ମୁକ୍ତିଲାଭ କଲା ‘ଢିଶୁମ୍’ର ଟ୍ରେଲର

ମୁମ୍ବାଇ: ଜନ୍ ଆବ୍ରାହମ, ବରୁଣ ଧୱନ ଓ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ ଅଭିନୀତ ‘ଢିଶୁମ୍’ର ଟ୍ରେଲର ବୁଧବାର ମୁକ୍ତିଲାଭ ହୋଇଛି। ଫିଲ୍ମର ଲିଡ୍‌ ଆକ୍ଟରମାନେ ଟ୍ୱିଟ୍ କରି ଏ କଥା ସେୟାର କରିଛନ୍ତି।ବରୁଣ ‘ଢିଶୁମ’ର ୟୁଟ୍ୟୁବ୍‌ ଲିଙ୍କଟିକୁ ଟ୍ୱିଟ୍ କରି ଲେଖିଛନ୍ତି,“ହିୟର ୱି ଗୋ. ଢିଶୁମ।” ଟ୍ରେଲର ଆରମ୍ଭରୁ ଦୁଇ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ପଡିଆ ମଧ୍ୟକୁ ପ୍ରବେଶ କରୁଛନ୍ତି। ଏହାପରେ ଭାରତର ଜଣେ ବ୍ୟାଟ୍ସମ୍ୟାନ୍‌ ଅପହରଣ ହେଉଛି। ଏହାପରେ ସ୍ପେଶାଲ ଟ୍ୟାସ୍କ ଫୋର୍ସର ଏଜେଣ୍ଟ କବୀର ଶାର୍ଗିଲ୍(ଜନ୍‌ […]

dishoom

dishoom

Rakesh Mallick
  • Published: Wednesday, 01 June 2016
  • Updated: 01 June 2016, 04:19 PM IST

Sports

Latest News

ମୁମ୍ବାଇ: ଜନ୍ ଆବ୍ରାହମ, ବରୁଣ ଧୱନ ଓ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ ଅଭିନୀତ ‘ଢିଶୁମ୍’ର ଟ୍ରେଲର ବୁଧବାର ମୁକ୍ତିଲାଭ ହୋଇଛି। ଫିଲ୍ମର ଲିଡ୍‌ ଆକ୍ଟରମାନେ ଟ୍ୱିଟ୍ କରି ଏ କଥା ସେୟାର କରିଛନ୍ତି।ବରୁଣ ‘ଢିଶୁମ’ର ୟୁଟ୍ୟୁବ୍‌ ଲିଙ୍କଟିକୁ ଟ୍ୱିଟ୍ କରି ଲେଖିଛନ୍ତି,“ହିୟର ୱି ଗୋ. ଢିଶୁମ।”

ଟ୍ରେଲର ଆରମ୍ଭରୁ ଦୁଇ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ପଡିଆ ମଧ୍ୟକୁ ପ୍ରବେଶ କରୁଛନ୍ତି। ଏହାପରେ ଭାରତର ଜଣେ ବ୍ୟାଟ୍ସମ୍ୟାନ୍‌ ଅପହରଣ ହେଉଛି। ଏହାପରେ ସ୍ପେଶାଲ ଟ୍ୟାସ୍କ ଫୋର୍ସର ଏଜେଣ୍ଟ କବୀର ଶାର୍ଗିଲ୍(ଜନ୍‌ ଆବ୍ରାହାମ୍‌) ତାଙ୍କୁ ଅପହତ୍ରାଙ୍କ କବଳରୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ପୃଷ୍ଠଭୂମିରେ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ। ଅନ୍ୟପକ୍ଷରେ ‘ଆ ଅବ୍‌ ଲୌଟ୍‌ ଚଲେଁ’ଷ୍ଟାର ଅକ୍ଷୟ ଖାନ୍ନା ଏହି ଫିଲ୍ମରେ ଏକ ଭିନ୍ନ ଚରିତ୍ରରେ ନଜକୁ ଆସିବେ। ରୋହିତ ଧୱନ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

୨୦୧୩ ମାଲାୟଲମ୍‌ ଫିଲ୍ମ ‘ମୁମ୍ବାଇ ପୋଲିସ’ର ରିମେକ୍‌ ହେଉଛି ଏହ ଫିଲ୍ମଟି।  ଜୁଲାଇ ୨୯ରେ ଏହା ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story