ଦିୟା ମିର୍ଜା ହେଲେ ସ୍ୱଚ୍ଛ ସାଥୀ କାର୍ଯ୍ୟକ୍ରମର ଆମ୍ବାସାଡର

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜାଙ୍କୁ “ସ୍ୱଚ୍ଛ ଭାରତ ମିଶନ୍” ଆନୁକୂଲ୍ୟରେ “ସ୍ୱଚ୍ଛ ସାଥୀ” ଯୁବ କାର୍ଯ୍ୟକ୍ରମର ଆମ୍ବାସାଡର ଭାବେ ଚୟନ କରାଯାଇଛି। “ରେହେନା ହେ ତେରେ ଦିଲ୍‌ ମେଁ”ର ଏହି କଳାକାର “ସ୍ୱଚ୍ଛ ସାଥୀ” କାର୍ଯ୍ୟକ୍ରମର ବାର୍ତ୍ତା ପ୍ରଚାର କରିବେ। ସ୍ୱଚ୍ଛ ଭାରତର ସ୍ୱପ୍ନ ସାକାର କରିବା ଦିଗରେ “ସ୍ୱଚ୍ଛ ସାଥୀ” କାର୍ଯ୍ୟକ୍ରମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରନ୍ତି। ତାଙ୍କର ବିଶ୍ୱାସ ଯେ ଏହା ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ […]

diya

diya

Rakesh Mallick
  • Published: Monday, 06 June 2016
  • Updated: 06 June 2016, 10:13 PM IST

Sports

Latest News

diyaମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜାଙ୍କୁ “ସ୍ୱଚ୍ଛ ଭାରତ ମିଶନ୍” ଆନୁକୂଲ୍ୟରେ “ସ୍ୱଚ୍ଛ ସାଥୀ” ଯୁବ କାର୍ଯ୍ୟକ୍ରମର ଆମ୍ବାସାଡର ଭାବେ ଚୟନ କରାଯାଇଛି।

“ରେହେନା ହେ ତେରେ ଦିଲ୍‌ ମେଁ”ର ଏହି କଳାକାର “ସ୍ୱଚ୍ଛ ସାଥୀ” କାର୍ଯ୍ୟକ୍ରମର ବାର୍ତ୍ତା ପ୍ରଚାର କରିବେ। ସ୍ୱଚ୍ଛ ଭାରତର ସ୍ୱପ୍ନ ସାକାର କରିବା ଦିଗରେ “ସ୍ୱଚ୍ଛ ସାଥୀ” କାର୍ଯ୍ୟକ୍ରମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରନ୍ତି। ତାଙ୍କର ବିଶ୍ୱାସ ଯେ ଏହା ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ମଧ୍ୟରେ ଅନ୍ୟତମ।

୩୪ ବର୍ଷ ବୟସ୍କ ଦିୟା ଏକ ବକ୍ତବ୍ୟରେ କହିଛନ୍ତି,“ମୋର ବିଶ୍ୱାସ ଦେଶରେ ଏକ ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ସଚେତନ ଯୁବଶକ୍ତି ଗଢ଼ି ତୋଳିବାର ସ୍ୱପ୍ନ ପୂରଣ କରିବାରେ “ସ୍ୱଚ୍ଛ ସାଥୀ” କାର୍ଯ୍ୟକ୍ରମ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।”

“ସ୍ୱଚ୍ଛ ସାଥୀ” କାର୍ଯ୍ୟକ୍ରମରେ ୨୦୦୦ରୁ ଅଧିକ ଶିକ୍ଷାନବୀସଙ୍କୁ ଅନ୍ତର୍ଭୁକ୍ତ ହେବେ। ଏମାନେ ଦେଶର ୧୦,୦୦୦ ସ୍କୁଲ୍ ସହିତ ସମନ୍ୱୟ ରକ୍ଷା କରି ନିଶ୍ଚିତ କରିବେ ଯେ ଏସବୁ ସ୍କୁଲ୍‌ର ସମସ୍ତ ଛାତ୍ରଛାତ୍ରୀ “ସ୍ୱଚ୍ଛ ଭାରତ”ର ଶପଥ ନେବେ।

ସ୍ୱଚ୍ଛ ଭାରତ ମିଶନର ନିର୍ଦ୍ଦେଶକ ପ୍ରବୀନ ପ୍ରକାଶ କହିଛନ୍ତି,“ଦିୟା ଯୁବ ଗୋଷ୍ଠୀର ଜଣେ ଆଦର୍ଶ ଏବଂ ଜଣେ ସକ୍ରିୟ ପ୍ରଚାରକ। ଆମ୍ଭେମାନେ ଭାବିଲୁ ଯେ ଅଧିକ ସଂଖ୍ୟକ ଯୁବକ ଯୁବତୀଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସେ ହେଉଛନ୍ତି ଶ୍ରେଷ୍ଠ ବ୍ୟକ୍ତି। ଆମର ଲକ୍ଷ୍ୟ ହେଉଛି ଏହାକୁ ଯୁବ ନେତୃତ୍ୱ ଦ୍ୱାରା ପରିଚାଳିତ ଏକ ଅଭିଯାନରେ ପରିଣତ କରିବା।”

ଆମ୍ବାସାଡ଼ର ଭାବେ ଦିୟା ସଚେତନତା କାର୍ଯ୍ୟକ୍ରମ, ଗୋଷ୍ଠୀ ସଫେଇ ଅଭିଯାନ ଓ ପ୍ରେରଣାଦାୟକ ଭିଡିଓ ଜରିଆରେ ସାରା ଦେଶରେ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ।

ଦିୟା କହିଛନ୍ତି,“ବିଗତ କିଛି ବର୍ଷ ଧରି ମୁଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରି ଆସୁଛି ଯେ ଆମ ଦେଶ ଓ ସମଗ୍ର ବିଶ୍ୱକୁ ରହିବା ପାଇଁ ଏକ ଉତ୍ତମ ସ୍ଥାନ ରୂପେ ଗଢ଼ି ତୋଳିବା ହେଲେ ସବୁ ନାଗରିକଙ୍କୁ ସାମିଲ ହେବାକୁ ପଡ଼ିବ ଏବଂ ଦାୟିତ୍ୱ ନେବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story