ସ୍ୱାମୀଙ୍କ ପାଇଁ ଚିନ୍ତିତ ଶିଳ୍ପା, କହିଲେ ଏମିତି

ମୁମ୍ବାଇ: ଗତ କିଛି ଦିନ ହେବ ବିବାଦ ଘେରରେ ରହିଛନ୍ତି ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ପର୍ଣ୍ଣଗ୍ରାଫି କେସ୍‌ରେ ସେ ଏବେବି ଜେଲ୍‌ରେ ଅଛନ୍ତି। ରାଜଙ୍କ ପତ୍ନୀ ହୋଇଥିବା ଯୋଗୁଁ ଶିଳ୍ପା ମଧ୍ୟ ଅନେକ ପ୍ରଶ୍ନବାଣର ସାମ୍ନା କରିଛନ୍ତି। ଏବେ କିନ୍ତୁ ସ୍ୱାମୀଙ୍କୁ ନେଇ ଚିନ୍ତିତ ହୋଇପଡିଛନ୍ତି ପତ୍ନୀ ଶିଳ୍ପା। ସେ ସୋଶାଲ ମିଡିଆରେ ଏକ ଫଟୋ ପେଷ୍ଟ କରି ବିଶ୍ୱାସ ରଖିବା ନେଇ ବାର୍ତ୍ତା ଦେଇଛନ୍ତି। ଶିଳ୍ପା ତାଙ୍କ ଇନଷ୍ଟାଗ୍ରାମରେ ବର୍ଟେଣ୍ଡ […]

Shilpa

Shilpa

Madhupriya Mistry
  • Published: Tuesday, 24 August 2021
  • Updated: 24 August 2021, 05:15 PM IST

Sports

Latest News

ମୁମ୍ବାଇ: ଗତ କିଛି ଦିନ ହେବ ବିବାଦ ଘେରରେ ରହିଛନ୍ତି ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ପର୍ଣ୍ଣଗ୍ରାଫି କେସ୍‌ରେ ସେ ଏବେବି ଜେଲ୍‌ରେ ଅଛନ୍ତି। ରାଜଙ୍କ ପତ୍ନୀ ହୋଇଥିବା ଯୋଗୁଁ ଶିଳ୍ପା ମଧ୍ୟ ଅନେକ ପ୍ରଶ୍ନବାଣର ସାମ୍ନା କରିଛନ୍ତି। ଏବେ କିନ୍ତୁ ସ୍ୱାମୀଙ୍କୁ ନେଇ ଚିନ୍ତିତ ହୋଇପଡିଛନ୍ତି ପତ୍ନୀ ଶିଳ୍ପା। ସେ ସୋଶାଲ ମିଡିଆରେ ଏକ ଫଟୋ ପେଷ୍ଟ କରି ବିଶ୍ୱାସ ରଖିବା ନେଇ ବାର୍ତ୍ତା ଦେଇଛନ୍ତି।

ଶିଳ୍ପା ତାଙ୍କ ଇନଷ୍ଟାଗ୍ରାମରେ ବର୍ଟେଣ୍ଡ ରସେଲଙ୍କ ବହିର ଏକ ଅଂଶ ପୋଷ୍ଟ କରିଛନ୍ତି। ଏଥିରେ ବିଶ୍ୱାସକୁ ନେଇ ଏକ ପଂକ୍ତି ଲେଖା ଅଛି। ଏଥିରେ କୁହାଯାଇଛି ଯେ, ବିଶ୍ୱାସ କରିବା ପାଇଁ ଇଚ୍ଛାଶକ୍ତି ନୁହେଁ ଆମର ଇଚ୍ଛା ଥିବା ଦରକାର।

ଶିଳ୍ପା ଏହାକୁ ପୋଷ୍ଟ କରି ଲେଖିଛନ୍ତି, 'ବିଶ୍ୱାସ କଳ୍ପନାର ଏକ ଅଂଶ। ପ୍ରକୃତ ବିଶ୍ୱାସ ତୁମର ସନ୍ଧାନ ଉପରେ ଆଧାରିତ। ଜୀବନର କଠିନ ପ୍ରଶ୍ନର ଉତ୍ତର ଖୋଜୁଛି …। ମୋର ବିଶ୍ୱାସ ମୋତେ ମୋର ଜ୍ଞାନ ଆହୁରି ବଢ଼ାଇବାକୁ ପ୍ରେରଣା ଦେଇଥାଏ।' ଶିଳ୍ପାଙ୍କ ଏହି ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

[caption id="attachment_669619" align="aligncenter" width="650"]Shilpa on Faith ଶିଳ୍ପାଙ୍କ ଏହି ପୋଷ୍ଟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି[/caption]

ଏହା ପୂର୍ବରୁ ଶିଳ୍ପା ତାଙ୍କ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ନିଜର ଏକ ଯୋଗ ଭିଡିଓ ସେଆର କରିଥିଲା। ଏଥିସହ କ୍ୟାପସନରେ ଲେଖିଥିଲେ, 'ନିଜ ପାଇଁ ନିଜେ ଯୋଦ୍ଧା ହୁଅ, ଫଳରେ ତୁମେ ତୁମ ଜୀବନର ସକରାତ୍ମକ ପରିବର୍ତ୍ତନକୁ ରକ୍ଷା କରିବାରେ ସକ୍ଷମ ହୋଇପାରିବ।'

ନିକଟରେ କିଛି ଦିନର ବ୍ରେକ ପରେ ଶିଳ୍ପା ସେଟ୍ଟୀ ସୁଟିଂ ସେଟ୍‌କୁ ଫେରିଛନ୍ତି। ସେ ସୋନି ଟିଭିରେ ପ୍ରସାରିତ ଡ୍ୟାନ୍ସିଂ ରିଆଲିଟି ଶୋ' ସୁପର ଡ୍ୟାନ୍ସର-୪ରେ ଜଜ୍‌ ରୂପେ କମ୍‌ବ୍ୟାକ୍‌ କରିଛନ୍ତି। ରାଜ କୁନ୍ଦ୍ରା ଗିରଫ ପରେ ସେ ଏହି ଶୋ'ରୁ ବ୍ରେକ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story