ଆକ୍ସନ ହିରୋ ଆୟୁଷ୍ମାନ

ମୁମ୍ବାଇ: ଆୟୁଷ୍ମାନ ଖୁରାନା। ନିଜର ଦମାଦର ଅଭିନୟ ବଳରେ ବି-ଟାଉନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହି ଅଭିନେତା। ସେ ପ୍ରତିଥର ପ୍ରଶଂସକଙ୍କ ପାଇଁ କିଛି ନିଆରା ଫିଲ୍ମ ନେଇ ଆସନ୍ତି। ନିଜ ରୋମାଣ୍ଟିକ ଅନ୍ଦାଜରେ ଫ୍ୟାନ୍ସଙ୍କ ହୃଦୟ ଜିତି ନେଇଥିବା ଆୟୁଷ୍କାନ ଏବେ  କିନ୍ତୁ କରିବେ ଆକ୍ସନ। ଲଭର ବୟରୁ ଆକ୍ସନ ହିରୋ ସାଜିବେ ଆୟୁଷ୍ମାନ । ଏଥର ଆଉ ହିରୋଇନ୍‌ଙ୍କ ସହ ଲଭ୍‌ ନୁହେଁ ଭିଲେନ୍‌ ସହ କରିବେ ଫାଇଟ୍‌। କିକ୍‌ ଆଉ […]

Ayushman Khurana

Ayushman Khurana

Madhupriya Mistry
  • Published: Saturday, 09 October 2021
  • Updated: 09 October 2021, 03:37 PM IST

Sports

Latest News

ମୁମ୍ବାଇ: ଆୟୁଷ୍ମାନ ଖୁରାନା। ନିଜର ଦମାଦର ଅଭିନୟ ବଳରେ ବି-ଟାଉନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହି ଅଭିନେତା। ସେ ପ୍ରତିଥର ପ୍ରଶଂସକଙ୍କ ପାଇଁ କିଛି ନିଆରା ଫିଲ୍ମ ନେଇ ଆସନ୍ତି। ନିଜ ରୋମାଣ୍ଟିକ ଅନ୍ଦାଜରେ ଫ୍ୟାନ୍ସଙ୍କ ହୃଦୟ ଜିତି ନେଇଥିବା ଆୟୁଷ୍କାନ ଏବେ  କିନ୍ତୁ କରିବେ ଆକ୍ସନ।

ଲଭର ବୟରୁ ଆକ୍ସନ ହିରୋ ସାଜିବେ ଆୟୁଷ୍ମାନ । ଏଥର ଆଉ ହିରୋଇନ୍‌ଙ୍କ ସହ ଲଭ୍‌ ନୁହେଁ ଭିଲେନ୍‌ ସହ କରିବେ ଫାଇଟ୍‌। କିକ୍‌ ଆଉ ପଞ୍ଚ ମାରି ନିଜ ଆକ୍ସନ ଷ୍ଟଣ୍ଟ ଦେଖାଇବେ ଆୟୁଷ୍ମାନ।

ଆୟୁଷ୍ମାନ ତାଙ୍କ ଅପ୍‌କମିଂ ଫିଲ୍ମ 'ଆକ୍ସନ ହିରୋ'ର ଘୋଷଣା କରିଛନ୍ତି। ଏଥିସହ ସହ ସୋଶାଲ ମିଡିଆରେ ଏହି ଫିଲ୍ମର ଏକ ଟିଜର ମଧ୍ୟ ସେ ଶେୟାର କରିଛନ୍ତି। ଏହାକୁ ଶେୟାର କରି ଆୟୁଷ୍ମାନ ଲେଖିଛି, 'ଦୁଃଖର କଥା ଯେ, ମୋତେ ଲଢ଼ିବାର ଆକ୍ଟିଂ କରି ଆସେ, କିନ୍ତୁ ଲଢ଼ିବା ଆସେନି। ଏଥିପାଇଁ ମୁଁ ବେଶ୍‌ ଉତ୍ସାହିତ ଅଛି।'

ଆନନ୍ଦ ଏଲ୍‌ ରୟ ଏବଂ ଭୂଷଣ କୁମାରଙ୍କ ପ୍ରଡକ୍ସନରେ ଏହି ଫିଲ୍ମଟି ତିଆରି ହେବ। ଏଥିରେ ଆୟୁଷ୍ମାନ ଲିଡ୍‌ ରୋଲରେ ନଜର ଆସିବେ। ତେବେ ତାଙ୍କ ଅପୋଜିଟରେ କେଉଁ ଅଭିନେତ୍ରୀ ରହିବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ନିର୍ମାତା ଭୂଷଣ କୁମାର କହିଛନ୍ତି, 'ଆୟୁଷ୍ମାନ ଏହି ଫିଲ୍ମର ଆକ୍ସନ ହିରୋ ଚରିତ୍ର ପାଇଁ ପୂରାପୁରି ଫିଟ୍‌ ଅଛନ୍ତି। ଏହା ଟି-ସିରିଜ ସହ ଆୟୁଷ୍ମନଙ୍କ ଏହା ଚତୁର୍ଥ ଫିଲ୍ମ।'

ଏହି ଫିଲ୍ମର ଶୁଟିଂ ଭାରତ ଏବଂ ୟୁକେରେ କରାଯିବ। ଅନିରୁଦ୍ଧ ଆୟର ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ଟି-ସିରିଜ ଏବଂ କଲର ୟେଲୋ ପ୍ରଡକ୍ସନର ବ୍ୟାନର ଏହି ଫିଲ୍ମ। ଏହାକୁ ଆନନ୍ଦ ଏଲ୍‌ ରୟ, ଭୂଷଣ କୁମାର ଏବଂ କୃଷ୍ଣ କୁମାର ପ୍ରଡ୍ୟୁସ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story