ମା' ହେଲେ, ବର୍ଷେ ପରେ ଖୁଲାସା କଲେ

ମୁମ୍ବାଇ: ଖୁସିଖବର ଦେଲେ ଅଭିନେତ୍ରୀ ଶ୍ରିୟା ସରନ୍‌। ନିଜ ଫ୍ୟାନ୍‌ମାନଙ୍କ ସହ ଗୁଡ୍‌ ନ୍ୟୁଜ୍‌ ଶେୟାର କରିଛନ୍ତି ଦୃଶ୍ୟମ୍‌ ଅଭିନେତ୍ରୀ। ସେ ଏକ କନ୍ୟା ସନ୍ତାନର ମା’ ହୋଇଥିବା ନେଇ ସୂଚନା ଦେଇଛନ୍ତି। ହେଲେ ଗତ ବର୍ଷ ୨୦୨୦ରେ ହିଁ ସେ କନ୍ୟା ସନ୍ତାନର ମା’ ହୋଇଥିଲେ। ଏବେ ବର୍ଷେ ପରେ ଶ୍ରିୟା ଏହାର ଖୁଲାସା କରିଛନ୍ତି। ଦୀର୍ଘ ଦିନ ହେବ ଶ୍ରିୟା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ […]

shriya saran

shriya saran

Madhupriya Mistry
  • Published: Tuesday, 12 October 2021
  • Updated: 12 October 2021, 02:41 PM IST

Sports

Latest News

ମୁମ୍ବାଇ: ଖୁସିଖବର ଦେଲେ ଅଭିନେତ୍ରୀ ଶ୍ରିୟା ସରନ୍‌। ନିଜ ଫ୍ୟାନ୍‌ମାନଙ୍କ ସହ ଗୁଡ୍‌ ନ୍ୟୁଜ୍‌ ଶେୟାର କରିଛନ୍ତି ଦୃଶ୍ୟମ୍‌ ଅଭିନେତ୍ରୀ। ସେ ଏକ କନ୍ୟା ସନ୍ତାନର ମା' ହୋଇଥିବା ନେଇ ସୂଚନା ଦେଇଛନ୍ତି। ହେଲେ ଗତ ବର୍ଷ ୨୦୨୦ରେ ହିଁ ସେ କନ୍ୟା ସନ୍ତାନର ମା' ହୋଇଥିଲେ। ଏବେ ବର୍ଷେ ପରେ ଶ୍ରିୟା ଏହାର ଖୁଲାସା କରିଛନ୍ତି।

ଦୀର୍ଘ ଦିନ ହେବ ଶ୍ରିୟା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଲଗାଇଛନ୍ତି ଅଭିନେତ୍ରୀ। ନିଜ ଇନ୍‌ଷ୍ଟାଗ୍ରାମରେ ଏକ ସୁନ୍ଦର ଭିଡିଓ ଶେୟାର କରି ଏହି ରହସ୍ୟ ଉପରୁ ପରଦା ଉଠାଇଛନ୍ତି ଶ୍ରିୟା।

ଶ୍ରିୟା ତାଙ୍କର ଏହି ପୋଷ୍ଟରେ କ୍ୱାରେଣ୍ଟାଇନ ବେଳର ସୁନ୍ଦର ଅନୁଭବ ବଖାଣିଛନ୍ତି। ଏଥସହ ସେ ପୋଷ୍ଟ କରିଥିବା ଭିଡିଓରେ ନିଜ ଝିଅ ସହ ମସ୍ତି କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓକୁ ପୋଷ୍ଟ କରି ଶ୍ରିୟା କ୍ୟାପସନରେ ଲେଖିଛନ୍ତି, 'ହେଲୋ ଫ୍ରେଣ୍ଡସ୍‌, ୨୦୨୦ରେ ଆମର କ୍ୱାରେଣ୍ଟାଇନ ସମୟଟି ବେଶ୍‌ ସୁନ୍ଦର ଏବଂ କ୍ରେଜି ହୋଇଛି। ଯେତେବେଳେ ସମଗ୍ର ବିଶ୍ୱ ଅଶାନ୍ତ ଥିଲା, ସେତେବେଳେ ଆମ ଦୁନିଆ ସବୁଦିନ ପାଇଁ ବଦଳି ଯାଇଥିଲା। ଆମ ଜୀବନ ଦୁଃସାହସିକ କାର୍ଯ୍ୟ, ଉତ୍ସାହ ଏବଂ ଶିକ୍ଷଣରେ ପରିପୂର୍ଣ୍ଣ। ଏହି ସମୟରେ, ଜଣେ ପରୀ ତଥା ଏଞ୍ଜେଲ୍‌ ଉପହାର ସ୍ୱରୂପ ଆମ ପାଖକୁ ଆସିଲେ। ଏଥିପାଇଁ ଆମେ ଭଗବାନଙ୍କୁ ଧନ୍ୟବାଦ ଜଣାଉଛୁ।'

ସୂଚନା ଯୋଗ୍ୟ ଯେ, ଶ୍ରିୟା ୨୦୧୮ରେ ଏଣ୍ଡ୍ରି କୋସଚିଭଙ୍କ ସହ ରାଜସ୍ଥାନରେ ବିବାହ କରିଥିଲେ। ଦୁହିଁଙ୍କ ପ୍ରଥମ ଦେଖା ସାକ୍ଷାତ ମାଲଦୀପରେ ହୋଇଥିଲା। ବିବାହ ପରେ ଶ୍ରିୟା ଗର୍ଭବତୀ ଥିବା ଖବର ଚାରିଆଡେ ଚର୍ଚ୍ଚା ହୋଇଥିଲା। ଶ୍ରିୟା ନିଜ ସ୍ୱାମୀଙ୍କ ସହ ସ୍ପେନର ବର୍ସିଲୋନାରେ ରହୁଥିଲେ, କିନ୍ତୁ ୨୦୨୦ରେ ସେ ଭାରତ ଫେରି ଆସିଥିଲେ। ଏବେ ଉଭୟ ମୁମ୍ବାଇରେ ରହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story