ସୋସିଆଲ୍‌ ମିଡିଆରେ ‘ଦଙ୍ଗଲ’ର ଫଟୋ ସେୟାର କଲେ ଅମୀର

ମୁମ୍ବାଇ: ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ୍‌ଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ଦଙ୍ଗଲ’ର ଆଜି ଏକ ଫଟୋ ସୋସିଆଲ୍‌ ମିଡିଆରେ ଆସିଛି। ଏହି ଫଟୋକୁ ନିଜେ ଅମୀର ଟ୍ୱିଟରରେ ସେୟାର କରିଛନ୍ତି। ଏହି ଫଟୋରେ ଜଣେ ତାଙ୍କୁ  ଜଣେ ରେସଲର ଭୂମିକାରେ ଦେଖିବାକୁ ମିଳୁଛି। ଅମୀର ଟ୍ୱିଟ କରି କହିଛନ୍ତି,“ଫିଲ୍ମର ୯୦ ପ୍ରତିଶତ ସୁଟିଂ ଶେଷ ହୋଇଗଲାଣି। ଯୁବ ମହାବୀର ଭୂମିକାର ସୁଟିଂ ବାକି ରହିଛି। ଏହା ଶେଷ ହେବାକୁ ଆଉ ଦୁଇ ଦିନ ଲାଗିବା।” ନିତୀଶ […]

amir

amir

Rakesh Mallick
  • Published: Monday, 13 June 2016
  • Updated: 13 June 2016, 11:03 PM IST

Sports

Latest News

ମୁମ୍ବାଇ: ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ୍‌ଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ଦଙ୍ଗଲ’ର ଆଜି ଏକ ଫଟୋ ସୋସିଆଲ୍‌ ମିଡିଆରେ ଆସିଛି। ଏହି ଫଟୋକୁ ନିଜେ ଅମୀର ଟ୍ୱିଟରରେ ସେୟାର କରିଛନ୍ତି। ଏହି ଫଟୋରେ ଜଣେ ତାଙ୍କୁ  ଜଣେ ରେସଲର ଭୂମିକାରେ ଦେଖିବାକୁ ମିଳୁଛି।

ଅମୀର ଟ୍ୱିଟ କରି କହିଛନ୍ତି,“ଫିଲ୍ମର ୯୦ ପ୍ରତିଶତ ସୁଟିଂ ଶେଷ ହୋଇଗଲାଣି। ଯୁବ ମହାବୀର ଭୂମିକାର ସୁଟିଂ ବାକି ରହିଛି। ଏହା ଶେଷ ହେବାକୁ ଆଉ ଦୁଇ ଦିନ ଲାଗିବା।”

ନିତୀଶ ତିୱାରୀଙ୍କ ଏହି ଫିଲ୍ମରେ ଅମୀର ହରିଆଣା ରେସଲର ମହାବୀର ସିଂହ ପୋଗତ୍‌ଙ୍କ ଭୂମିକା ନିଭାଉଛନ୍ତି। ଏହା ଡିସେମ୍ବରେ ୨୩ରେ ମୁକ୍ତିଲାଭ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story