୩୦ ବର୍ଷର ପରମ୍ପରା ଭାଙ୍ଗିଲେ ଶାହରୁଖ

ମୁମ୍ବାଇ: ବଲିଉଡର ବାଦ୍‌ଶାହ ଶାହରୁଖ ଖାନ୍‌। ଗତ କିଛି ଦିନ ଧରି ସେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଡ୍ରଗ୍ସ କେସ୍‌ରେ ପୁଅ ଆର୍ଯ୍ୟନ୍‌ ଖାନ୍‌ ଗିରଫ ହେବା ପରେ ତାଙ୍କ ଜୀବନରେ ଝଡ ସୃଷ୍ଟି ହୋଇଯାଇଛି। ସେ ଏବଂ ତାଙ୍କ ପରିବାର ପୂରା ଅଶାନ୍ତ ଅଛନ୍ତି। ପୁଅ କେବେ ଜେଲ୍‌ରୁ ମୁକୁଳିବ ତାକୁ ଅନାଇ ବସିଛନ୍ତି। ଘରେ ପୁଅ ନଥିବା ଯୋଗୁଁ ତାଙ୍କୁ ସବୁ ଉତ୍ସବ ଫିକା ଲାଗୁଛି। ଏପରିକି ସେ ତାଙ୍କ ଅପ୍‌କମିଂ ଫିଲ୍ମ ‘ପଠାନ’ର […]

Sharukh

Sharukh

Madhupriya Mistry
  • Published: Tuesday, 26 October 2021
  • Updated: 26 October 2021, 05:25 PM IST

Sports

Latest News

ମୁମ୍ବାଇ: ବଲିଉଡର ବାଦ୍‌ଶାହ ଶାହରୁଖ ଖାନ୍‌। ଗତ କିଛି ଦିନ ଧରି ସେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଡ୍ରଗ୍ସ କେସ୍‌ରେ ପୁଅ ଆର୍ଯ୍ୟନ୍‌ ଖାନ୍‌ ଗିରଫ ହେବା ପରେ ତାଙ୍କ ଜୀବନରେ ଝଡ ସୃଷ୍ଟି ହୋଇଯାଇଛି। ସେ ଏବଂ ତାଙ୍କ ପରିବାର ପୂରା ଅଶାନ୍ତ ଅଛନ୍ତି। ପୁଅ କେବେ ଜେଲ୍‌ରୁ ମୁକୁଳିବ ତାକୁ ଅନାଇ ବସିଛନ୍ତି। ଘରେ ପୁଅ ନଥିବା ଯୋଗୁଁ ତାଙ୍କୁ ସବୁ ଉତ୍ସବ ଫିକା ଲାଗୁଛି। ଏପରିକି ସେ ତାଙ୍କ ଅପ୍‌କମିଂ ଫିଲ୍ମ 'ପଠାନ'ର ଶୁଟିଂରେ ମଧ୍ୟ ବ୍ରେକ୍‌ ଲଗାଇ ଦେଇଛନ୍ତି।

ତେବେ ଏହାରି ଭିତରେ ଶାହରୁଖ ଏବଂ ଗୌରୀଙ୍କ ବିବାହ ବାର୍ଷିକୀ ମଧ୍ୟ ଫିକା ଫିକା ହୋଇଯାଇଛି। ଗତକାଲି ଶାହରୁଖ ଏବଂ ଗୌରୀଙ୍କ ୩୦ତମ ବିବାହ ବାର୍ଷିକୀ ଥିଲା। ତେବେ ଉଭୟ ନିଜ ବିବାହ ବାର୍ଷିକୀ ପାଳନ କରିନାହାନ୍ତି। ଚଳିତ ବର୍ଷ ଦୁହେଁ ଏହାକୁ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇ ୩୦ ବର୍ଷର ପରମ୍ପରା ଭାଙ୍ଗି ଦେଇଛନ୍ତି।

ଶାହରୁଖଙ୍କ ପରିବାର ବନ୍ଧୁଙ୍କଠାରୁ ଶୁଣିବାକୁ ମିଳୁଛି ଯେ ପ୍ରତିବର୍ଷ ବାର୍ଷିକୀ ଅବସରରେ ଏହି ଷ୍ଟାର ଦମ୍ପତି ମଧ୍ୟ କିଛି ପାରମ୍ପାରିକ ରୀତିନୀତି ପାଳନ କରନ୍ତି। କିନ୍ତୁ ଏଥର ଶାହରୁଖ ଏହି ରୀତିନୀତି ପାଳନ କରିନାହାନ୍ତି।

ସୂତ୍ର ଅନୁସାରେ ଶାହରୁଖ ଖାନ୍‌ ପ୍ରତିବର୍ଷ ଗୌରୀଙ୍କୁ ବିବାହ ବାର୍ଷିକୀ ଅବସରରେ କିଛି ନା କିଛି ଉପହାର ବା ଗିଫ୍ଟ ଦିଅନ୍ତି। କିନ୍ତୁ ଚଳିତ ବର୍ଷ ସେ କୌଣସି ଗିଫ୍ଟ ଗୌରୀଙ୍କୁ ଦେଇ ନାହାନ୍ତି। ନିକଟରେ ଗୌରୀ ଖାନ ବିବାହ ବାର୍ଷିକୀ ଅବସରରେ ପୁଅ ଆର୍ଯ୍ୟନଙ୍କୁ ଭେଟିବା ପାଇଁ ଆର୍ଥର ରୋଡ ଜେଲରେ ପହଞ୍ଚିଥିଲେ।

ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ ପ୍ରଥମେ ଏନ୍‌ସିବି ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଅଟକ ରଖିଥିଲା। ଏହାପରେ ଡ୍ରଗ୍ସ କନେକସନ୍‌ ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ପ୍ରଥମ ସେସନ୍‌ କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଏବେ ମାମଲା ବମ୍ବେ ହାଇକୋର୍ଟରେ ଅଛି। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ଚାଲିଛି। ଶାହରୁଖଙ୍କ ଓକିଲ ଆର୍ଯ୍ୟନଙ୍କୁ କଳେବଳେ କୌଶଳେ ଜାମିନ ଦେବା ପାଇଁ ଚେଷ୍ଟା ଚଳାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story