ସୋସିଆଲ୍‌ ମିଡିଆରେ ‘ଦଙ୍ଗଲ’ର ଫଟୋ ସେୟାର କଲେ ଅମୀର

ମୁମ୍ବାଇ: ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ୍‌ଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ଦଙ୍ଗଲ’ର ଆଜି ଏକ ଫଟୋ ସୋସିଆଲ୍‌ ମିଡିଆରେ ଆସିଛି। ଏହି ଫଟୋକୁ ନିଜେ ଅମୀର ଟ୍ୱିଟରରେ ସେୟାର କରିଛନ୍ତି। ଏହି ଫଟୋରେ ଜଣେ ତାଙ୍କୁ  ଜଣେ ରେସଲର ଭୂମିକାରେ ଦେଖିବାକୁ ମିଳୁଛି।

ଅମୀର ଟ୍ୱିଟ କରି କହିଛନ୍ତି,“ଫିଲ୍ମର ୯୦ ପ୍ରତିଶତ ସୁଟିଂ ଶେଷ ହୋଇଗଲାଣି। ଯୁବ ମହାବୀର ଭୂମିକାର ସୁଟିଂ ବାକି ରହିଛି। ଏହା ଶେଷ ହେବାକୁ ଆଉ ଦୁଇ ଦିନ ଲାଗିବା।”

ନିତୀଶ ତିୱାରୀଙ୍କ ଏହି ଫିଲ୍ମରେ ଅମୀର ହରିଆଣା ରେସଲର ମହାବୀର ସିଂହ ପୋଗତ୍‌ଙ୍କ ଭୂମିକା ନିଭାଉଛନ୍ତି। ଏହା ଡିସେମ୍ବରେ ୨୩ରେ ମୁକ୍ତିଲାଭ କରିବ।

ଆହୁରି ପଢ଼ନ୍ତୁ

ମୁମ୍ବାଇର ଗୋଟେ ଚଲ୍‌ରେ କଟିଥିଲା ସରୋଜଙ୍କ ପିଲାଦିନ, ଜଣେ ଡାକ୍ତରଙ୍କ ପାଇଁ ମିଳିଥିଲା କାମ

ଐଶ୍‌ଙ୍କ ଫଟୋ ଦେଖି ରାଗି ଯାଇଥିଲା ବଚ୍ଚନ ପରିବାର

କାହା ସହିତ ଶୋଇବା ଶର୍ଟକଟ ନୁହେଁ, ଏକ ଚଏସ : କାଷ୍ଟିଂ କାଉଚକୁ ନେଇ ଏମିତି କହିଲେ ପ୍ରକୃତି ମିଶ୍ର

ସେଲିବ୍ରେଟି କ୍ୟାଲେଣ୍ଡର ୨୦୨୦: ଜବରଦସ୍ତ ଲୁକ୍‌ରେ ଏଲିନା ଓ ଅନୁଭା

ସୋଶାଲ ମିଡିଆରେ ଆଉ ଜଣେ ସୁଶାନ୍ତ

‘ଲୋକଙ୍କ ଘଣ୍ଟା ଚୋରି କରନ୍ତି ଅକ୍ଷୟ କୁମାର’

ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍

ପିତାଙ୍କ ଶେଷକୃତ୍ୟର ପ୍ରସ୍ତୁତି କରୁଛନ୍ତି ଜାଭେଦ୍

କଙ୍ଗନାଙ୍କ ପ୍ରଶ୍ନ: ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ ମହେଶ କାହିଁକି ଏତେ ଆଗ୍ରହୀ

‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ

‘ରାନୁ ମଣ୍ଡଳଙ୍କୁ ଏବେ ପୃଥିବୀସାରା ଲୋକ ସୋଦୁଛନ୍ତି, ମୋ ନାଁରେ ଏତଲା ହୋଇଥିଲା କାହିଁକି ?’