia

Madhupriya Mistry
  • Published: Wednesday, 10 November 2021
  • Updated: 10 November 2021, 02:15 PM IST

Sports

Latest News

ମୁମ୍ବାଇ: ବଲିଉଡର ମୋଷ୍ଟ ହଟ୍‌ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହକୁ ସମସ୍ତଙ୍କ ଅପେକ୍ଷା ରହିଛି। ଚଳିତ ବର୍ଷ ଡିସେମ୍ବରରେ ଦୁହେଁ ବିବାହ କରିବେ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ଏବେ ଏହା ଟଳି ଯାଇଛି। ଆସନ୍ତା ବର୍ଷ ଏହି ଦୁଇ ଲଭବାର୍ଡ ବିବାହ କରିପାରନ୍ତି।

ଗତ କିଛି ଦିନି ହେବ ଆଲିଆ-ରଣବୀର ଉଭୟଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ତେବେ ଶୁଣିବାକୁ ମିଳୁଛି ଯେ, ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ପୁଣି ସ୍ଥଗିତ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଏହି ଦମ୍ପତି ନିଜ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ବୋଲି ଦର୍ଶାଯାଇଛି। ଉକ୍ତ ପୋଷ୍ଟରେ ଅନେକ ଫ୍ୟାନ୍ସମାନେ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଆସନ୍ତା ବର୍ଷ ଏପ୍ରିଲ ମାସରେ ଏହି ଦୁଇ ଯୋଡି ବିବାହ କରିବେ ବୋଲି ଏବେ ଚର୍ଚ୍ଚା ହେଉଛି।

ଦୀପାବଳି ଦିନ ଆଲିଆ ନିଜ ଇଣ୍ଟାଗ୍ରାମ୍‌ରେ ଉଭୟଙ୍କ ଏକ ରୋମାଣ୍ଟିକ୍ ଫଟୋ ପୋଷ୍ଟ କରିଥିଲେ। ଏହି କାରଣରୁ ସେମାନଙ୍କ ଫ୍ୟାନ୍ସ ଭାବିଥିଲେ ଯେ, ଉଭୟ ଶୀଘ୍ର ବିବାହ କରିବେ। ଏବେ କିନ୍ତୁ ସୋଶାଲ ମିଡିଆରେ ଆଉ ଏକ ଫଟୋ ଭାଇରାଲ ହୋଇଛି। ଏହି ପୋଷ୍ଟରେ ରଣବୀର ଓ ଆଲିଆଙ୍କ ଫଟୋକୁ ଶେୟାର କରି ଲେଖାଯାଇଛି, ଯେ ଆସନ୍ତା ବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ସ୍ଥଗିତ ରଖାଯାଇଛି।

ନିକଟରେ ରଣବୀର  ଓ ଆଲିଆଙ୍କୁ ଏକାଠି ଦୀପାବଳି ଅବସରରେ କାଳି ପୂଜା ପଣ୍ଡାଲରେ ଦେଖିବାକୁ ମିଳିଥିଲା। ତାଙ୍କ ସହ ବ୍ରହ୍ମାସ୍ତ୍ର ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁର୍ଖାଜୀ ମଧ୍ୟ ଉପସ୍ଥିତ ଥିଲେ।

View this post on Instagram

A post shared by Viral Bhayani (@viralbhayani)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story