‘ଢିନ୍‌ଚାକ୍‌ ପୂଜା’ଙ୍କ ପାଇଁ ମହଙ୍ଗା ପଡ଼ିପାରେ ‘ସ୍କୁଟର ଗୀତ’: ଦିଲ୍ଲୀ ପୋଲିସ୍ ନେବ କାର୍ଯ୍ୟାନୁଷ୍ଠାନ

‘ଆପଣ ଢ଼ିନ୍‌ଚାକ୍‌ ପୂଜା’ଙ୍କୁ ଜାଣିଛନ୍ତି? ଯଦି ଆପଣ ଇଣ୍ଟରନେଟରେ ସବୁବେଳେ ଆକ୍ଟିଭ୍ ରହୁଥିବେ, ତେବେ ନିଶ୍ଚିତ ଜାଣିଥିବେ। କାରଣ ଏହି ଯୁବତୀ ଜଣଙ୍କ ଅଜବ ପ୍ରକାରର ଗୀତ ୟୁଟ୍ୟୁବ୍‌ରେ ଲୋଡ କରି ଏବେ ଚର୍ଚ୍ଚାରେ ରହିଛନ୍ତି। ଏବେ ସେ ରିଲିଜ କରିଥିବା ‘ଦିଲୋଁ କା ସ୍କୁଟର’କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଏହି ଚର୍ଚ୍ଚା ତାଙ୍କ ଗୀତକୁ ନେଇ ଯେତିକି ହେଉନାହିଁ ତା’ଠାରୁ ଅଧିକ ତାଙ୍କ ନାଁରେ ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ଓ ଦିଲ୍ଲୀ ପୋଲିସ୍‌ ପାଖରେ […]

dhinchak-pooja

dhinchak-pooja

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 03:25 PM IST

Sports

Latest News

‘ଆପଣ ଢ଼ିନ୍‌ଚାକ୍‌ ପୂଜା’ଙ୍କୁ ଜାଣିଛନ୍ତି? ଯଦି ଆପଣ ଇଣ୍ଟରନେଟରେ ସବୁବେଳେ ଆକ୍ଟିଭ୍ ରହୁଥିବେ, ତେବେ ନିଶ୍ଚିତ ଜାଣିଥିବେ। କାରଣ ଏହି ଯୁବତୀ ଜଣଙ୍କ ଅଜବ ପ୍ରକାରର ଗୀତ ୟୁଟ୍ୟୁବ୍‌ରେ ଲୋଡ କରି ଏବେ ଚର୍ଚ୍ଚାରେ ରହିଛନ୍ତି। ଏବେ ସେ ରିଲିଜ କରିଥିବା ‘ଦିଲୋଁ କା ସ୍କୁଟର’କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଏହି ଚର୍ଚ୍ଚା ତାଙ୍କ ଗୀତକୁ ନେଇ ଯେତିକି ହେଉନାହିଁ ତା’ଠାରୁ ଅଧିକ ତାଙ୍କ ନାଁରେ ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ଓ ଦିଲ୍ଲୀ ପୋଲିସ୍‌ ପାଖରେ ହୋଇଥିବା ଅଭିଯୋଗକୁ ନେଇ ହେଉଛି।

ୟୁଟ୍ୟୁବ୍‌ରେ ପୋଷ୍ଟ ହୋଇଥିବା ଏହି ଗୀତରେ ଡିନ୍‌ଚାକ୍‌ ପୂଜା ଦିଲ୍ଲୀର ଏକ ରାସ୍ତାରେ ଏକ ସ୍କୁଟି ଚଲାଇ ଗୀତ ଗାଉଥିବା ନଜରକୁ ଆସୁଛନ୍ତି। ଏହି ଗୀତ ସେ ପୋଷ୍ଟ କରିବା ପରେ ମୋହିତ ସିଂ ନାମକ ଜଣେ ବ୍ୟକ୍ତି ଟ୍ୱିଟ୍‌ କରି ଢ଼ିନ୍‌ଚାକ୍‌ ପୂଜା ହେଲମେଟ୍‌ ପିନ୍ଧି ନ ଥିବା ଅଭିଯୋଗ ଆଣିଛନ୍ତି। ସେ ଏହି ଟ୍ୱିଟ୍‌ରେ ଦିଲ୍ଲୀ ଟ୍ରାଫିକ୍‌ ପୋଲିସ୍‌ ଓ ଦିଲ୍ଲୀ ପୋଲିସ୍‌କୁ ଟ୍ୟାଗ୍‌ କରିଛନ୍ତି।

ରିଟ୍ୱିଟ୍‌ରେ ଦିଲ୍ଲୀ ଟ୍ରାଫିକ୍‌ ପୋଲିସ୍‌ ପକ୍ଷରୁ ଢ଼ିନ୍‌ଚାକ୍‌ ପୂଜାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଏହାସହ ଦିନ, ସମୟ ଓ ନିର୍ଦ୍ଦିଷ୍ଟ ସ୍ଥାନ ସମ୍ପର୍କରେ ଜଣାଇବାକୁ ମୋହିତଙ୍କୁ କୁହାଯାଇଛି। ଏହାଦ୍ୱାରା ତଦନ୍ତ କରିବାରେ ସହଜ ହେବ ବୋଲି ଟ୍ରଫିକ୍‌ ପୋଲିସ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ପୋଲିସ ତତ୍ପରତା ଦେଖାଇଥିବାରୁ ଏବେ ଢ଼ିନ୍‌ଚାକ ପୂଜା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story