ଗୋପନ ପରେ ଏବେ ଖୁଲମଖୁଲା ପ୍ରେମ: ଅନୁଷ୍କା,ବିରାଟଙ୍କ ଫଟୋ ଭାଇରାଲ

ମୁମ୍ବାଇ: ବିରାଟ କୋହଲି ଓ ଅନୁଷ୍କା ପ୍ରେମକୁ ନେଇ ସବୁଠି ଚର୍ଚ୍ଚା।  କିଛି ଦିନ ଗୋପନରେ ଚାଲିବା ପରେ ଏବେ ଖୁଲମଖୁଲା ପ୍ରେମ ଚାଲିଛି। ଆଇପିଏଲରେ ବିରାଟଙ୍କ ଟିମ୍‌ ରୟାଲ ଚାଲେଞ୍ଜର ବାଙ୍ଗାଲୋର୍‌ (ଆରସିବି) ନାଇଟ୍‌ ରାଇଡର୍ସ କୋଲକୋତା (କେକେଆର)ଠାରୁ ମ୍ୟାଚ୍‌ ହାରିବା ପରେ  ବିରାଟଙ୍କ  ପ୍ରଂଶସକ ହତାଶ ହୋଇପଡ଼ିଛନ୍ତି। କିନ୍ତୁ ଅନୁଷ୍କା ବିରାଟଙ୍କୁ  ସପୋର୍ଟ କରିବା ପାଇଁ ବାଙ୍ଗାଲୋର ଯାଇଛନ୍ତି। ଉଭୟଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖିବାକୁ ମିଳିଥିଲା। ଇନଷ୍ଟାଗ୍ରାମର ଫ୍ୟାନ ପେଜ୍‌ରେ  ବିରାଟ ଓ […]

virat_

Rakesh Mallick
  • Published: Wednesday, 10 May 2017
  • , Updated: 10 May 2017, 01:38 PM IST

ମୁମ୍ବାଇ: ବିରାଟ କୋହଲି ଓ ଅନୁଷ୍କା ପ୍ରେମକୁ ନେଇ ସବୁଠି ଚର୍ଚ୍ଚା।  କିଛି ଦିନ ଗୋପନରେ ଚାଲିବା ପରେ ଏବେ ଖୁଲମଖୁଲା ପ୍ରେମ ଚାଲିଛି। ଆଇପିଏଲରେ ବିରାଟଙ୍କ ଟିମ୍‌ ରୟାଲ ଚାଲେଞ୍ଜର ବାଙ୍ଗାଲୋର୍‌ (ଆରସିବି) ନାଇଟ୍‌ ରାଇଡର୍ସ କୋଲକୋତା (କେକେଆର)ଠାରୁ ମ୍ୟାଚ୍‌ ହାରିବା ପରେ  ବିରାଟଙ୍କ  ପ୍ରଂଶସକ ହତାଶ ହୋଇପଡ଼ିଛନ୍ତି।

କିନ୍ତୁ ଅନୁଷ୍କା ବିରାଟଙ୍କୁ  ସପୋର୍ଟ କରିବା ପାଇଁ ବାଙ୍ଗାଲୋର ଯାଇଛନ୍ତି। ଉଭୟଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖିବାକୁ ମିଳିଥିଲା। ଇନଷ୍ଟାଗ୍ରାମର ଫ୍ୟାନ ପେଜ୍‌ରେ  ବିରାଟ ଓ ଅନୁଷ୍କା ନିଜର ଫଟୋ ସେୟାର କରିଛନ୍ତି। ସେଥିରେ ଉଭୟ ସୁନ୍ଦର ଦେଖାଯାଉଛନ୍ତି।

ସୌଜନ୍ୟ- ଆଜତକ୍

ଫଟୋ- ଆଜତକ୍

 

Related story