ନିଜ ଭଉଣୀଙ୍କ ସହ ଫଟୋ ଛାଡ଼ିଲେ ଦିଶା ପଟାନି

ମୁମ୍ୱାଇ: ବଲିଉଡ ହଟ୍‌ ନାୟିକା ଦିଶା ପଟାନି ସୋଶାଲ ମିଡିଆର ବେଶ ସକ୍ରିୟ। ନିଜ ଫ୍ୟାନ୍ସଙ୍କ ପାଇଁ ଇନଷ୍ଟାଗ୍ରାମରେ ସେ ସବୁବେଳେ ଫଟୋ ଶେୟାର କରିଥାଆନ୍ତି। ଏବେ ସେ ନିଜ ବଡ଼ ଭଉଣୀଙ୍କ ସହ ଫଟୋ ଏକ ଶେୟାର କରିଛନ୍ତି। ଯେଉଁଥିରେ ସେ ନିଜ ବଡ଼ ଭଉଣୀଙ୍କୁ ନିଜ ପ୍ରେରଣା ବୋଲି ଲେଖିଛନ୍ତି। ଦିଶାଙ୍କ ଭଉଣୀ ଖୁଶବୁଙ୍କର ଜନ୍ମଦିନ ଅବସରରେ ସେ ଏହି ଫଟୋ ଶେୟାର କରିଛନ୍ତି। ଦିଶାଙ୍କ ଭଳି ଖୁସବୁ ମଧ୍ୟ ସୁନ୍ଦରୀ। ତାଙ୍କ ପେଶା […]

disha khusboo

disha khusboo

Subhransu Sekhar
  • Published: Tuesday, 24 November 2020
  • Updated: 24 November 2020, 08:19 PM IST

Sports

Latest News

ମୁମ୍ୱାଇ: ବଲିଉଡ ହଟ୍‌ ନାୟିକା ଦିଶା ପଟାନି ସୋଶାଲ ମିଡିଆର ବେଶ ସକ୍ରିୟ। ନିଜ ଫ୍ୟାନ୍ସଙ୍କ ପାଇଁ ଇନଷ୍ଟାଗ୍ରାମରେ ସେ ସବୁବେଳେ ଫଟୋ ଶେୟାର କରିଥାଆନ୍ତି। ଏବେ ସେ ନିଜ ବଡ଼ ଭଉଣୀଙ୍କ ସହ ଫଟୋ ଏକ ଶେୟାର କରିଛନ୍ତି। ଯେଉଁଥିରେ ସେ ନିଜ ବଡ଼ ଭଉଣୀଙ୍କୁ ନିଜ ପ୍ରେରଣା ବୋଲି ଲେଖିଛନ୍ତି। ଦିଶାଙ୍କ ଭଉଣୀ ଖୁଶବୁଙ୍କର ଜନ୍ମଦିନ ଅବସରରେ ସେ ଏହି ଫଟୋ ଶେୟାର କରିଛନ୍ତି।

ଦିଶାଙ୍କ ଭଳି ଖୁସବୁ ମଧ୍ୟ ସୁନ୍ଦରୀ। ତାଙ୍କ ପେଶା କିନ୍ତୁ ଅଲଗା। ଦିଶା ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ଦୁଇ ଉଭଣୀଙ୍କ ଯୋଡ଼ି ପ୍ରତିଫଳିତ ହୋଇଛନ୍ତି। ଦିଶାଙ୍କ ଏହି ଫଟୋରେ ଟାଇଗର ଶରାଫଙ୍କ ଭଉଣୀ ମଧ୍ୟ ମନ୍ତବ୍ୟ ଦେଇଛନ୍ତି।

ଦିଶାଙ୍କ ଭଉଣୀ ଖୁସବୁ ପଟାନି ଭାରତୀୟ ସେନାର ଜଣେ ଲେଫ୍ଟନାଣ୍ଟ। ଦିଶା ବିଭିନ୍ନ ସମୟରେ ମିଡିଆକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ସେ ନିଜ ଭଉଣୀଙ୍କଠାରୁ ପ୍ରେରଣା ନିଅନ୍ତି। ସୋଶାଲ ମିଡିଆରେ ଖୁସବୁ ତାଙ୍କ ଆକାଉଣ୍ଟକୁ ବ୍ୟକ୍ତିଗତ ରଖିଛନ୍ତି। ଖୁସବୁ ଏବଂ ଦିଶାଙ୍କର ସାନ ଭାଇ ସୂର୍ଯ୍ୟାଂଶ ରହିଛନ୍ତି। ଏବେ ସେ ସ୍କୁଲରେ ପାଠ ପଢ଼ୁଛନ୍ତି। ଦିଶା ପଟାନୀ ବରେଲିରେ ଜନ୍ମଗ୍ରହଣ କରିଥିଲେ।

ଦିଶା ପଟାନୀଙ୍କ ବାପା ଜଣେ ପୁଲିସ କର୍ମଚାରୀ। ତାଙ୍କ ମା’ ଜଣେ ହାଉସ ଓ୍ୱାଇଫ୍। ୨୦୨୧ରେ ସେ ଲକ୍ଷ୍ନୌରେ ଏକ ଘରୋଇ ବିଶ୍ୱବିଦ୍ୟାଳୟରୁ ବାୟୋଟେକରେ ସ୍ନାତୋକ କରିଛନ୍ତି। ଦିଶାଙ୍କ ବାପା ଜଗଦୀଶ ଜଣେ ପୁଲିସ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story