ଅଗଷ୍ଟ ୫ ତାରିଖରେ ରିଲିଜ୍ ହେବ ‘ବୁଦ୍ଧିଆ ସିଂ- ବର୍ଣ୍ଣ ଟୁ ରନ୍’

ମୁମ୍ବାଇ: ଅଗଷ୍ଟ ୫ ତାରିଖରେ ରିଲିଜ୍ ହେବ ‘ବୁଦ୍ଧିଆ ସିଂ- ବର୍ଣ୍ଣ ଟୁ ରନ୍’। ସୌମେନ୍ଦ୍ର ପାଢ଼ୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବିସ୍ମୟ ବାଳକ ବୁଦ୍ଧିଆ ସିଂଙ୍କ ଜୀବନ ଉପରେ ଆଧାରିତ ଯିଏ ଦିନେ ୫ ବର୍ଷ ବୟସରେ ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦୌଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ଭାୟାକମ୍ ଏଇଟିନ୍ ମୋସୋନ୍ ପିକ୍ଚର୍ସ ଆଣ୍ଡ୍ କୋଡ୍ ରେଡ୍ ଫିଲ୍ମ ପ୍ରଡକ୍ସନ୍ସ ପ୍ରଯୋଜିତ ଏହି ଫିଲ୍ମରେ ମନୋଜ ବାଜପେୟୀ, ତିଳୋତମା ସୋମ ଓ ମାଷ୍ଟର ମୟୂର […]

Budhia-Singh

Budhia-Singh

Rakesh Mallick
  • Published: Wednesday, 08 June 2016
  • Updated: 08 June 2016, 04:14 PM IST

buddhia (3)ମୁମ୍ବାଇ: ଅଗଷ୍ଟ ୫ ତାରିଖରେ ରିଲିଜ୍ ହେବ ‘ବୁଦ୍ଧିଆ ସିଂ- ବର୍ଣ୍ଣ ଟୁ ରନ୍’। ସୌମେନ୍ଦ୍ର ପାଢ଼ୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବିସ୍ମୟ ବାଳକ ବୁଦ୍ଧିଆ ସିଂଙ୍କ ଜୀବନ ଉପରେ ଆଧାରିତ ଯିଏ ଦିନେ ୫ ବର୍ଷ ବୟସରେ ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦୌଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।

ଭାୟାକମ୍ ଏଇଟିନ୍ ମୋସୋନ୍ ପିକ୍ଚର୍ସ ଆଣ୍ଡ୍ କୋଡ୍ ରେଡ୍ ଫିଲ୍ମ ପ୍ରଡକ୍ସନ୍ସ ପ୍ରଯୋଜିତ ଏହି ଫିଲ୍ମରେ ମନୋଜ ବାଜପେୟୀ, ତିଳୋତମା ସୋମ ଓ ମାଷ୍ଟର ମୟୂର ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos