‘ପଦ୍ମାବତୀ’ ବିବାଦ ମଧ୍ୟରେ ଦୀପିକାଙ୍କ ଫଟୋ ସୁଟ୍‌

ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ଚାଲିଥିବା ବେଳେ ଚର୍ଚ୍ଚାରେ ରହିଛନ୍ତି ଏହାର ଅଭିନେତ୍ରୀ ଦୀପିକା ପାଦୁକୋନ। ଆଉ ଏଥି ମଧ୍ୟରେ ସେ ଏକ ବୋଲ୍ଡ ଫଟୋ ସୁଟ୍ କରିଛନ୍ତି। ସୁଇମ୍‌ସୁଟ୍ ଓ ଅନେକ ଷ୍ଟାଇଲିସ୍ ଡ୍ରେସ୍‌ରେ ସେ ଖୁବ୍ ହଟ୍ ନଜର ଆସୁଛନ୍ତି। ଫିଲ୍ମଫେୟାର ମାଗାଜିନ୍‌ର ଆଗାମୀ ସଂଖ୍ୟାର କଭର ପେଜ୍‌ ପାଇଁ ସେ ଏହି ଫଟୋ ସୁଟ୍ କରିଛନ୍ତି। ଶ୍ରୀଲଙ୍କାରେ ଏହି ଫଟୋ ସୁଟ୍ ହୋଇଛି। ଦେଖନ୍ତୁ ତାଙ୍କର ଏହି ଫଟୋ ସୁଟ୍‌ର କିଛି ଫଟୋ- […]

deepika

Rakesh Mallick
  • Published: Thursday, 23 November 2017
  • , Updated: 23 November 2017, 10:31 AM IST

ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ଚାଲିଥିବା ବେଳେ ଚର୍ଚ୍ଚାରେ ରହିଛନ୍ତି ଏହାର ଅଭିନେତ୍ରୀ ଦୀପିକା ପାଦୁକୋନ। ଆଉ ଏଥି ମଧ୍ୟରେ ସେ ଏକ ବୋଲ୍ଡ ଫଟୋ ସୁଟ୍ କରିଛନ୍ତି। ସୁଇମ୍‌ସୁଟ୍ ଓ ଅନେକ ଷ୍ଟାଇଲିସ୍ ଡ୍ରେସ୍‌ରେ ସେ ଖୁବ୍ ହଟ୍ ନଜର ଆସୁଛନ୍ତି। ଫିଲ୍ମଫେୟାର ମାଗାଜିନ୍‌ର ଆଗାମୀ ସଂଖ୍ୟାର କଭର ପେଜ୍‌ ପାଇଁ ସେ ଏହି ଫଟୋ ସୁଟ୍ କରିଛନ୍ତି। ଶ୍ରୀଲଙ୍କାରେ ଏହି ଫଟୋ ସୁଟ୍ ହୋଇଛି। ଦେଖନ୍ତୁ ତାଙ୍କର ଏହି ଫଟୋ ସୁଟ୍‌ର କିଛି ଫଟୋ-

.................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................................

Related story