ରିଲିଜ ହେଲା ‘କମାଣ୍ଡୋ-୨’ର ଟିଜର

ମୁମ୍ବାଇ: ରିଲିଜ ହେଲା ‘କମାଣ୍ଡୋ-୨’ର ଟିଜିର। ପୂର୍ବରୁ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା। ପୂର୍ବରୁ ରିଲିଜ ହୋଇଥିବା ‘କମାଣ୍ଡୋ’ରେ ବିଦ୍ୟୁତ୍‌ ଜାମବାଲଙ୍କ ଜବରଦସ୍ତ ଅଭିନୟ ପୁଣି ଥରେ ‘କମାଣ୍ଡୋ-୨’ରେ ଦେଖିବାକୁ ମିଳିଛି। ଟିଜରରେ ବିଦ୍ୟୁତ୍‌ ପ୍ରଥମ ଫିଲ୍ମ ଠାରୁ ଅଧିକ ଆକ୍ସନ ଓ ଷ୍ଟଣ୍ଟ କରୁଥିବା ଦେଖାଯାଇଛି। ଟିଜରରେ ଦେଖାଉଥିବା ଷ୍ଟଣ୍ଟ ମଧ୍ୟରେ ଏମିତି ଏକ ଜବରଦସ୍ତ ଷ୍ଟଣ୍ଟ ରହିଛି ଯାହାକୁ ଦେଖି ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଫିଲ୍ମଟି ଚଳିତ ବର୍ଷ ମାର୍ଚ୍ଚ୩ରେ ରିଲିଜ ହେବ। […]

commando-2

Rakesh Mallick
  • Published: Saturday, 21 January 2017
  • , Updated: 21 January 2017, 04:58 PM IST

ମୁମ୍ବାଇ: ରିଲିଜ ହେଲା ‘କମାଣ୍ଡୋ-୨’ର ଟିଜିର। ପୂର୍ବରୁ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା। ପୂର୍ବରୁ ରିଲିଜ ହୋଇଥିବା ‘କମାଣ୍ଡୋ’ରେ ବିଦ୍ୟୁତ୍‌ ଜାମବାଲଙ୍କ ଜବରଦସ୍ତ ଅଭିନୟ ପୁଣି ଥରେ ‘କମାଣ୍ଡୋ-୨’ରେ ଦେଖିବାକୁ ମିଳିଛି। ଟିଜରରେ ବିଦ୍ୟୁତ୍‌ ପ୍ରଥମ ଫିଲ୍ମ ଠାରୁ ଅଧିକ ଆକ୍ସନ ଓ ଷ୍ଟଣ୍ଟ କରୁଥିବା ଦେଖାଯାଇଛି।

ଟିଜରରେ ଦେଖାଉଥିବା ଷ୍ଟଣ୍ଟ ମଧ୍ୟରେ ଏମିତି ଏକ ଜବରଦସ୍ତ ଷ୍ଟଣ୍ଟ ରହିଛି ଯାହାକୁ ଦେଖି ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଫିଲ୍ମଟି ଚଳିତ ବର୍ଷ ମାର୍ଚ୍ଚ୩ରେ ରିଲିଜ ହେବ। ତେବେ ଏହାର ଟିଜରକୁ ନିଜେ ବିଦ୍ୟୁତ୍‌ ଟ୍ୱିଟ୍‌ କରିଛନ୍ତି।

Related story