ଖୁବଶୀଘ୍ର କ୍ୟାଟ୍ରିନା ଓ ଭିକିଙ୍କ ହେବ ନିର୍ବନ୍ଧ!

ମୁମ୍ବାଇ: ଖୁବଶୀଘ୍ର ଉରି ଫେମ୍‌ ଅଭିନେତା ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ହେବ ନିର୍ବନ୍ଧ। ଏବେ ଆଉ ଲୁଚାଛପାରେ ନୁହେଁ ଖୁଲମଖୁଲା ନିଜ ସମ୍ପର୍କ ଉପରେ ମୋହର ମାରିବେ ଏହି ଲଭ୍‌ ବାର୍ଡ। ଏକଥା ଆମେ କହୁନୁ, ନିକଟରେ ଏହାର ଖୁଲାସା କରିଛନ୍ତି ଖୋଦ୍‌ ଅଭିନେତା ଭିକି କୌଶଲ। ଏବେ ଭିକି ତାଙ୍କ ଅପ୍‌କମିଂ ଫିଲ୍ମ ‘ସରଦାର ଉଦ୍ଧମ ସିଂ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଥିରେ ତାଙ୍କ ଅଭିନୟକୁ ପ୍ରଶଂସା କରାଯାଉଛି। କିନ୍ତୁ ଅନ୍ୟପଟେ କ୍ୟାଟ୍ରିନାଙ୍କ […]

Vicky and katrina

Vicky and katrina

Madhupriya Mistry
  • Published: Monday, 18 October 2021
  • Updated: 18 October 2021, 12:38 PM IST

Sports

Latest News

ମୁମ୍ବାଇ: ଖୁବଶୀଘ୍ର ଉରି ଫେମ୍‌ ଅଭିନେତା ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ହେବ ନିର୍ବନ୍ଧ। ଏବେ ଆଉ ଲୁଚାଛପାରେ ନୁହେଁ ଖୁଲମଖୁଲା ନିଜ ସମ୍ପର୍କ ଉପରେ ମୋହର ମାରିବେ ଏହି ଲଭ୍‌ ବାର୍ଡ। ଏକଥା ଆମେ କହୁନୁ, ନିକଟରେ ଏହାର ଖୁଲାସା କରିଛନ୍ତି ଖୋଦ୍‌ ଅଭିନେତା ଭିକି କୌଶଲ।

ଏବେ ଭିକି ତାଙ୍କ ଅପ୍‌କମିଂ ଫିଲ୍ମ 'ସରଦାର ଉଦ୍ଧମ ସିଂ'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଥିରେ ତାଙ୍କ ଅଭିନୟକୁ ପ୍ରଶଂସା କରାଯାଉଛି। କିନ୍ତୁ ଅନ୍ୟପଟେ କ୍ୟାଟ୍ରିନାଙ୍କ ସହ ଡେଟିଂ ଖବରକୁ ନେଇ ମଧ୍ୟ ଭିକି ଲାଇମଲାଇଟରେ ଅଛନ୍ତି। ଦୁହେଁ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏପରିକି ଲୁଚାଚପା ଦେଖାସାକ୍ଷାତ ମଧ୍ୟ ହେଉଛି। କିନ୍ତୁ କ୍ୟାମେରା ସାମ୍ନାରେ ଦୁହେଁ ନିଜ ସମ୍ପର୍କ ବିଷୟରେ ଚୁପ ରହୁଛନ୍ତି।

ନିକଟରେ ଭିକି ଏବଂ କ୍ୟାଟ୍ରିନାଙ୍କ ନିର୍ବନ୍ଧ ସରିଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ପରେ ଏହି ଖବରକୁ ଦୁହେଁ ଅସ୍ୱୀକାର କରିଥିଲେ। ଏବେ ଏକ ସାକ୍ଷାତକାରେ ଭିକି ଏହି ଗୁଜବକୁ ନେଇ କହିଛନ୍ତି ଯେ ହଁ ଆଜି ନୁହେଁ ତ କାଲି ମୁଁ ବି ବିବାହ ବନ୍ଧନରେ ଆବଦ୍ଧ ହେବି। ମୁଁ ମଧ୍ୟ ଖୁବ୍‌ ଶୀଘ୍ର ନିର୍ବନ୍ଧ କରିବି…। ଯେତେବେଳେ ସମୟ ଆସିବ.. ଏବିଷୟରେ କହିବି। ତେବେ ଭିକି କାହା ସହ ନିର୍ବନ୍ଧ କରିବେ ସେ ନେଇ କିଛି କହିନାହାନ୍ତି। ସେ ନିଶ୍ଚିତ ରୂପେ କ୍ୟାଟ୍ରିନାଙ୍କ ଆଡକୁ ଇସାରା କରିଥିବା ନେଇ ଏବେ ବିଭିନ୍ନ ଗଣମାଧ୍ୟରେ ଚର୍ଚ୍ଚା ଜୋର ଧରିଛି।

ଭିକି ଓ କ୍ୟାଟ୍ରିନାଙ୍କ ମଧ୍ୟରେ ଥିବା ସମ୍ପର୍କ ଖବର ପ୍ରଥମ ଥର ପାଇଁ ଆମ୍ବାନୀଙ୍କ ହୋଲି ଉତ୍ସବରେ ସାମ୍ନାକୁ ଆସିଥିଲା । ଏହାପରେ, ବେଳେବେଳେ ଭିକି କ୍ୟାଟ୍ରିନାଙ୍କ ଘରକୁ ଯାଉଥିବାର ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ଅଗଷ୍ଟ ମାସରେ ଭିକି ଏବଂ କ୍ୟାଟ୍ରିନାଙ୍କ ନିର୍ବନ୍ଧ ସରିଥିବା ନେଇ ଖବର ଆସିଥିଲା। କିନ୍ତୁ ପରେ କ୍ୟାଟ୍ରିନାଙ୍କ ପ୍ରବକ୍ତା ଏହି ଖବରକୁ ଖଣ୍ଡନ କରିବା ସହ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଲଗାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story