ଧଳା ଜହର ଦେଇ ହେଉଥିଲା ନ୍ୟୁଡ୍ ଭିଡିଓ ସୁଟିଂ, ଖୁଲାସା କଲେ ଅଭିନେତ୍ରୀ

ମୁମ୍ବାଇ: ବ୍ୟବସାୟୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଖୋଲୁଛି ତାଙ୍କ ପୋଲ୍। ଗୋଟିଏ ପରେ ଗୋଟିଏ ପାପାର ପେଢ଼ି ଖୋଲି ଚାଲିଛି। ତାଙ୍କ ଡାର୍ଟି ପିକ୍‌ଚର କାରବାରକୁ ନେଇ ସାମ୍ନାକୁ ଆସୁଛି ପ୍ରତିଦିନ ନୂଆ ନୂଆ ତଥ୍ୟ। ଅନେକ ମଡେଲ ଏବଂ ଅଭିନେତ୍ରୀ ପୁଲିସ ଠାରୁ ଆରମ୍ଭ କରି ସୋଶାଲ ମିଡିଆରେ ରାଜଙ୍କ କଳା କାରବାରର ଗୁମର ଖୋଲିବାରେ ଲାଗିଛନ୍ତି। ନିକଟରେ ଅଭିନେତ୍ରୀ ଶ୍ରୁତି ଗେରା ମଧ୍ୟ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ବ୍ୟବସାୟ ମାମଲାକୁ ନେଇ […]

Raj- shruti

Raj- shruti

Madhupriya Mistry
  • Published: Saturday, 24 July 2021
  • Updated: 24 July 2021, 07:05 PM IST

Sports

Latest News

ମୁମ୍ବାଇ: ବ୍ୟବସାୟୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଖୋଲୁଛି ତାଙ୍କ ପୋଲ୍। ଗୋଟିଏ ପରେ ଗୋଟିଏ ପାପାର ପେଢ଼ି ଖୋଲି ଚାଲିଛି। ତାଙ୍କ ଡାର୍ଟି ପିକ୍‌ଚର କାରବାରକୁ ନେଇ ସାମ୍ନାକୁ ଆସୁଛି ପ୍ରତିଦିନ ନୂଆ ନୂଆ ତଥ୍ୟ। ଅନେକ ମଡେଲ ଏବଂ ଅଭିନେତ୍ରୀ ପୁଲିସ ଠାରୁ ଆରମ୍ଭ କରି ସୋଶାଲ ମିଡିଆରେ ରାଜଙ୍କ କଳା କାରବାରର ଗୁମର ଖୋଲିବାରେ ଲାଗିଛନ୍ତି। ନିକଟରେ ଅଭିନେତ୍ରୀ ଶ୍ରୁତି ଗେରା ମଧ୍ୟ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ବ୍ୟବସାୟ ମାମଲାକୁ ନେଇ ଏକ ଚକିତ କଳା ଭଳି ଖୁଲାସା କରିଛନ୍ତି, ଯାହା ବି-ଟାଉନର ନିଦ ହଜାଇ ଦେଇଛି।

ଶ୍ରୁତି ଗେରା କହିଛନ୍ତି, ଇଣ୍ଡଷ୍ଟ୍ରୀରେ ନୂଆ ଅଭିନେତ୍ରୀଙ୍କୁ ବ୍ରେକ୍ ଦେବା ବାହାନାରେ ସେମାନଙ୍କ ଫାଇଦା ଉଠାଉଥିଲେ ରାଜ। ପ୍ରଥମେ ଡ୍ରଗ୍ସ ଦେଇ ସେମାନଙ୍କ ନ୍ୟୁଡ୍ ଭିଡିଓ ସୁଟ୍ କରୁଥିଲେ ଏବଂ ପରେ ସେମାନଙ୍କୁ ପର୍ଣ୍ଣ ଫିଲ୍ମରେ କାମ କରିବା ପାଇଁ ବାଧ୍ୟ କରୁଥିଲେ ବୋଲି ସେ ଖୁଲାସା କରିଛନ୍ତି।

ଶ୍ରୁତି ‘ହିନ୍ଦୁସ୍ତାନ ଟାଇମ୍ସ'କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ୨୦୧୮ରେ ସେ ରାଜ କୁନ୍ଦ୍ରାଙ୍କ କମ୍ପାନୀ ତରଫରୁ ଏକ ୱେବ୍ ସିରିଜରେ କାମ କରିବା ପାଇଁ ଅଫର ପାଇଥିଲେ। ଏଥିପାଇଁ ତାଙ୍କୁ ଜଣେ କାଷ୍ଟିଂ ନିର୍ଦ୍ଦେଶକଙ୍କ ଆପ୍ରୋଚ କରିଥିଲେ। କିନ୍ତୁ ସେ ଏହି ଅଫରଗୁଡ଼ିକୁ ତୁରନ୍ତ ମନା କରିଥିଲେ। ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଯେ ମୁଁ ନିଜକୁ ରକ୍ଷା କରିନେଇଥିଲି ବୋଲି ସେ କହିଛନ୍ତି।

ଶ୍ରୁତି ଆହୁରି କହିଛନ୍ତି, ଇଣ୍ଡଷ୍ଟ୍ରୀରେ ନ୍ୟୁ କମର୍‌ଙ୍କୁ ଅନେକ ଯାତନା ସହିବାକୁ ପଡୁଛି। ସେମାନଙ୍କୁ ବେଳେ ବେଳେ ହନି ଟ୍ରାପରେ ଫସାଇ ମଧ୍ୟ ଦିଆଯାଉଛି। ଆପତ୍ତିଜନକ ଭିଡିଓ କରି ବ୍ଲାକମେଲ୍ ମଧ୍ୟ କରାଯାଉଥିବା ଶ୍ରୁତି ଅଭିଯୋଗ ଆଣିଛନ୍ତି।

ପୂର୍ବରୁ ମଧ୍ୟ ରାଜ କୁନ୍ଦ୍ରାଙ୍କ କମ୍ପାନୀ ମଡେଲ ଏବଂ ଅଭିନେତ୍ରୀମାନଙ୍କୁ ୱେବ୍ ସୋ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରୁଥିବାବେଳେ ଅଶ୍ଳୀଳତାର ସୀମା ଅତିକ୍ରମ କରିବାକୁ ଚାପ ପ୍ରୟୋଗ କରାଯାଉଥିଲା ବୋଲି ସାମ୍ନାକୁ ଆସିଛି। କେତେକ ଅଭିନେତ୍ରୀ ଅଭିଯୋଗ ମଧ୍ୟ କରିଛନ୍ତି ଯେ ରାଜଙ୍କ ଲୋକମାନେ ତାଙ୍କଠାରୁ 'ନଗ୍ନ ଅଡିସନ୍ କ୍ଲିପ୍‌' ମାଗିଥିଲେ।

ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ଏବେ ରାଜ କୁନ୍ଦ୍ରା ଜେଲ୍‌ରେ ଅଛନ୍ତି। ତାଙ୍କୁ ମୁମ୍ବାଇ କ୍ରାଇମବ୍ରାଂଚ ୧୯ ତାରିଖରେ ଗିରଫ କରିଥିଲା। ଏହାପରେ ତାଙ୍କୁ ୨୭ ଯାଏ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ପୁଲିସ ତନାଘନା ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story