‘ଦବଙ୍ଗ-୩’ରେ ଲିଡ୍‌ ରୋଲ ନେଇ ମୁହଁ ଖୋଲିଲେ ସୋନାକ୍ଷୀ

ମୁମ୍ବାଇ: ‘ଦବଙ୍ଗ-୩’ରେ ବଲିଉଡର ଚୁଲବୁଲି ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିବ କି ନାହିଁ ଚର୍ଚ୍ଚା ଜୋର ଧରିଥିଲା। ସଲମାନଙ୍କ ଅପଜିଟରେ ତାଙ୍କୁ ଦେଖିବାକୁ ମିଳିବ କି ନାହିଁ ପଚାରିଯିବାରୁ ଆଜି ସୋନାକ୍ଷୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ନା ଏପରି କିଛି ନୁହେଁ।” ସୋନାକ୍ଷୀ ଆଉ କିଛି ନ କହି ଚୁପ ରହିଥିଲେ। ଦବଙ୍ଗ ’ ଓ ‘ଦବଙ୍ଗ-୨’ରେ ସୋନାକ୍ଷୀ ମୁଖ୍ୟ ଭୂମିକାରେ  ଅଭିନୟ କରିଥିଲେ। ସେପ୍ଟେମ୍ବରରେ ୨ରେ ସୋନାକ୍ଷୀଙ୍କ ଫିଲ୍ମ ‘ଅକିରା’ […]

sonakshi_

sonakshi_

Rakesh Mallick
  • Published: Tuesday, 23 August 2016
  • Updated: 23 August 2016, 02:56 PM IST

Sports

Latest News

ମୁମ୍ବାଇ: ‘ଦବଙ୍ଗ-୩’ରେ ବଲିଉଡର ଚୁଲବୁଲି ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିବ କି ନାହିଁ ଚର୍ଚ୍ଚା ଜୋର ଧରିଥିଲା। ସଲମାନଙ୍କ ଅପଜିଟରେ ତାଙ୍କୁ ଦେଖିବାକୁ ମିଳିବ କି ନାହିଁ ପଚାରିଯିବାରୁ ଆଜି ସୋନାକ୍ଷୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ନା ଏପରି କିଛି ନୁହେଁ।” ସୋନାକ୍ଷୀ ଆଉ କିଛି ନ କହି ଚୁପ ରହିଥିଲେ।

ଦବଙ୍ଗ ’ ଓ ‘ଦବଙ୍ଗ-୨’ରେ ସୋନାକ୍ଷୀ ମୁଖ୍ୟ ଭୂମିକାରେ  ଅଭିନୟ କରିଥିଲେ।

ସେପ୍ଟେମ୍ବରରେ ୨ରେ ସୋନାକ୍ଷୀଙ୍କ ଫିଲ୍ମ ‘ଅକିରା’ ରିଲିଜ୍‌ ହେବ। ଫିଲ୍ମରେ ସେ।ନାକ୍ଷୀ ଆକ୍ସନ୍ ଅବତାରରେ ନଜର ଆସିବେ। ଏଥିପାଇଁ ସେ ବହୁତ ପରିଶ୍ରମ କରିବା ସହ କଠିନ ତାଲିମ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story