ଦଙ୍ଗଲ ଗାର୍ଲଙ୍କୁ ପୁଣି ଫିଲ୍ମରେ ନେଲେ ଅମିର

ମୁମ୍ବାଇ: ‘ଦଙ୍ଗଲ’ରେ ଗୀତା ଫୋଗତଙ୍କ ରୋଲ କରିଥିବା ଫାତିମାଙ୍କୁ ପୁଣି ବଡ଼ ପରଦାରେ ଦେଖଇବାକୁ ମିଳିବ। ତାହା ପୁଣି ମିଷ୍ଟର ପରଫେକ୍ଟ ତଥା ଦଙ୍ଗଲ ଷ୍ଟାର ଅମିର ଖାନଙ୍କ ସହ। ଅମିର ତାଙ୍କ ଅପ୍‌କମିଂ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନୀ’ରେ ଫାତିମାଙ୍କୁ ମୁଖ୍ୟ ଭୂମିକାରେ ନେଉଥିବା ଶୁଣିବାକୁ ମିଳୁଛି। ଏହା ପୂର୍ବରୁ ଏହି ଭୂମିକା ପାଇଁ କଙ୍ଗନା, ଆଲିୟା ଓ ଶ୍ରଦ୍ଧାଙ୍କ ନାମ ଶୁଣିବାକୁ ମିଳୁଥିଲା। ଏହାପରେ ବାଣି କପୁରଙ୍କୁ ମଧ୍ୟ ଫିଲ୍ମ ସହ ଯୋଡା ଯାଇଥିଲା। […]

aamir

Rakesh Mallick
  • Published: Wednesday, 22 February 2017
  • , Updated: 22 February 2017, 04:33 PM IST

ମୁମ୍ବାଇ: ‘ଦଙ୍ଗଲ’ରେ ଗୀତା ଫୋଗତଙ୍କ ରୋଲ କରିଥିବା ଫାତିମାଙ୍କୁ ପୁଣି ବଡ଼ ପରଦାରେ ଦେଖଇବାକୁ ମିଳିବ। ତାହା ପୁଣି ମିଷ୍ଟର ପରଫେକ୍ଟ ତଥା ଦଙ୍ଗଲ ଷ୍ଟାର ଅମିର ଖାନଙ୍କ ସହ। ଅମିର ତାଙ୍କ ଅପ୍‌କମିଂ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନୀ’ରେ ଫାତିମାଙ୍କୁ ମୁଖ୍ୟ ଭୂମିକାରେ ନେଉଥିବା ଶୁଣିବାକୁ ମିଳୁଛି।

ଏହା ପୂର୍ବରୁ ଏହି ଭୂମିକା ପାଇଁ କଙ୍ଗନା, ଆଲିୟା ଓ ଶ୍ରଦ୍ଧାଙ୍କ ନାମ ଶୁଣିବାକୁ ମିଳୁଥିଲା। ଏହାପରେ ବାଣି କପୁରଙ୍କୁ ମଧ୍ୟ ଫିଲ୍ମ ସହ ଯୋଡା ଯାଇଥିଲା। ହେଲେ ଶେଷରେ ଫାତିମାଙ୍କୁ ନେବାକୁ ପ୍ରାୟତଃ ସ୍ଥିର ହୋଇସାରିଛି। ଯଦି ଏହା ସତ ହୁଏ ତେବେ ଫାତିମାଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ହେବ ବିଟାଉନରେ ନିଜକୁ ପ୍ରତିଷ୍ଠିତ କରିବାକୁ।

Related story