ଗୁରୁତର ରୋଗ ସହ ସଙ୍ଘର୍ଷ କରୁଛନ୍ତି ୟାମି!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମି ଗୌତମ। ସେ ବେଶ୍‌ ଗ୍ଲାମରସ। ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେତିକି ଚମତ୍କାର। ହେଲେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ସୁନ୍ଦର ତ୍ୱଚା ପଛରେ ରହିଛି ସାଙ୍ଘାତିକ ସତ।  ୟାମି ଦୀର୍ଘ ଦିନ ହେବ ଏକ ଗୁରୁତର ରୋଗ ସହ ସଂଘର୍ଷ କରିଛନ୍ତି। ସୋଶାଲ ମିଡିଆରେ ନିଜେ ୟାମି ତାଙ୍କର ଏହି ଦୁଃଖ ବଖାଣିଛନ୍ତି। ବଲିଉଡ ଦୁନିଆରେ ଗ୍ଲାମରର ଏକ ବଡ଼ ଭୂମିକା ରହିଛି। ଫିଲ୍ମ ସମେତ ଶୋ’ବିଜ୍‌ […]

Yami goutam

Yami goutam

Madhupriya Mistry
  • Published: Tuesday, 05 October 2021
  • Updated: 05 October 2021, 03:51 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମି ଗୌତମ। ସେ ବେଶ୍‌ ଗ୍ଲାମରସ। ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେତିକି ଚମତ୍କାର। ହେଲେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ସୁନ୍ଦର ତ୍ୱଚା ପଛରେ ରହିଛି ସାଙ୍ଘାତିକ ସତ।  ୟାମି ଦୀର୍ଘ ଦିନ ହେବ ଏକ ଗୁରୁତର ରୋଗ ସହ ସଂଘର୍ଷ କରିଛନ୍ତି। ସୋଶାଲ ମିଡିଆରେ ନିଜେ ୟାମି ତାଙ୍କର ଏହି ଦୁଃଖ ବଖାଣିଛନ୍ତି।

ବଲିଉଡ ଦୁନିଆରେ ଗ୍ଲାମରର ଏକ ବଡ଼ ଭୂମିକା ରହିଛି। ଫିଲ୍ମ ସମେତ ଶୋ'ବିଜ୍‌ ଜଗତରେ  ମଧ୍ୟ ପରଫେକ୍ଟ ଦେଖାଯିବା ସବୁ କଳାକାରଙ୍କ ପାଇଁ ଜରୁରୀ। ଅଭିନେତାଙ୍କ ଅପେକ୍ଷା ଅଭିନେତ୍ରୀମାନଙ୍କ ପାଇଁ ଏହା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏଭଳି ସ୍ଥିତିରେ ନିକଟରେ ୟାମି ଗୌତମ ନିଜ ରୋଗ ବିଷୟରେ ଖୁଲାସା କରିଛନ୍ତି। ସେ ତାଙ୍କ ପୁରୁଣା ଚର୍ମ ସମସ୍ୟାର ଯନ୍ତ୍ରଣାକୁ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି।

ଅଭିନେତ୍ରୀ ୟାମି ଗୌତମ ଖୋଲାଖୋଲି ଭାବରେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି। ୟାମି ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ଶେୟାର କରି କହିଛନ୍ତି, ସେ ଏକ ଗୁରୁତର ଚର୍ମ ରୋଗରେ ପୀଡିତ।  ଦୀର୍ଘ ବର୍ଷ ଧରି ସେ ଏହି ରୋଗ ସହ ସଂଗ୍ରାମ କରିଆସୁଛନ୍ତି।

ଫଟୋ ଶେୟାର କରି ୟାମି ଲେଖିଛନ୍ତି, ହୋଲେ ଇନ୍‌ଷ୍ଟା ଫ୍ୟାମିଲି, ନିକଟରେ ମୁଁ ଏକ ଫଟୋସୁଟ୍‌ କରିଥିଲି। ଯେତେବେଳେ ଏହି ଫଟୋ ସବୁ ଏଡିଟ୍‌ ହେବା ଲାଗି ପୋଷ୍ଟ ପ୍ରଡକ୍ସନକୁ ଯାଇଥିଲା ସେତେବେଳେ ମୁଁ ନିଷ୍ପତ୍ତି ନେଇଥିଲି ଯେ ମୁଁ ଏହି ରୋଗକୁ ଆଉ ଲୁଚାଇବେ ନାହିଁ। ନିଜେ ଏହାକୁ ଗ୍ରହଣ କରିବି। ସେ ଲେଖିଛନ୍ତି ଏହା ଏକ ସ୍କିନ୍ କଣ୍ଡିସନ୍ ଯାହା ଆପଣଙ୍କ ତ୍ୱଚାରେ ଛୋଟ ଛୋଟ ଦାନା ଭଳି ପିମ୍ପଲ୍ ସୃଷ୍ଟି କରିଥାଏ। ମୋର କିଶୋର ଅବସ୍ଥାରୁ ହିଁ ଏହା ମୋ ଚର୍ମରେ ହୋଇଛି। ​​ଏହି ଚର୍ମ ରୋଗର କୌଣସି ଉପଶମ ନାହିଁ। ଏହି ରୋଗକୁ ମୁଁ ଏବେ ସମସ୍ତ ସାମ୍ନାରେ ଗ୍ରହଣ କରିସାରିଛି।' ବୋଲି ୟାମି କହିଛନ୍ତି।

ସେ ଆହୁରି ଲେଖିଛନ୍ତି, 'ମୁଁ ଏହାକୁ ବହୁ ବର୍ଷ ଧରି ସହ୍ୟ କରିଆସୁଛି ଏବଂ ଶେଷରେ ଆଜି ମୁଁ ମୋର ଭୟ ଏବଂ ଅସୁରକ୍ଷିତତାକୁ ଛାଡି ମୋର ତ୍ରୁଟିକୁ ହୃଦୟରୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ଆପଣଙ୍କ ସହିତ ମୋର ସତ୍ୟ କହିବାକୁ ସାହସ କରିଛି।'

ୟାମିଙ୍କ ଏହି ପୋଷ୍ଟକୁ ଅନେକ ଲୋକେ ପସନ୍ଦ କରିଛନ୍ତି। ସେ ତାଙ୍କର ରୋଗ ବିଷୟରେ ଯେଉଁ ସୂଚନା ଦେଇଛନ୍ତି ତାକ ନେଇ ଲୋକେ ବେଶ୍‌ ସକରାତ୍ମକ ମନୋଭାବ ଦେଖାଇଛନ୍ତି। ଯେଉଁମାନେ ନିଜ ରୋଗ ବିଷୟରେ ଖୋଲାଖୋଲି କଥା ହେବା ପାଇଁ ଭୟ କରୁଛନ୍ତି, ତାଙ୍କୁ ୟାମିଙ୍କ ଏହି ପୋଷ୍ଟ ପ୍ରେରଣା ଦେଇଛି।

ସୂଚନା ମୁତାବକ, ନିକଟରେ ୟାମି ଗୌତମଙ୍କ ଫିଲ୍ମ 'ଭୂତ ପୁଲିସ' ରିଲିଜ ହୋଇଥିଲେ। ଏଥିରେ ସେ ଅର୍ଜୁନ କପୁର, ସୈଫ ଅଲ୍ଲି ଖାନ୍‌ ଓ ଜ୍ୟାକ୍‌ଲିନ ପର୍ଣ୍ଣାଡିସଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହାବ୍ୟତୀତ ଆକୁ ତାଙ୍କର ଫିଲ୍ମ 'ଲଷ୍ଟ' ଆସିବାକୁ ଅଛି। ଏହି ଫିଲ୍ମର ଶୁଟିଂ ମଧ୍ୟ ସରିଯାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story