ସ୍ୱାମୀ ବିବେକଙ୍କ ସହ ଜନ୍ମଦିନ ପାଳନ କଲେ ଦିବ୍ୟଙ୍କା

ମୁମ୍ବାଇ: ବାହାଘର ପରେ ଦିବ୍ୟଙ୍କା ତ୍ରିପାଠି ପ୍ରଥମଥର ପାଇଁ ନିଜ ଜନ୍ମଦିନ ପରିବାର ସହ ନୁହେଁ କେବଳ ସ୍ୱାମୀ ବିବେକ ଦହିୟାଙ୍କ ସହ ମନାଇଛନ୍ତି। ଉଭୟ ଜନ୍ମଦିନ ପାଳନ ପାଇଁ ହୋଟେଲରେ ଡିନର କରିଥିଲେ। ତେବେ ସ୍ୱାମୀ ବିବେକ ଜନ୍ମଦିନକୁ ଅଧିକ ସୁନ୍ଦର କରିବା ପାଇଁ ଦିବ୍ୟଙ୍କାଙ୍କ ମନପସନ୍ଦର ସବୁ ପ୍ରକାର ଆୟୋଜନ କରିଥିଲେ। ଖାସ୍ କରି ଦିବ୍ୟଙ୍କା ନିଜ ପସନ୍ଦର ପ୍ଲମ୍‌ କେକ୍‌ କାଟିଥିଲେ। ଏଭଳି ଏକ ସୁନ୍ଦର ଆୟୋଜନର ସମସ୍ତ ଶ୍ରେୟ ଦିବ୍ୟଙ୍କା ବିବେକଙ୍କୁ […]

divyanka-vivek

Rakesh Mallick
  • Published: Wednesday, 14 December 2016
  • , Updated: 14 December 2016, 04:19 PM IST

ମୁମ୍ବାଇ: ବାହାଘର ପରେ ଦିବ୍ୟଙ୍କା ତ୍ରିପାଠି ପ୍ରଥମଥର ପାଇଁ ନିଜ ଜନ୍ମଦିନ ପରିବାର ସହ ନୁହେଁ କେବଳ ସ୍ୱାମୀ ବିବେକ ଦହିୟାଙ୍କ ସହ ମନାଇଛନ୍ତି। ଉଭୟ ଜନ୍ମଦିନ ପାଳନ ପାଇଁ ହୋଟେଲରେ ଡିନର କରିଥିଲେ।

ତେବେ ସ୍ୱାମୀ ବିବେକ ଜନ୍ମଦିନକୁ ଅଧିକ ସୁନ୍ଦର କରିବା ପାଇଁ ଦିବ୍ୟଙ୍କାଙ୍କ ମନପସନ୍ଦର ସବୁ ପ୍ରକାର ଆୟୋଜନ କରିଥିଲେ। ଖାସ୍ କରି ଦିବ୍ୟଙ୍କା ନିଜ ପସନ୍ଦର ପ୍ଲମ୍‌ କେକ୍‌ କାଟିଥିଲେ। ଏଭଳି ଏକ ସୁନ୍ଦର ଆୟୋଜନର ସମସ୍ତ ଶ୍ରେୟ ଦିବ୍ୟଙ୍କା ବିବେକଙ୍କୁ ଦେଇଥିଲେ। ଅନ୍ୟପଟେ ଦିବ୍ୟଙ୍କାଙ୍କ କୋଷ୍ଟାରମାନେ ସୋସିଆଲ ମିଡିଆରେ ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଥିଲେ।

Related story