ଘୋଡ଼ାର ଚାରା ଖାଇଗଲେ ସଲମାନ

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ୍। କେତେବେଳେ ତାଙ୍କୁ ପେଣ୍ଟି କରିବା ଭଲ ଲାଗେ ତ ଆଉ କେତେବେଳେ ନିଜ ହାତରେ କରନ୍ତି ରୋଷେଇ। ଅଧିକାଂଶ ସମୟରେ ତାଙ୍କ ସୁନ୍ଦର ସୁନ୍ଦର ପେଣ୍ଟିଂ ଫଟୋ ମଧ୍ୟ ସାମ୍ନାକୁ ଆସେ। ସେହିପରି ସେ ଟେଷ୍ଟି ଫୁଡ୍‌ ରୋଷେଇ କରିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ତେବେ ନିକଟରେ ସଲମାନଙ୍କ ଯେଉଁ ନୂଆ ରୂପ ସାମ୍ନାକୁ ଆସିଛି, ତାହା ଦେଖି ଯେ କେହିବି ଚମକି ପଡିବେ। ହେଲ୍‌ଦି ଫୁଡ୍‌ ଖାଉଥିବା […]

Salman Khan

Salman Khan

Madhupriya Mistry
  • Published: Thursday, 19 August 2021
  • Updated: 19 August 2021, 03:52 PM IST

Sports

Latest News

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ୍। କେତେବେଳେ ତାଙ୍କୁ ପେଣ୍ଟି କରିବା ଭଲ ଲାଗେ ତ ଆଉ କେତେବେଳେ ନିଜ ହାତରେ କରନ୍ତି ରୋଷେଇ। ଅଧିକାଂଶ ସମୟରେ ତାଙ୍କ ସୁନ୍ଦର ସୁନ୍ଦର ପେଣ୍ଟିଂ ଫଟୋ ମଧ୍ୟ ସାମ୍ନାକୁ ଆସେ। ସେହିପରି ସେ ଟେଷ୍ଟି ଫୁଡ୍‌ ରୋଷେଇ କରିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ତେବେ ନିକଟରେ ସଲମାନଙ୍କ ଯେଉଁ ନୂଆ ରୂପ ସାମ୍ନାକୁ ଆସିଛି, ତାହା ଦେଖି ଯେ କେହିବି ଚମକି ପଡିବେ। ହେଲ୍‌ଦି ଫୁଡ୍‌ ଖାଉଥିବା ସଲମାନ ଏବେ ଖାଇଛନ୍ତି ଘାସ। ସେ ପୁଣି ଘୋଡା ଖାଉଥିବା ଖାଦ୍ୟକୁ ଖାଇ ଯାଇଛନ୍ତି ସଲମାନ। ଘୋଡା ଖାଉଥିବା ଗଛ ପତ୍ରକୁ ବେଶ୍‌ ଆରାମରେ ସେ ଖାଇଛନ୍ତି।

ନିକଟରେ ତାଙ୍କର ଏହି  ଅଦ୍ଭୁତ ଭିଡିଓଟି ସାମ୍ନାକୁ ଆସିଛି, ଯାହାକୁ ଦେଖି ଯେ କେହିବି ଚକିତ ହୋଇପଡିଛନ୍ତି। ସଲମାନ ଏହି ଭିଡିଓରେ ନିଜ ଫାର୍ମ ହାଉସରେ ଥିବା ଦେଖିବାକୁ ମିଳିଛି। ସେଠାରେ ସେ ତାଙ୍କ ଘୋଡାକୁ ଚାରା ଖାଇବାକୁ ଦେଉଛନ୍ତି। କିନ୍ତୁ ଘୋଡାକୁ ଖାଇବାକୁ ଦେବା ବଦଳରେ ପ୍ରଥମେ ସେ ନିଜେ ସେହି ଚାରାକୁ ଖାଇଯାଉଛନ୍ତି।

ସଲମାନଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବଲିଉଡ ଇନ୍‌ଷ୍ଟା ସଲମାନଙ୍କ ଏହି ମଜାଦାର ଭିଡିଓକୁ ଅପ୍‌ଲୋଡ କରିଛି। ଭିଡିଓଟି ସାମ୍ନାକୁ ଆସିବା ପରେ ସଲମାନଙ୍କ ଏହି ନିଅରା ଅନ୍ଦାଜ ତାଙ୍କ ଫ୍ୟାନ୍ସମାନଙ୍କୁ ଚକିତ କରିଦେଇଛି। ଅନେକ ପ୍ରଶଂସକ ଏହି ଭିଡିଓରେ କମେଣ୍ଟ କରି କହିଛନ୍ତ ସଲମାନ ଖାନ୍‌ ଥିଲେ ସବୁ କିଛି ସମ୍ଭବ। ଅନ୍ୟଜଣେ ଫ୍ୟାନ୍‌ କମେଣ୍ଟ କରି ଲେଖିଛନ୍ତି, ଘୋଡା ସକ୍‌, ସଲ୍ଲୁ ରକ୍‌।

ସୂଚନା ମୁତାବକ ସଲମାନ ଅଧିକାଂଶ ସମୟରେ ପନ୍‌ବେଲ ସ୍ଥିତ ତାଙ୍କ ଫାର୍ମ ହାଉସରେ ଛୁଟି କାଟିବାକୁ ଯାଆନ୍ତି। ସେଠାରେ ସେ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରନ୍ତି। ଗତବର୍ଷ ଲକଡାଉନ ବେଳେ ମଧ୍ୟ ସଲମାନ ନିଜ ପରିବାର ସହ ଫାର୍ମ ହାଉସରେ ଥିଲେ। କରୋନା ମହାମାରୀ ଠାରୁ ବର୍ତ୍ତିବା ପାଇଁ ସେଠାରେ ପ୍ରାୟ ୨ରୁ ୩ ମାସ ସେ ବିତାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story