ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ବିବାହ କରିବେ ବିଦ୍ୟୁତ୍‌!

ମୁମ୍ବାଇ: ବଲିଉଡର କମାଣ୍ଡୋ ବୟ ବିଦ୍ୟୁତ ଜାମୱାଲଙ୍କ ସରିଲା ନିର୍ବନ୍ଧ। ଖୁବଶୀଘ୍ର କରିପାରନ୍ତି ବିବାହ। ନିକଟରେ ଫ୍ୟାଶନ ଡିଜାଇନର୍‌ ନନ୍ଦିତା ମହତାନୀଙ୍କ ସହ ତାଙ୍କ ନିର୍ବନ୍ଧ ସରିଛି। ଏ କଥା ଆମେ କହୁନୁ ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଖୋଦ୍‌ ଏହି ଖବର ଉପରେ ମୋହର ମାରିଛନ୍ତି। ବିଦ୍ୟୁତ ଜାମୱାଲ ଓ ନନ୍ଦିତାଙ୍କ ଫଟୋ ସାମ୍ନାକୁ ଆସିଛି। ଦୁହେଁ ଆଗ୍ରା ତାଜମହଲ ଆଗରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ନେହା ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। […]

vidyut-nandita

vidyut-nandita

Madhupriya Mistry
  • Published: Sunday, 05 September 2021
  • Updated: 05 September 2021, 03:42 PM IST

Sports

Latest News

ମୁମ୍ବାଇ: ବଲିଉଡର କମାଣ୍ଡୋ ବୟ ବିଦ୍ୟୁତ ଜାମୱାଲଙ୍କ ସରିଲା ନିର୍ବନ୍ଧ। ଖୁବଶୀଘ୍ର କରିପାରନ୍ତି ବିବାହ। ନିକଟରେ ଫ୍ୟାଶନ ଡିଜାଇନର୍‌ ନନ୍ଦିତା ମହତାନୀଙ୍କ ସହ ତାଙ୍କ ନିର୍ବନ୍ଧ ସରିଛି। ଏ କଥା ଆମେ କହୁନୁ ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଖୋଦ୍‌ ଏହି ଖବର ଉପରେ ମୋହର ମାରିଛନ୍ତି।

ବିଦ୍ୟୁତ ଜାମୱାଲ ଓ ନନ୍ଦିତାଙ୍କ ଫଟୋ ସାମ୍ନାକୁ ଆସିଛି। ଦୁହେଁ ଆଗ୍ରା ତାଜମହଲ ଆଗରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ନେହା ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଫଟୋଟି ସାମ୍ନାକୁ ଆସିବା ପରେ ବିଦ୍ୟୁତ ଓ ନନ୍ଦିତାଙ୍କ କୁଆଡେ ନିର୍ବନ୍ଧ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ସେପଟେ ଏହି ଚର୍ଚ୍ଚା ଉପରେ ଟିଓଆଇ ମୋହର ମାରିଛି। ରିପୋର୍ଟ ଅନୁସାରେ, ବିଦ୍ୟୁତ ଜାମୱାଲ ତାଙ୍କ ଲେଡି ଲଭ ନନ୍ଦିତାଙ୍କ ସହ ତିନି ଦିନ ପୂର୍ବେ ନିର୍ବନ୍ଧ କରିଛନ୍ତି। ବିଦ୍ୟୁତ ଓ ନନ୍ଦିତାଙ୍କ ଯେଉଁ ଫଟୋ ସାମ୍ନାକୁ ଆସିଛି, ସେଥିରେ ନନ୍ଦିତାଙ୍କ ହାତରେ ଏଙ୍ଗେଜମେଣ୍ଟ ରିଙ୍ଗ ଥିବା ମଧ୍ୟ ଦେଖିବାକୁ ମିଳିଛି।

ବିଦ୍ୟୁତଙ୍କ ପୂର୍ବରୁ ନନ୍ଦିତା ଅଭିନେତା ଡିନୋ ମୋରିଓଙ୍କୁ ଡେଟ୍‌ କରୁଥିଲେ। ବହୁ ଦିନ ଧରି ଦୁହେଁ ରିଲେସନରେ ମଧ୍ୟ ଥିଲେ। କିନ୍ତୁ କିଛି ବର୍ଷ ପୂର୍ବେ ଦୁହିଁଙ୍କ ବ୍ରେକଅପ୍ ହୋଇଥିଲା।

ସୂଚନା ମୁତାବକ ବିଦ୍ୟୁତ ଜାବୱାଲ ଜାନୁଆରୀ ମାସରେ ନନ୍ଦିତାଙ୍କ ସହ ଫଟୋ ସେଆର କରି ତାଙ୍କୁ ଡେଟ୍‌ କରୁଥିବା ନେଇ ସୂଚନା ଦେଇଥିଲେ। ଏବେ ନିର୍ବନ୍ଧ ସରିଛି, ତେବେ ସେ କେବେ ବିବାହ କରିବେ ସେନେଇ କୌଣସି ସୂଚନା ମିଳିନାହିଁ। ତେବେ ଉଭୟ ଚଳିତ ବର୍ଷ ହିଁ ବିବାହ କରିବେ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ନନ୍ଦିତାଙ୍କ ପୂର୍ବରୁ ବିଦ୍ୟୁତ୍‌ ଟିଭି ଅଭିନେତ୍ରୀ ମୋନା ସିଂହଙ୍କ ସହ ରିଲେସନସିପ୍‌ରେ ଥିଲେ। ଦୁହେଁ ଦୁଇ ବର୍ଷ ଯାଏଁ ରିଲେସନ୍‌ସିପ୍‌ରେ ଥିଲେ, କିନ୍ତୁ ପରେ ଉଭୟ ଭିନ୍ନ ହୋଇଯାଇଥିଲେ। କୁହଯାଉଛି ଯେ, ଏକ ଏମ୍‌ଏମ୍‌ଏସ୍‌ ଲିକ୍‌ ହେବା ପରେ ମୋନା ଏବଂ ବିଦ୍ୟୁତଙ୍କ ବ୍ରେକଅପ୍‌ ହୋଇଥିଲା।

View this post on Instagram

A post shared by Singu_is_life (@its_kanchu)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story