ଫସିଲେ ଉର୍ମିଲା, ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡର ରଙ୍ଗିଲା ଗାର୍ଲ ଉର୍ମିଲା ମାତୋଣ୍ଡକରଙ୍କ ବଢ଼ିଲା ଅଡୁଆ। ଆଇନ୍‌ ଜାଲରେ ଫସିଲେ ଅଭିନେତ୍ରୀ। ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ସେ କୋଭିଡ-୧୯ ନିୟମ ଉଲ୍ଲଙ୍ଘନ କରିଛନ୍ତି। ଏହି ଅଭିଯୋଗ ଆସିବା ପରେ ତାଙ୍କ ବରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ଝାଡଖଣ୍ଡ ଗସ୍ତରେ ଯାଇଥିଲେ ଉର୍ମିଲା। ପାଲାମୁ ଅଞ୍ଚଳରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଏହି ସମୟରେ ସେ କରୋନା ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।  ଡେପୁଟି କମିଶନର […]

Urmila

Urmila

Madhupriya Mistry
  • Published: Saturday, 14 August 2021
  • Updated: 14 August 2021, 12:55 PM IST

Sports

Latest News

ମୁମ୍ବାଇ: ବଲିଉଡର ରଙ୍ଗିଲା ଗାର୍ଲ ଉର୍ମିଲା ମାତୋଣ୍ଡକରଙ୍କ ବଢ଼ିଲା ଅଡୁଆ। ଆଇନ୍‌ ଜାଲରେ ଫସିଲେ ଅଭିନେତ୍ରୀ। ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ସେ କୋଭିଡ-୧୯ ନିୟମ ଉଲ୍ଲଙ୍ଘନ କରିଛନ୍ତି। ଏହି ଅଭିଯୋଗ ଆସିବା ପରେ ତାଙ୍କ ବରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଶୁକ୍ରବାର ଝାଡଖଣ୍ଡ ଗସ୍ତରେ ଯାଇଥିଲେ ଉର୍ମିଲା। ପାଲାମୁ ଅଞ୍ଚଳରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଏହି ସମୟରେ ସେ କରୋନା ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।  ଡେପୁଟି କମିଶନର ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଡେପୁଟି କମିଶନର ଶଶିରଂଜନ ଗଣମାଧ୍ୟମକୁ କହିଛନ୍ତି, ଉର୍ମିଲା ପାଲାମୁରେ ତାଙ୍କର ଏକ କାର୍ଯ୍ୟକ୍ରମରେ କୋଭିଡ-୧୯ ର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି। ଜିଲ୍ଲା ପ୍ରଶାସନ ନିକଟରେ ଏଭଳି ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନକୁ ଲୋକମାନେ ଦେଇଥିବା ଅଭିଯୋଗ ଆଧାରରେ ଏହି ତଦନ୍ତ ହେବ। ଏହି ତଦନ୍ତ ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ଅଭିଯୋଗ ହୋଇଛି ଯେ, ଉର୍ମିଲା ମାତୋଣ୍ଡକର ଯେଉଁ ହୋଟେଲରେ ପହଞ୍ଚିଥିଲେ, ସେଠାରେ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ଅନୁଯାୟୀ ନିର୍ଦ୍ଦିଷ୍ଟ ଲୋକଙ୍କ ସଂଖ୍ୟାଠାରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ।

ସୂଚନା ମୁତାବକ, ଶୁକ୍ରବାର ଉର୍ମିଲା ଏକ ହୋଟେଲ ଉଦ୍‌ଘାଟ କରିବା ପାଇଁ ଝାଡଖଣ୍ଡରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ତାଙ୍କର ଦୁଇ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିଲା।  କିନ୍ତୁ ଅଭିନେତ୍ରୀ ଏକ ଘଣ୍ଟା ମଧ୍ୟରେ ଉଦ୍‌ଘାଟନ ସହ ଜଡିତ ସମସ୍ତ କାର୍ଯ୍ୟକ୍ରମ ଶେଷ କରିବା ପରେ ରାଞ୍ଚି ଅଭିମୁଖେ ଯାତ୍ରା କରିଥିଲେ। ପରେ ସେଠାରୁ ସେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story