ଚୀନରେ ରାଜ୍‌ କଲା ‘ଦଙ୍ଗଲ’, ପ୍ରଥମ ଦିନର ଆୟ ୧୩.୧୯ କୋଟି

ନୂଆଦିଲ୍ଲୀ: ଗତବର୍ଷ ରିଲିଜ୍‌ ହୋଇଥିବା ଅମୀର ଖାନ୍‌ଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଦଙ୍ଗଲ’ ଶୁକ୍ରବାର ଚୀନରେ ରିଲିଜ୍‌ ହୋଇଛି। ପ୍ରଥମ ଦିନରେ ଫିଲ୍ମଟି ସେଠାରେ ୧୩.୧୯ କୋଟି ଟଙ୍କା ଆୟ କରିଛି। ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ଟ୍ୱିଟ୍‌ କରି ଏହା ଜଣାଇଛନ୍ତି। ଅମୀରଙ୍କ ‘ଥ୍ରୀ ଇଡିୟଟ୍‌ସ୍‌’ ଚୀନରେ ବେଶ୍ ଲୋକପ୍ରିୟ ହୋଇଥିଲା। ‘ପିକେ’ମଧ୍ୟ ଭଲ ଆୟ କରିଥିଲା।

dangal

Rakesh Mallick
  • Published: Saturday, 06 May 2017
  • , Updated: 06 May 2017, 02:16 PM IST

ନୂଆଦିଲ୍ଲୀ: ଗତବର୍ଷ ରିଲିଜ୍‌ ହୋଇଥିବା ଅମୀର ଖାନ୍‌ଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଦଙ୍ଗଲ’ ଶୁକ୍ରବାର ଚୀନରେ ରିଲିଜ୍‌ ହୋଇଛି। ପ୍ରଥମ ଦିନରେ ଫିଲ୍ମଟି ସେଠାରେ ୧୩.୧୯ କୋଟି ଟଙ୍କା ଆୟ କରିଛି। ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ଟ୍ୱିଟ୍‌ କରି ଏହା ଜଣାଇଛନ୍ତି।

ଅମୀରଙ୍କ ‘ଥ୍ରୀ ଇଡିୟଟ୍‌ସ୍‌’ ଚୀନରେ ବେଶ୍ ଲୋକପ୍ରିୟ ହୋଇଥିଲା। ‘ପିକେ’ମଧ୍ୟ ଭଲ ଆୟ କରିଥିଲା।

Related story