ତୃତୀୟ ବିବାହ କରିବେ କି ଅମିର ଖାନ୍ ?

ନିଜ ଫିଲ୍ମ କ୍ୟାରିୟର ଆରମ୍ଭ ହେବା ସମୟରେ ଅମିରଙ୍କ ମନ ପଡୋଶୀରେ ରହୁଥିଲା। ରିମା ଦତ୍ତାଙ୍କ ପାଖରେ ଫଶିଥିବା ଖବର ଆପଣ ନିଶ୍ଚୟ ଜାଣିଥିବେ। ପରିବାରର ଇଚ୍ଛା ବିରୋଧରେ ତାଙ୍କୁ ୧୯୮୬ରେ ଘରୁ ଲୁଚି ପଳେଇ ଯାଇ ବିବାହ କରିଥିଲେ। ବିବାହ ପରେ ଦୁଇ ଜଣଙ୍କ ମଧ୍ୟରେ ସବୁ ଭଲ ଚାଲିଥିଲା କିନ୍ତୁ ଫିଲ୍ମ ‘ଲଗାନ୍’ ସୁଟିଂ ସମୟରେ ଅମିରଙ୍କ ସାକ୍ଷାତ ହୋଇଥିଲା କିରଣ ରାଓଙ୍କ ସହ। ସାକ୍ଷାତ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି […]

amir

amir

Rakesh Mallick
  • Published: Friday, 07 July 2017
  • Updated: 07 July 2017, 04:19 PM IST

Sports

Latest News

ନିଜ ଫିଲ୍ମ କ୍ୟାରିୟର ଆରମ୍ଭ ହେବା ସମୟରେ ଅମିରଙ୍କ ମନ ପଡୋଶୀରେ ରହୁଥିଲା। ରିମା ଦତ୍ତାଙ୍କ ପାଖରେ ଫଶିଥିବା ଖବର ଆପଣ ନିଶ୍ଚୟ ଜାଣିଥିବେ। ପରିବାରର ଇଚ୍ଛା ବିରୋଧରେ ତାଙ୍କୁ ୧୯୮୬ରେ ଘରୁ ଲୁଚି ପଳେଇ ଯାଇ ବିବାହ କରିଥିଲେ। ବିବାହ ପରେ ଦୁଇ ଜଣଙ୍କ ମଧ୍ୟରେ ସବୁ ଭଲ ଚାଲିଥିଲା କିନ୍ତୁ ଫିଲ୍ମ ‘ଲଗାନ୍’ ସୁଟିଂ ସମୟରେ ଅମିରଙ୍କ ସାକ୍ଷାତ ହୋଇଥିଲା କିରଣ ରାଓଙ୍କ ସହ। ସାକ୍ଷାତ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସେତେବେଳକୁ ରିମାଙ୍କ ପଟୁ ଅମିର୍ ଦୁଇଟି ପିଲାର ବାପା ହୋଇସାରିଥିଲେ। ତେଣୁ କିରଣଙ୍କୁ ବିବାହ କରିବା ପାଇଁ ତାଙ୍କୁ ପ୍ରଥମ ପତ୍ନୀ ରିମାଙ୍କୁ ଛାଡପତ୍ର ଦେବାକୁ ପଡ଼ିଥିଲା। ସବୁକିଛି ରଫାଦଫା ହେବା ପରେ ଶେଷରେ ୨୦୦୫ରେ କିରଣଙ୍କୁ ସେ ନିଜ ଜୀବନସାଥୀ ଭାବେ ବିବାହ କରିଥିଲେ।

ତେବେ ଏବେକାର ଫ୍ରେସ୍ ଖବରଟି ହେଲା, ଦୁଇଟି ଗାଡ଼ିର ମାଲିକ ଅମିର୍ ଏବେ ଆଉ ଏକ ଗାଡ଼ି କିଣିବାକୁ ଯାଉଛନ୍ତି ବୋଲି ଖବର ଉଡିଲାଣି। ଅର୍ଥାତ ଖବର ଶୁଣିବାକୁ ମିଳୁଛି କି, ଅମିର ତାଙ୍କ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କୁ ଛାଡି, ତୃତୀୟ ବିବାହ କରିବାକୁ ଯାଉଛନ୍ତି। ଚାଲନ୍ତୁ ଜାଣିବା ଏହି ଖବରରେ କେତେ ସତ ଓ କେତେ ମିଛ ଅଛି।

ଶୁଣିବାକୁ ମିଳିଛି, ୫୨ ବର୍ଷୀୟ ଅମିର ଏବେ ପଡ଼ିଛନ୍ତି ୨୫ ବର୍ଷୀୟା ଫତିମା ଶେଖଙ୍କ ପ୍ରେମରେ। ଫତିମାଙ୍କୁ ଆପଣ ମନେ ପକେଇ ପାରୁଛନ୍ତି ତ। ସେ ହେଉଛନ୍ତି ଲୋକପ୍ରିୟ ‘ଦଙ୍ଗଲ’ର ହିରୋଇନ୍, ଯାହାକୁ ଇଣ୍ଡଷ୍ଟ୍ରି ଜାଣେ ଦଙ୍ଗଲ ଗର୍ଲ ଭାବରେ ତାଙ୍କ ସହ ଅମିରଙ୍କର ଆଫେୟାର ଚାଲିଥିବା ଏବେ ଚାରିଆାଡେ ଶୁଣିବାକୁ ମିଳିଛି।

ଖବର ଏହା ମଧ୍ୟ ଶୁଣିବାକୁ ମଳୁଛି କି, ଅମିର ଏକ ଇଣ୍ଟରଭ୍ୟୁରେ ସଲମାନଙ୍କ ବାହାଘର ବିଷୟରେ କହିବାକୁ ଯାଇ କହିଥିଲେ ଯେ, ସଲୁଙ୍କ ହାତଗୋଡ଼ ବାନ୍ଧି ମୁଁ ତାଙ୍କ ବାହାଘର କରିଦେବି। ଫିଲ୍ମ ‘ଟ୍ୟୁବଲାଇଟ୍‌’ର ପ୍ରୋମଶନ ବେଳେ ଯେତେବେଳେ ସାମ୍ବାଦିକମାନେ ଅମିରଙ୍କ ଏ ବୟାନ ସଂପର୍କରେ ସଲମାନଙ୍କୁ ପଚାରିଲେ, ସେତେବେଳେ ସେ ବି ଚଟୁଳ ଭାଷାରେ ଏହାର ଉତ୍ତର ଦେଇଥିଲେ କହିଥିଲେ- “ମୁଁ ବି ଅମିରଙ୍କ ହାତଗୋଡ ବାନ୍ଧିକରି ରଖଥିବି, ଯେପରି ସେ ତୃତୀୟ ବିବାହ କରିପାରିବେ ନାହିଁ।

ସଲମାନଙ୍କ ଏହି କଥାରୁ ହିଁ ଆରମ୍ଭ ହୋଇଛି ଚର୍ଚ୍ଚା। ଦଙ୍ଗଲ ଗର୍ଲଙ୍କ ସହ ଅମିରଙ୍କର ଆଫେୟାର ଚାଲିବା ଓ ସେ ତାଙ୍କୁ ତୃତୀୟ ବିବାହ କରିବା ବିଷୟରେ ପୂରା ଗସିପ୍ ଉଡୁଥିବା ବେଳେ, ସଲମାନଙ୍କ ଏହି ମନ୍ତବ୍ୟ ଏହାର ସତ୍ୟତା ଉପରେ ଷ୍ଟାମ୍ପ ବାଡ଼େଇଛି। ଅର୍ଥାତ ଅମିର ଖାଁ ଦଙ୍ଗଲ ଗର୍ଲଙ୍କୁ ତୃତୀୟ ବିବାହ କରିବା କଥା ଯାହା ଉଠିଛି ସେଥିରେ କିଛି ସତ୍ୟତା ନିଶ୍ଚୟ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story