ମାଷ୍ଟର ବିଜୟଙ୍କୁ ଲଗ୍‌ଜୁରୀ କାର୍ ଅଡୁଆ

ଚେନ୍ନାଇ: ଅଡୁଆରେ ମାଷ୍ଟର। ବଢ଼ିଲା ସାଉଥ ସୁପରଷ୍ଟାର ଥଲପତି ବିଜୟଙ୍କ ବିବାଦ। ଲଗ୍‌ଜୁରୀ କାର୍‌କୁ ନେଇ ସେ ଫସିଛନ୍ତି। ଦାମୀ କାର୍ କିଣିବା ତାଙ୍କ ପାଇଁ ମହଙ୍ଗା ପଡିଛି । ଟ୍ୟାକ୍ସ ଚୋରୀ ଅଭିଯୋଗରେ ସେ ଫସିଛନ୍ତି। ବିଜୟଙ୍କ ଏହି ବିବାଦ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୯ ବର୍ଷ ହେଲା ଚାଲିଛି। ୨୦୧୩ରେ ଲଣ୍ଡନରୁ ରୋଲ୍ସ ରୋଏସ୍ ଘୋଷ୍ଟ କାର୍ ମଗାଇଥିଲେ ବିଜୟ। ତେବେ ଏହି କାର୍ କିଣିବା ବେଳେ ସେ କୁଆଡେ […]

vijya

vijya

Madhupriya Mistry
  • Published: Monday, 19 July 2021
  • Updated: 19 July 2021, 04:09 PM IST

Sports

Latest News

ଚେନ୍ନାଇ: ଅଡୁଆରେ ମାଷ୍ଟର। ବଢ଼ିଲା ସାଉଥ ସୁପରଷ୍ଟାର ଥଲପତି ବିଜୟଙ୍କ ବିବାଦ। ଲଗ୍‌ଜୁରୀ କାର୍‌କୁ ନେଇ ସେ ଫସିଛନ୍ତି। ଦାମୀ କାର୍ କିଣିବା ତାଙ୍କ ପାଇଁ ମହଙ୍ଗା ପଡିଛି । ଟ୍ୟାକ୍ସ ଚୋରୀ ଅଭିଯୋଗରେ ସେ ଫସିଛନ୍ତି। ବିଜୟଙ୍କ ଏହି ବିବାଦ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୯ ବର୍ଷ ହେଲା ଚାଲିଛି।

୨୦୧୩ରେ ଲଣ୍ଡନରୁ ରୋଲ୍ସ ରୋଏସ୍ ଘୋଷ୍ଟ କାର୍ ମଗାଇଥିଲେ ବିଜୟ। ତେବେ ଏହି କାର୍ କିଣିବା ବେଳେ ସେ କୁଆଡେ ଟ୍ୟାକ୍ସ ଚୋରି କରିଥିଲେ। ଟ୍ୟାକ୍ସ ଚୋରି କରିବା ଅଭିଯୋଗରେ ମାଡ୍ରାସ ହାଇକୋର୍ଟ ତାଙ୍କୁ ନୋଟିସ କରିଥିଲେ।

ମାଡ୍ରାସ ହାଇକୋର୍ଟ ଏହି ମାମଲାରେ ବିଜୟଙ୍କୁ ଏକ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନୋଟିସ୍ କରିଥିଲା। ସେହି ସମୟରେ ବିଜୟ ଏଣ୍ଟ୍ରି ଟ୍ୟାକ୍ସ ଉପରେ ରିହାତି ଦେବା ପାଇଁ କୋର୍ଟରେ ଅପିଲ କରିଥିଲେ। ଏବେ ୯ ବର୍ଷ ପରେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

ଏହି ରାୟର ଶୁଣାଣି ବେଳେ ଜଷ୍ଟିସ ଏସଏମ ସୁବ୍ରମଣ୍ୟମ ଯୁକ୍ତି କରିଛନ୍ତି ଯେ ବିଜୟଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ପ୍ରଶଂସକମାନେ ତାଙ୍କୁ ସେମାନଙ୍କର ପ୍ରକୃତ ହିରୋ ବୋଲି ମାନନ୍ତି। ସେମାନେ କେବଳ ପରଦାରେ ହିରୋ ଭଳି କାର‌୍ୟ୍ୟ କରିବେ ବୋଲି ଆଶା କରାଯାଇପାରିବ ନାହିଁ, ଅସଲ ଜୀବନରେ ମଧ୍ୟ ସେମାନଙ୍କୁ ହିରୋ ହେବାକୁ ପଡିବ। ଟିକସ ଫାଙ୍କିବା ଜାତୀୟ ବିରୋଧୀ ଚିନ୍ତା ସହ ସମାନ ବୋଲି କୋର୍ଟ କହିଛନ୍ତି।

ସେପଟେ ବିଚାରପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଜୟ ପୁନର୍ବାର ଆବେଦନ କରିଛନ୍ତି। ବିଜୟଙ୍କ ଓକିଲ କହିଛନ୍ତି ଯେ ସେମାନେ ଏହି ନିଷ୍ପତ୍ତି ବିରୋଧରେ ବିଚାରପତିଙ୍କ ବିବୃତ୍ତିକୁ ହାଇଲାଇଟ୍ କରି ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ବର୍ତ୍ତମାନ ବିଜୟଙ୍କ ଆବେଦନକୁ ଟ୍ୟାକ୍ସ ବେଞ୍ଚକୁ ପଠାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story