ସାହାଯ୍ୟ ମାଗି ଟ୍ରୋଲ ହେଲେ ରିୟା

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଲଗାତର ରିୟାଙ୍କୁ ନେଇ ଜୋରଦାର ଟ୍ରୋଲ ହେଉଛି। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟାଙ୍କୁ ଦାୟୀ କରୁଛନ୍ତି ଫ୍ୟାନ୍। ଏଥିପାଇଁ ସୋସିଆଲ ମିଡିଆରେ ଆଜିକାଲି କମ୍ ଆକ୍ଟିଭ ଅଛନ୍ତି ରିୟା। ନା କିଛି ପୋଷ୍ଟ କରୁଛନ୍ତି ନା କେଉଁ ପୋଷ୍ଟର ଉତ୍ତର ରଖୁଛନ୍ତି। ତେବେ ନିକଟରେ ରିୟା କରିଥିବା ଏକ ଭିଡିଓ ପୋଷ୍ଟକୁ ନେଇ ପୁଣି ତାଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଛି। ବୁଧବାର ରିୟା […]

rhea

rhea

Madhupriya Mistry
  • Published: Thursday, 01 July 2021
  • Updated: 01 July 2021, 01:45 PM IST

Sports

Latest News

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଲଗାତର ରିୟାଙ୍କୁ ନେଇ ଜୋରଦାର ଟ୍ରୋଲ ହେଉଛି। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟାଙ୍କୁ ଦାୟୀ କରୁଛନ୍ତି ଫ୍ୟାନ୍। ଏଥିପାଇଁ ସୋସିଆଲ ମିଡିଆରେ ଆଜିକାଲି କମ୍ ଆକ୍ଟିଭ ଅଛନ୍ତି ରିୟା। ନା କିଛି ପୋଷ୍ଟ କରୁଛନ୍ତି ନା କେଉଁ ପୋଷ୍ଟର ଉତ୍ତର ରଖୁଛନ୍ତି। ତେବେ ନିକଟରେ ରିୟା କରିଥିବା ଏକ ଭିଡିଓ ପୋଷ୍ଟକୁ ନେଇ ପୁଣି ତାଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଛି।

ବୁଧବାର ରିୟା ଚକ୍ରବର୍ତ୍ତୀ ଏକ ଶିଶୁର ଭିଡିଓ ସେୟାର କରିଥିଲେ। ଅସୁସ୍ଥ ଥିବା ଏହି ଶିଶୁର ଚିକିତ୍ସା ପାଇଁ ଟଙ୍କା ଡୋନେଟ୍ କରିବାକୁ ତାଙ୍କ ଫ୍ୟାନଙ୍କୁ ଅପିଲ କରିଥିଲେ। ତେବେ କିଛି ଲୋକଙ୍କୁ ରିୟାଙ୍କ ଏହି ବଦାନ୍ୟତା ହଜମ ହୋଇପାରିନି। ଜୋରଦାର ଟ୍ରୋଲ କରି ସେମାନେ କହିଛନ୍ତି, ଇମେଜ୍ ସୁଧାରିବାକୁ ରିୟାଙ୍କ ଏହି ଟ୍ରିକ୍ କାମ କରିବନି।

ବର୍ଷକର ଏହି ଶିଶୁ ବିରଳ ଜିନ୍‌ଗତ ରୋଗରେ ଆକ୍ରାନ୍ତ। ଶିଶୁକୁ ୨ ବର୍ଷ ହେବା ଭିତରେ ଯଦି ତାର ଚିକିତ୍ସା କରାନଯାଏ ତେବେ ତାର ଜୀବନ ଚାଲିଯିବ। ଶିଶୁର ଚିକିତ୍ସା ପାଇଁ ଏକ ବିଶେଷ ଔଷଧ ଜୋଲଗେନ୍ସମା ଦରକାର। ଯାହାର ମୂଲ୍ୟ ୧୬ କୋଟି ଟଙ୍କା। ଏହି ଔଷଧ କିଣିବାକୁ ରିୟା ନିଜ ଫ୍ୟାନ୍ ଓ ଫଲୋଅର୍ସଙ୍କୁ ଟଙ୍କା ସାହାଯ୍ୟ ମାଗିଥିଲ।

ଶିଶୁର ଭିଡିଓ ସେୟାର କରିବା ସହ କ୍ୟାପସନରେ ଲେଖିଥିଲେ ‘ ପ୍ଲିଜ୍ ହେଲ୍ପ ଜାନିଶ’। ତେବେ ରିୟାଙ୍କ ଏହି ପୋଷ୍ଟ ଭିଡିଓ ଭାଇରାଲ ହେବା ସହ ଜୋରଦାର ଟ୍ରୋଲ ହୋଇଛି। କିଏ ରିୟାଙ୍କୁ ସିମ୍ପାଥୀ କୁଇନ୍ କହିଛି ତ ଆଉ କିଏ ଲେଖିଛି, ତମେ ଅଧିକା ପଇସା ଲୁଟିଛ ତେଣୁ ତୁମେ ହିଁ ସାହାଯ୍ୟ କର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story