[caption id="attachment_35100" align="alignleft" width="256"] କୋର୍ଟର ଏକ ଦୃଶ୍ୟ[/caption]
ମୁମ୍ବାଇ: ଓସ୍କାର ଦୌଡ଼ରେ ମରାଠୀ ଫିଲ୍ମ ‘କୋର୍ଟ’। ୨୦୧୬ ଓସ୍କାର ଏକାଡେମୀ ଆୱାର୍ଡ ଲାଗି ଶ୍ରେଷ୍ଠ ବିଦେଶୀ ଫିଲ୍ମ ବର୍ଗରେ ‘କୋର୍ଟ’ ଏକମାତ୍ର ଭାରତୀୟ ସିନେମା ଭାବେ ମନୋନୀତ ହୋଇଛି। ଏଥିପାଇଁ ମୋଟ ୩୦ଟି ଭାରତୀୟ ଫିଲ୍ମକୁ ବଛା ଯାଇଥିଲା। ଏଥିରେ ପିକେ, ମଶାନ, ବାହୁବଳି, ବଜରଙ୍ଗୀ ଭାଇଜାନ, ମ୍ୟାରି କମ୍, ହାଇଦର ଭଳି ଫିଲ୍ମର ନାଁ ରହିଥିଲା। ତେବେ ଏସବୁ ଫିଲ୍ମକୁ ପଛରେ ପକାଇ ଚୈତନ୍ୟ ତମହାନେଙ୍କ ‘କୋର୍ଟ’କୁ ବିଚାରକ ମଣ୍ଡଳୀ ଓସ୍କାର ଦୌଡ଼ ପାଇଁ ମନୋନୀତ କରିଥିଲେ। ଗତକାଲି ଅମୋଲ ପାଲେକରଙ୍କ ନେତୃତ୍ୱରେ ଫିଲ୍ମ ଫେଡେରେସନ ଅଫ୍ ଇଣ୍ଡିଆର ବିଚାରକ ମଣ୍ଡଳୀ ଫିଲ୍ମର ନାଁ ଘୋଷଣା କରିଥିଲେ। ଏହା ପୂର୍ବରୁ କୋର୍ଟ ୬୨ତମ ନ୍ୟାସନାଲ ଫିଲ୍ମ ଆୱାର୍ଡରେ ଶ୍ରେଷ୍ଠ ଫିଚର ଫିଲ୍ମର ପୁରସ୍କାର ଲାଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Entertainment
ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ
ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।