ଝିଅର ଫଟୋ ସେୟାର କଲେ ରାଣୀ

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଝିଅ ‘ଆଦିରା’ର ଆଜି ପ୍ରଥମ ଜନ୍ମଦିନ। ଜନ୍ମଦିନକୁ ସ୍ପେଶାଲ ବନାଇବା ପାଇଁ ରାଣୀ ତାଙ୍କ ଝିଅର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ରାଣୀ ଆଦିରାର ଫଟୋ ସହ ଏକ ଚିଠି ମଧ୍ୟ ପୋଷ୍ଟ କରିଛନ୍ତି। ଚିଠିରେ ମାଆ ହେବା ପରେ ତାଙ୍କର ଯେଉଁ ପରିବର୍ତ୍ତନ ହୋଇଛି ସେ ବିଷୟରେ ଉଲ୍ଲେଖ କରିଛନ୍ତି। ତାଙ୍କ ପାଇଁ ଝିଅ ବହୁତ ଖାସ୍‌ ବୋଲି ଚିଠିଲେ ରାଣୀ ଉଲ୍ଲେଖ କରିଛନ୍ତି। ୨୦୧୫ […]

rani

Rakesh Mallick
  • Published: Friday, 09 December 2016
  • , Updated: 09 December 2016, 02:08 PM IST

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଝିଅ ‘ଆଦିରା’ର ଆଜି ପ୍ରଥମ ଜନ୍ମଦିନ। ଜନ୍ମଦିନକୁ ସ୍ପେଶାଲ ବନାଇବା ପାଇଁ ରାଣୀ ତାଙ୍କ ଝିଅର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ରାଣୀ ଆଦିରାର ଫଟୋ ସହ ଏକ ଚିଠି ମଧ୍ୟ ପୋଷ୍ଟ କରିଛନ୍ତି। ଚିଠିରେ ମାଆ ହେବା ପରେ ତାଙ୍କର ଯେଉଁ ପରିବର୍ତ୍ତନ ହୋଇଛି ସେ ବିଷୟରେ ଉଲ୍ଲେଖ କରିଛନ୍ତି। ତାଙ୍କ ପାଇଁ ଝିଅ ବହୁତ ଖାସ୍‌ ବୋଲି ଚିଠିଲେ ରାଣୀ ଉଲ୍ଲେଖ କରିଛନ୍ତି।

୨୦୧୫ ଡିସେମ୍ବର ୯ ତାରିଖରେ ଆଦିରା ଜନ୍ମ ହୋଇଥିଲେ।

Related story