ଫିଲ୍ମ ‘ଦଙ୍ଗଲ’ର ଆଉ ଏକ ଗୀତ ‘ଧାକଡ଼ ଛୋରୀ’ ରିଲିଜ୍‌

ମୁମ୍ବାଇ: ଅମୀର ଖାନ୍‌ଙ୍କ  ଅପକମିଂ ଫିଲ୍ମ ‘ଦଙ୍ଗଲ’ର  ଆଉ ଏକ ଗୀତ ‘ଧାକଡ଼ ଛୋରୀ’ ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ପରି ଏହି ଗୀତ ଦର୍ଶକଙ୍କୁ ପସନ୍ଦ ଆସିଛି। ଏହି ଗୀତରେ ମହାବୀର ସିଂହ ଫୋଗଟ ଭୂମିକାରେ ଅମୀର ଖାନ୍‌ ଅଭିନୟ କରୁଛନ୍ତି। ଦଙ୍ଗଲର ଏହି ଗୀତରେ ଅମୀର ଏକ ନିୟମନିଷ୍ଠ ପିତାର ଭୂମିକାରେ ଦେଖିବାକୁ ମିଳୁଛି। ଗୀତରେ ଆମୀର ନିଜର ଦୁଇ ଝିଅଙ୍କୁ ପିଲାବେଳୁ କୁସ୍ତିଯୁଦ୍ଧର କଳାକୌଶଳ ଶିଖାଉଛନ୍ତି। ଅମିତାଭ ଭଟ୍ଟଚାର୍ଯ୍ୟ ଏହି ଗୀତର ଲିରିକ୍ସ […]

dd

Rakesh Mallick
  • Published: Wednesday, 23 November 2016
  • , Updated: 23 November 2016, 03:09 PM IST

ମୁମ୍ବାଇ: ଅମୀର ଖାନ୍‌ଙ୍କ  ଅପକମିଂ ଫିଲ୍ମ ‘ଦଙ୍ଗଲ’ର  ଆଉ ଏକ ଗୀତ ‘ଧାକଡ଼ ଛୋରୀ’ ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ପରି ଏହି ଗୀତ ଦର୍ଶକଙ୍କୁ ପସନ୍ଦ ଆସିଛି।

ଏହି ଗୀତରେ ମହାବୀର ସିଂହ ଫୋଗଟ ଭୂମିକାରେ ଅମୀର ଖାନ୍‌ ଅଭିନୟ କରୁଛନ୍ତି। ଦଙ୍ଗଲର ଏହି ଗୀତରେ ଅମୀର ଏକ ନିୟମନିଷ୍ଠ ପିତାର ଭୂମିକାରେ ଦେଖିବାକୁ ମିଳୁଛି। ଗୀତରେ ଆମୀର ନିଜର ଦୁଇ ଝିଅଙ୍କୁ ପିଲାବେଳୁ କୁସ୍ତିଯୁଦ୍ଧର କଳାକୌଶଳ ଶିଖାଉଛନ୍ତି।

ଅମିତାଭ ଭଟ୍ଟଚାର୍ଯ୍ୟ ଏହି ଗୀତର ଲିରିକ୍ସ ଲେଖିଥିବା ବେଳେ ରଫତାର ଏହି ଗୀତକୁ ଗାଇଛନ୍ତି।

Related story