ହୋସ୍ ଉଡାଇଦେବ ସଲମାନଙ୍କ ସିକ୍ସ ପ୍ୟାକ୍ ଆବ୍ସ

ମୁମ୍ବାଇ: ଦମଦାର ଆକ୍ସନ ପ୍ୟାକଡ୍ ଫିଲ୍ମ ପାଇଁ ଦମଦାର ବଡି ଦରକାର। ତେଣୁ ଘଣ୍ଟା ଘଣ୍ଟା ଧରି ଜିମରେ ଝାଳ ବୁହାଉଛନ୍ତି ବଲିଉଡର ଭାଇଜାନ। ସାମ୍ନାକୁ ଆସିଛି ସଲମାନଙ୍କ ବ୍ୟାୟାମ ସମୟର କିଛି ଫଟୋ। ‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହେ’ ପରେ ଆସୁଛି ଟାଇଗର-୩। ପୂର୍ବ ଫିଲ୍ମ ଭଳି ଏଥିରେ ମଧ୍ୟ ଲିଡ୍ ରୋଲରେ ନଜର ଆସିବେ ଭାଇଜାନ୍ ସଲମାନ ଖାନ। ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି ସଲମାନ। ସଲମାନଙ୍କ ସିକ୍ସ […]

Salman-Khan

Salman-Khan

Madhupriya Mistry
  • Published: Wednesday, 21 July 2021
  • Updated: 21 July 2021, 05:59 PM IST

Sports

Latest News

ମୁମ୍ବାଇ: ଦମଦାର ଆକ୍ସନ ପ୍ୟାକଡ୍ ଫିଲ୍ମ ପାଇଁ ଦମଦାର ବଡି ଦରକାର। ତେଣୁ ଘଣ୍ଟା ଘଣ୍ଟା ଧରି ଜିମରେ ଝାଳ ବୁହାଉଛନ୍ତି ବଲିଉଡର ଭାଇଜାନ। ସାମ୍ନାକୁ ଆସିଛି ସଲମାନଙ୍କ ବ୍ୟାୟାମ ସମୟର କିଛି ଫଟୋ। ‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହେ’ ପରେ ଆସୁଛି ଟାଇଗର-୩। ପୂର୍ବ ଫିଲ୍ମ ଭଳି ଏଥିରେ ମଧ୍ୟ ଲିଡ୍ ରୋଲରେ ନଜର ଆସିବେ ଭାଇଜାନ୍ ସଲମାନ ଖାନ। ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି ସଲମାନ।

ସଲମାନଙ୍କ ସିକ୍ସ ପ୍ୟାକ୍ ଆବ୍ସ ପାଗଳ କରିଥାଏ ଦର୍ଶକଙ୍କୁ। ୫୫ବର୍ଷ ବୟସରେ ବି ଶରୀରକୁ ଫିଟ ରଖିବାକୁ ଭୁଲି ନାହାଁନ୍ତି ଏହି ସୁପରଷ୍ଟାର। ସେଥିପାଇଁ ତ ନୂଆ ଅଭିନେତାମାନଙ୍କ ପାଇଁ ସେ ହେଉଛନ୍ତି ରୋଲ ମଡେଲ । ଅପ କମିଂ ଫିଲ୍ମ ଟାଇଗର-୩ ପାଇଁ ସଲମାନ ପୁଣି ନିଜ ବଡିକୁ ମସକୁଲାର କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସଲ୍ଲୁଙ୍କ ଏସବୁ ଫଟୋ ଏବଂ ଭିଡିଓ।

ମଙ୍ଗଳବାର ସଲମାନ ଇନଷ୍ଟାଗ୍ରାମରେ କିଛି ଭିଡିଓ ଅପଲୋଡ୍ କରିଥିଲେ। ଯେଉଁଥିରେ ୱର୍କ ଆଉଟ୍ ପରେ ଦର୍ପଣ ସାମ୍ନାରେ ଠିଆ ହୋଇଛନ୍ତି ସଲମାନ। ଭିଡିଓ ବ୍ୟାକଗ୍ରାଉଣ୍ଡରେ ଟାଇଗର ଥିମ୍ ଟ୍ୟୁନ୍ ବାଜୁଛି। ଭିଡିଓ ପୋଷ୍ଟ କରି ସଲମାନ ଲେଖିଛନ୍ତି, ତାଙ୍କୁ ଲାଗୁଛି ଯେ, ଭିଡିଓରେ ଥିବା ବ୍ୟକ୍ତି ଟାଇଗର-୩ ପାଇଁ ତାଲିମ ନେଉଛି। ସଲମାନଙ୍କ ଏହି ଦମଦାର ଲୁକ୍ ଦେଖି ଫ୍ୟାନ ଏକପ୍ରକାର ପାଗଳ। ଆଗକୁ ଟାଇଗର-୩ ସମେତ ସଲମାନ କିକ୍‌-୨, ଅନ୍ତିମ, ପଠାନ ଏବଂ କଭି ଇଦ୍ କଭି ଦିୱାଲି ଭଳି ଫିଲ୍ମରେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story