କ୍ୟାଟ୍ରିନା ଓ ସଙ୍ଗୀତାଙ୍କ ବିଷୟରେ ଖୁଲାସା କଲେ ସଲମାନ

ମୁମ୍ବାଇ: ସଙ୍ଗୀତା ବିଜଲାନୀ ଏବଂ କ୍ୟାଟ୍ରିନା କୈଫ । ଦୁହେଁ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ। ସଲମାନଙ୍କ ସହ ଯୋଡାଯାଉଥିବା କିଛି ଅଭିନେତ୍ରୀଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଏହି ଦୁଇ ବଲିଉଡ୍ ଆକ୍ଟ୍ରେସଙ୍କ ନାଁ । ଏବେ ଭାଇଜାନ୍ ନିଜେ ତାଙ୍କ ମୁହଁରେ ନେଇଛନ୍ତି କ୍ୟାଟ୍ରିନା ଏବଂ ସଙ୍ଗୀତାଙ୍କ ନାଁ । ସାମ୍ନାକୁ ଆଣିଛନ୍ତି ସେମାନଙ୍କ ସହ କିଛି ସିକ୍ରେଟ୍ କଥା। ଅରବାଜ୍ ଖାନଙ୍କ ଟକ୍ ଶୋ’ ପିଂଚ୍‌-୨ର ପ୍ରଥମ ଏପିସୋଡ୍ ରିଲିଜ୍ ହୋଇଛି। […]

salman, katrina and sangeeta

salman, katrina and sangeeta

Madhupriya Mistry
  • Published: Thursday, 22 July 2021
  • Updated: 22 July 2021, 01:52 PM IST

Sports

Latest News

ମୁମ୍ବାଇ: ସଙ୍ଗୀତା ବିଜଲାନୀ ଏବଂ କ୍ୟାଟ୍ରିନା କୈଫ । ଦୁହେଁ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ। ସଲମାନଙ୍କ ସହ ଯୋଡାଯାଉଥିବା କିଛି ଅଭିନେତ୍ରୀଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଏହି ଦୁଇ ବଲିଉଡ୍ ଆକ୍ଟ୍ରେସଙ୍କ ନାଁ । ଏବେ ଭାଇଜାନ୍ ନିଜେ ତାଙ୍କ ମୁହଁରେ ନେଇଛନ୍ତି କ୍ୟାଟ୍ରିନା ଏବଂ ସଙ୍ଗୀତାଙ୍କ ନାଁ । ସାମ୍ନାକୁ ଆଣିଛନ୍ତି ସେମାନଙ୍କ ସହ କିଛି ସିକ୍ରେଟ୍ କଥା।

ଅରବାଜ୍ ଖାନଙ୍କ ଟକ୍ ଶୋ’ ପିଂଚ୍‌-୨ର ପ୍ରଥମ ଏପିସୋଡ୍ ରିଲିଜ୍ ହୋଇଛି। ଭାଇ ଅରବାଜଙ୍କ ଶୋ’ର ଫାଷ୍ଟ ଗେଷ୍ଟ ସାଜିଛନ୍ତି ସଲମାନ। ଏଥିରେ ନିଜର ବ୍ୟକ୍ତିଗତ ଏବଂ ପେଶାଗତ ଜୀବନ ବିଷୟରେ ଅନେକ ଖୁଲାସା କରିଛନ୍ତି ସଲମାନ।

ଏପିସୋଡରେ ଥିବା କୁଇକ୍ ରାପିଡ୍ ଫାୟାର ରାଉଣ୍ଡରେ ଅରବାଜ ପ୍ରଶ୍ନ କରିଥିଲେ, ସଲମାନ କାହାକୁ ନିଜର ସୋସିଆଲ ମିଡିଆ ମ୍ୟାନେଜର କରିବାକୁ ଚାହିଁବେ ଏବଂ ଇନଷ୍ଟାଗ୍ରାମରେ ସଲମାନ କାହାକୁ ଫଲୋ କରନ୍ତି ନାହିଁ। ଭାଇ ଅରବାଜଙ୍କ ଏସବୁ ପ୍ରଶ୍ନର ଫଟାଫଟ ଉତ୍ତର ରଖିଥିଲେ ସଲୁ ମିଆଁ।

ଅରବାଜଙ୍କ ପ୍ରଶ୍ନ ଥିଲା, ସୋନାକ୍ଷୀ ସିହ୍ନା, କ୍ୟାଟ୍ରିନା କୈଫ ଏବଂ ଦିଶା ପାଟନୀଙ୍କ ମଧ୍ୟରୁ କାହାକୁ ସଲମାନ ନିଜ ସୋସିଆଲ ମିଡିଆ ମ୍ୟନେଜର କରିବାକୁ ଚାହିଁବେ। ଏହାର ଉତ୍ତରରେ ସଲମାନ ନେଇଥିଲେ କ୍ୟଟ୍ରିନାଙ୍କ ନାଁ। କହିଥିଲେ କ୍ୟାଟ୍ରିନାଙ୍କ ସୋସିଆଲ ମିଡିଆ ପୋଷ୍ଟ ଗୁଡିକ ବେଶ୍ ସେନସିବୁଲ୍।

ଇନଷ୍ଟାଗ୍ରାମରେ ସଲମାନଙ୍କ ୪୨ ମିଲିୟନ ଫଲୋଅର ରହିଛନ୍ତି। ତେବେ ସଲମାନ ମାତ୍ର ୨୭ ଜଣଙ୍କୁ ଫଲୋ କରନ୍ତି। ଅରବାଜଙ୍କ ପ୍ରଶ୍ନ ଥିଲା, ଆଥିୟା ସେଟ୍ଟୀ, ସଙ୍ଗୀତା ବିଜଲାନୀ ଏବଂ କ୍ୟାଟ୍ରିନା କୈଫଙ୍କ ମଧ୍ୟରୁ ସଲମାନ କାହାକୁ ଫଲୋ କରନ୍ତି ନାହିଁ। ସଲମାନ ଦ୍ୱନ୍ଦ୍ୱ ମଧ୍ୟରେ ସଙ୍ଗୀତାଙ୍କ ନାଁ ନେଇଥିଲେ। ଏହାପରେ ଅରବାଜ କହିଥିଲେ, ସଲମାନ ଇନଷ୍ଟାଗ୍ରାମରେ ଆଥିୟାଙ୍କୁ ମଧ୍ୟ ଫଲୋ କରନ୍ତି ନାହିଁ।

https://youtu.be/I0YmyWBFRz8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story