‘ଫିଲୌରୀ’ରୁ ହଟିବ ହନୁମାନ ଚାଳିଶା ପାଠ ସିନ୍‌

ମୁମ୍ବାଇ: ଅନୁଷ୍କା ଶର୍ମା, ଦିଲଜିତ ଦିଶାଇ ଓ ସୂରଜ ଶର୍ମାଙ୍କ ଫିଲ୍ମ ‘ଫିଲୌରୀ’ରେ ହନୁମାନ ଚାଳିଶାକୁ ପଢ଼ିବା ସିନ୍‌ ହଟାଇ ପାଇଁ ସେନ୍‌ସର୍‌ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏହି ଫିଲ୍ମରେ   ଅନୁଷ୍କା ଶର୍ମା (ଶଶି) ଭୂତ ଭୂମିକାରେ ଅଭିନୟ କରୁଛନ୍ତି। ଭୂତ ଆସିବାରୁ ସୂରଜ ଡରି ଯାଇ  ବାଥଟବ୍‌ ଉପରେ ବସି ହନୁମାନ ଚାଳିଶା ପଢ଼ୁଛନ୍ତି। ସେନ୍‌ସର୍‌ ବୋର୍ଡ଼ ଫିଲ୍ମ ‘ଫିଲୌରୀ’ର ଏହି ସିନ୍‌ ଠିକ୍‌ ଲାଗିଲାନି। ବୋର୍ଡ ପକ୍ଷରୁ କୁହାଯାଇଛି ହନୁମାନ ଚାଳିଶା ପଢ଼ିବା ଦ୍ୱାରା […]

Phillauri

Rakesh Mallick
  • Published: Friday, 24 March 2017
  • , Updated: 24 March 2017, 10:10 AM IST

ମୁମ୍ବାଇ: ଅନୁଷ୍କା ଶର୍ମା, ଦିଲଜିତ ଦିଶାଇ ଓ ସୂରଜ ଶର୍ମାଙ୍କ ଫିଲ୍ମ ‘ଫିଲୌରୀ’ରେ ହନୁମାନ ଚାଳିଶାକୁ ପଢ଼ିବା ସିନ୍‌ ହଟାଇ ପାଇଁ ସେନ୍‌ସର୍‌ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏହି ଫିଲ୍ମରେ   ଅନୁଷ୍କା ଶର୍ମା (ଶଶି) ଭୂତ ଭୂମିକାରେ ଅଭିନୟ କରୁଛନ୍ତି। ଭୂତ ଆସିବାରୁ ସୂରଜ ଡରି ଯାଇ  ବାଥଟବ୍‌ ଉପରେ ବସି ହନୁମାନ ଚାଳିଶା ପଢ଼ୁଛନ୍ତି। ସେନ୍‌ସର୍‌ ବୋର୍ଡ଼ ଫିଲ୍ମ ‘ଫିଲୌରୀ’ର ଏହି ସିନ୍‌ ଠିକ୍‌ ଲାଗିଲାନି।

ବୋର୍ଡ ପକ୍ଷରୁ କୁହାଯାଇଛି ହନୁମାନ ଚାଳିଶା ପଢ଼ିବା ଦ୍ୱାରା ଭୂତମାନେ ଚାଲି ଯାଆନ୍ତି ବୋଲି ବିଶ୍ୱାସ ରହିଛି।  କିନ୍ତୁ  ସୂରଜ ହନୁମାନ ଚାଲିଶା ପଢ଼ିବା ସ୍ୱତ୍ତେ  ଶଶି (ଭୂତ) ଉପସ୍ଥିତ ରହିଛନ୍ତି। ଏହି ସିନ୍‌ ଦର୍ଶକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇପାରେ।

Related story