ପୁଣି ଯାଆଁଳା ପିଲାର ମା’ ହେବେ ସେଲିନା! ଛାଡ଼ିଲେ ବିକିନି ପିନ୍ଧା ହଟ୍ ଫଟୋ

ମୁମ୍ବାଇ: ସେଲିନାଙ୍କ ବୋଲଡ୍‌ ଅବତାର। ପେଟରେ ଯାଆଁଳା ପିଲା ଥାଇ ହଟ୍‌ ଫଟୋ ଛାଡ଼ିଲେ ସେଲିନା ଜେଟଲୀ। ସି-ବିଚ୍‌ରେ ଜବରସ୍ତ ପୋଜ୍‌ରେ ଉଠିଛି ଏହି ଫଟୋ। କେବଳ ବିକିନି ପନ୍ଧି ସେଲିନା ଏହି ଫଟୋ ଉଠାଇଛନ୍ତି । ଏହି ଫଟୋଟିକୁ ସେଲିନା ନିଜ ଇନଷ୍ଟ୍ରାଗ୍ରାମରେ ସେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋକୁ  ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେଲିନା ଏହାର ଜବାବ ମଧ୍ୟ ରଖିଛନ୍ତି। କହିଛନ୍ତି ମୋର ଏହି ରୂପକୁ ଦେଖି […]

celina-1

celina-1

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 08:56 PM IST

Sports

Latest News

ମୁମ୍ବାଇ: ସେଲିନାଙ୍କ ବୋଲଡ୍‌ ଅବତାର। ପେଟରେ ଯାଆଁଳା ପିଲା ଥାଇ ହଟ୍‌ ଫଟୋ ଛାଡ଼ିଲେ ସେଲିନା ଜେଟଲୀ। ସି-ବିଚ୍‌ରେ ଜବରସ୍ତ ପୋଜ୍‌ରେ ଉଠିଛି ଏହି ଫଟୋ। କେବଳ ବିକିନି ପନ୍ଧି ସେଲିନା ଏହି ଫଟୋ ଉଠାଇଛନ୍ତି । ଏହି ଫଟୋଟିକୁ ସେଲିନା ନିଜ ଇନଷ୍ଟ୍ରାଗ୍ରାମରେ ସେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋକୁ  ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେଲିନା ଏହାର ଜବାବ ମଧ୍ୟ ରଖିଛନ୍ତି। କହିଛନ୍ତି ମୋର ଏହି ରୂପକୁ ଦେଖି ଅନେକ ସମାଲୋଚନା କରିବେ। ହେଲେ ଭାରତର ଅନ୍ୟ ନାରୀ ଭଳି ମୁଁ  ନିଜକୁ  ରକ୍ଷଣଶୀଳ ଏରୁଣ୍ଡିବନ୍ଧ ଭିତରେ ରହିବାକୁ ଚାହେଁ ନାହିଁ। ଗର୍ଭସ୍ଥ ଶିଶୁକୁ ଚାପମୁକ୍ତ ପାଇଁ ସେ ନିଜକୁ ହାଲୁକା କରିବା  ବିଚାର କରିଥିବା କହିଛନ୍ତି। ତେଣୁ ଦେହକୁ ଅଜଥା ଘୋଡ଼ାଇ ରଖିବା ପାଇଁ ସେ ଚାହାନ୍ତି ନାହିଁ ବୋଲି ସେ କହିଛନ୍ତି। ସେଲିନା ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିବା ବେଳେ ଆଗରୁ ତାଙ୍କର ଦୁଇଟି ଯାଆଁଳା ପୁଅ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story