ପୁଣି ଏକାଠି ହେବେ ସଲମାନ-କ୍ୟାଟ୍ରିନା

ମୁମ୍ବାଇ: ସରିଛି ବଲିଉଡର କ୍ୟାଟ୍‌ ଓରଫ୍‌ କ୍ୟାଟ୍ରିନା କୈଫଙ୍କ ବିବାହ। ସେ ଅଭିନେତା ବିକ୍କି କୌଶଲଙ୍କ ସହ ନେଇଛନ୍ତି ସାତ ଫେରା। ତେବେ ବିବାହ ପରେ ଏବେ ପୁଣି ଥରେ ବଲିଉଡ ଭାଇଜାନ୍‌ ସଲମାନ ଖାନ୍‌ଙ୍କ ଆଡକୁ ମୁହାଁଇଛନ୍ତି କ୍ୟାଟ୍ରିନା। ଖୁବଶୀଘ୍ର ପୁଣି ଏକାଠି ହେବେ ସଲମାନ ଓ କ୍ୟାଟ୍ରିନା। ତେବେ ପ୍ରକୃତ ଜୀବନରେ ନୁହେଁ। ଅପ୍‌କମିଂ ଫିଲ୍ମ ‘ଟାଇଗର-୩’ର ଶୁଟିଂ ପାଇଁ ଏଦୁହେଁ ଏକାଠି ହେବେ। ମୁମ୍ବାଇ ସ୍ଥିତ ୟଶ ରାଜ ଫିଲ୍ମ ଷ୍ଟୁଡିଓରେ ଆସନ୍ତା […]

Salman and Katrina

Salman and Katrina

Madhupriya Mistry
  • Published: Wednesday, 02 February 2022
  • Updated: 02 February 2022, 05:18 PM IST

Sports

Latest News

ମୁମ୍ବାଇ: ସରିଛି ବଲିଉଡର କ୍ୟାଟ୍‌ ଓରଫ୍‌ କ୍ୟାଟ୍ରିନା କୈଫଙ୍କ ବିବାହ। ସେ ଅଭିନେତା ବିକ୍କି କୌଶଲଙ୍କ ସହ ନେଇଛନ୍ତି ସାତ ଫେରା। ତେବେ ବିବାହ ପରେ ଏବେ ପୁଣି ଥରେ ବଲିଉଡ ଭାଇଜାନ୍‌ ସଲମାନ ଖାନ୍‌ଙ୍କ ଆଡକୁ ମୁହାଁଇଛନ୍ତି କ୍ୟାଟ୍ରିନା। ଖୁବଶୀଘ୍ର ପୁଣି ଏକାଠି ହେବେ ସଲମାନ ଓ କ୍ୟାଟ୍ରିନା।

ତେବେ ପ୍ରକୃତ ଜୀବନରେ ନୁହେଁ। ଅପ୍‌କମିଂ ଫିଲ୍ମ 'ଟାଇଗର-୩'ର ଶୁଟିଂ ପାଇଁ ଏଦୁହେଁ ଏକାଠି ହେବେ। ମୁମ୍ବାଇ ସ୍ଥିତ ୟଶ ରାଜ ଫିଲ୍ମ ଷ୍ଟୁଡିଓରେ ଆସନ୍ତା ଶନିବାର ଏହି ଫିଲ୍ମର ଶୁଟିଂ ପୁଣି ଆରମ୍ଭ ହେବ। ଏଠି ସଲମାନ ଓ କ୍ୟାଟ୍ରିନା ଏକାଠି ନଜର ଆସିବେ। କେବଳ ସେତିକି ନୁହେଁ ଆସନ୍ତା ୧୪ ତାରିଖରୁ କିଛି ଦିନ ପାଇଁ ନୂଆ ଦିଲ୍ଲୀରେ ଉଭୟ ଡେରା ପକାଇବେ। ବଡ ଆଉଟଡୋର ଶୁଟିଂ ପାଇଁ ଦିଲ୍ଲୀ ଯିବେ ସଲମାନ-କ୍ୟାଟ୍‌। ଏହି ଶେଡ୍ୟୁଲ ପରେ ଫିଲ୍ମ ଟାଇଗର-୩ର ଶୁଟିଂ ପୂରା ହେବ। ସୂତ୍ରରୁ ମିଳିଥିବା ସୂଚନାନୁସାରେ ଅନ୍‌-ସ୍କ୍ରିନ୍‌ର ହିଟ୍‌ ଯୋଡି ସଲମାନ-କ୍ୟାଟ୍ରିନା ଦିଲ୍ଲୀରେ ଫିଲ୍ମର ଏକ ମହତ୍ତ୍ୱପୂର୍ଣ୍ଣ ସିନ୍‌ର ଶୁଟିଂ କରିବେ।

ତେବେ ସେ ଯାହା ହେଉ ନା କାହିଁକି ବିବାହ ପରେ କ୍ୟାଟ୍ରିନା ପ୍ରଥମ ଥର ପାଇଁ ସଲମାନଙ୍କୁ ଭେଟିବେ। ଦୁହେଁ ପୁଣି ଥରେ ଏକାଠି ହେବେ। ନିକଟରେ ସଲମାନ ଖାନ୍‌ ପ୍ରଥମ ଥର ପାଇଁ ସର୍ବ ସମ୍ମୁଖରେ କ୍ୟାଟ୍ରିନାଙ୍କ ବିବାହକୁ ନେଇ ମୁହଁ ଖୋଲିଥିଲେ। ବିଗ୍‌ବସ୍‌-୧୫ର ଗ୍ରାଣ୍ଡ ଫିନାଲେ ଶୋ'ରେ ସଲମାନ କ୍ୟାଟ୍ରିନା ଓ ବିକ୍କିଙ୍କ ବିଷୟରେ କହିଥିଲେ।

ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କ ଏକ ପ୍ରଶ୍ନର ଉତ୍ତରରେ ସଲମାନ କ୍ୟାଟ୍ରିନାଙ୍କ ବିବାହକୁ ନେଇ ଖୁସି ଥିବା ଜାହରି କରିଥିଲେ। ଭାରି ମନରେ ବିକ୍କି ଓ କ୍ୟାଟ୍‌ ଖୁସିରେ ଅଛନ୍ତି ବୋଲି ସେ କହିଥିଲେ। ଏହା ଶୁଣି ଶେହନାଜ ଆପଣ ସିଙ୍ଗିଲ ହିଁ ଭଲ ଅଛନ୍ତି ବୋଲି ସଲମାନଙ୍କୁ କହିଥିଲେ। କିନ୍ତୁ ସଲମାନ ସିଙ୍ଗିଲ ନଥିବା ନେଇ ଇସାରା ଦେଇଥିଲେ। ତେବେ ସଲମାନ ଯଦି ସିଙ୍ଗିଲ ନାହାନ୍ତି ତେବେ କାହା ସହ ଲିଙ୍କ-ଅପ୍‌ରେ ଅଛନ୍ତି? କାହାକୁ ସେ ଡେଟ୍‌ କରୁଛନ୍ତି? ସେ ନେଇ ଏବେ ଫ୍ୟାନ୍‌ମାନଙ୍କ ମନରେ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story