ଅମିତାଭଙ୍କୁ ପ୍ରୋତ୍ସାହିତ କରେ ସମାଲୋଚନା

ମୁମ୍ବାଇ: ମେଗାଷ୍ଟାର୍ ଅମିତାଭ ବଚ୍ଚନ ସମାଲୋଚନାକୁ ପ୍ରୋତ୍ସାହନ ଭାବେ ଗ୍ରହଣ କରନ୍ତି। ଏକ ସାକ୍ଷାତକାରରେ ସେ ଏ କଥା କହିଛନ୍ତି। ଅମିତାଭ କହିଛନ୍ତି,“ଆମ ପାଇଁ ସମାଲୋଚନା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଆମକୁ ଉନ୍ନତ କରିବାରେ ସାହାଯ୍ୟ କରେ। ମୁଁ ସମାଲୋଚନାକୁ ଅଣଦେଖା କରେ। ମୋ ସଂପର୍କରେ ପ୍ରକାଶିତ ସମାଲୋଚନାକୁ ପଢ଼େ ନାହିଁ। କିନ୍ତୁ ବେଳେ ବେଳେ ମୁଁ ସମାଲୋଚନାକୁ ପ୍ରେରଣାର ଉତ୍ସ ଭାବେ ଗ୍ରହଣ କରେ।” ସେ କହିଛନ୍ତି,“ଯେତେବେଳେ କେହି ତୁମର କାମର ସମୀକ୍ଷା କରି ଏକ […]

amitav

amitav

Rakesh Mallick
  • Published: Thursday, 02 June 2016
  • Updated: 02 June 2016, 11:10 AM IST

Sports

Latest News

amitavମୁମ୍ବାଇ: ମେଗାଷ୍ଟାର୍ ଅମିତାଭ ବଚ୍ଚନ ସମାଲୋଚନାକୁ ପ୍ରୋତ୍ସାହନ ଭାବେ ଗ୍ରହଣ କରନ୍ତି। ଏକ ସାକ୍ଷାତକାରରେ ସେ ଏ କଥା କହିଛନ୍ତି।

ଅମିତାଭ କହିଛନ୍ତି,“ଆମ ପାଇଁ ସମାଲୋଚନା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଆମକୁ ଉନ୍ନତ କରିବାରେ ସାହାଯ୍ୟ କରେ। ମୁଁ ସମାଲୋଚନାକୁ ଅଣଦେଖା କରେ। ମୋ ସଂପର୍କରେ ପ୍ରକାଶିତ ସମାଲୋଚନାକୁ ପଢ଼େ ନାହିଁ। କିନ୍ତୁ ବେଳେ ବେଳେ ମୁଁ ସମାଲୋଚନାକୁ ପ୍ରେରଣାର ଉତ୍ସ ଭାବେ ଗ୍ରହଣ କରେ।”

ସେ କହିଛନ୍ତି,“ଯେତେବେଳେ କେହି ତୁମର କାମର ସମୀକ୍ଷା କରି ଏକ ଲେଖା ପ୍ରକାଶିତ କରିଥାଏ ତାହାକୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିଲେ ଖୁବ୍ ଭଲ ଲାଗିବ।”

‘ପିକୁ’ ଷ୍ଟାର ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ ହେଉଛି ‘ଟି୩ଇନ୍”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos