ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସ୍‌ ହିଟ୍‌ କଲା ‘ଦଙ୍ଗଲ’

ମୁମ୍ବାଇ: ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସରେ ଧମାଲ କରିଛି ଆମୀରଙ୍କ ‘ଦଙ୍ଗଲ’। ପ୍ରଥମ ଦିନରେ ହିଁ ଫିଲ୍ମ ୨୯.୭୮ କୋଟି ଟଙ୍କା ଆୟ କରିଛି।  ଏହି ଖବର ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍‌ କରି ଜଣାଇଛନ୍ତି। ଫିଲ୍ମଟି ରିଲିଜର ପ୍ରଥମ ୱିକେଣ୍ଡରେ ୧୦୦କୋଟି ରୁ ଅଧିକ ଆୟ କରିବ ବୋଲି ଆଶା କରାଯାଉଛି। ଫିଲ୍ମଟିକୁ ଦର୍ଶକ ଖୁବ୍‌ ପ୍ରଶଂସା କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଏହା ଆମୀରଙ୍କ ସୁବୁଠୁ ବଡ଼ ହିଟ୍‌ ଫିଲ୍ମ ବୋଲି […]

dangal

Rakesh Mallick
  • Published: Saturday, 24 December 2016
  • , Updated: 24 December 2016, 04:15 PM IST

ମୁମ୍ବାଇ: ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସରେ ଧମାଲ କରିଛି ଆମୀରଙ୍କ ‘ଦଙ୍ଗଲ’। ପ୍ରଥମ ଦିନରେ ହିଁ ଫିଲ୍ମ ୨୯.୭୮ କୋଟି ଟଙ୍କା ଆୟ କରିଛି।  ଏହି ଖବର ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍‌ କରି ଜଣାଇଛନ୍ତି।

ଫିଲ୍ମଟି ରିଲିଜର ପ୍ରଥମ ୱିକେଣ୍ଡରେ ୧୦୦କୋଟି ରୁ ଅଧିକ ଆୟ କରିବ ବୋଲି ଆଶା କରାଯାଉଛି। ଫିଲ୍ମଟିକୁ ଦର୍ଶକ ଖୁବ୍‌ ପ୍ରଶଂସା କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଏହା ଆମୀରଙ୍କ ସୁବୁଠୁ ବଡ଼ ହିଟ୍‌ ଫିଲ୍ମ ବୋଲି ଆଶା କରାଯାଉଛି।

Related story