ଶାହାରୁଖ ଖାନ୍‌ଙ୍କୁ ଇଡିର ନୋଟିସ୍‌: ୭୩ କୋଟି ଟଙ୍କା ଅନିୟମିତତା ଅଭିଯୋଗ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ ଏବେ ଅଡୁଆରେ। ଆଇପିଏଲ ସମ୍ପର୍କୀୟ ଏକ ମାମଲାରେ ଶାହାରୁଖ ଖାନ୍‌ ୭୩ କୋଟି ଟଙ୍କା ବିଦେଶୀ ମୁଦ୍ରା ପ୍ରବନ୍ଧ ଅଧିନୟମ ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏନେଇ ଇଡି ଶାହାରୁଖ୍‌ ଖାନଙ୍କୁ ନୋଟିସ୍‌ ଜାରି କରିଛି। ଶାହାରୁଖ ଖାନ୍‌ଙ୍କ ବ୍ୟତୀତ ପତ୍ନୀ ଗୌରୀ ଏବଂ କେକେଆର୍‌ରେ ସେୟାର ଥିବା ଅଭିନେତ୍ରୀ ଜୁହୀ ଚାୱଲାଙ୍କୁ ମଧ୍ୟ ଇଡି ନୋଟିସ ଜାରି କରିଛି। ଏହାସହ ଆସନ୍ତା ଅଗଷ୍ଟ ୨୩ ତାରିଖ ସୁଦ୍ଧା ବ୍ୟକ୍ତିଗତ […]

srk ed

Rakesh Mallick
  • Published: Friday, 21 July 2017
  • , Updated: 21 July 2017, 08:16 PM IST

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ ଏବେ ଅଡୁଆରେ। ଆଇପିଏଲ ସମ୍ପର୍କୀୟ ଏକ ମାମଲାରେ ଶାହାରୁଖ ଖାନ୍‌ ୭୩ କୋଟି ଟଙ୍କା ବିଦେଶୀ ମୁଦ୍ରା ପ୍ରବନ୍ଧ ଅଧିନୟମ ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏନେଇ ଇଡି ଶାହାରୁଖ୍‌ ଖାନଙ୍କୁ ନୋଟିସ୍‌ ଜାରି କରିଛି। ଶାହାରୁଖ ଖାନ୍‌ଙ୍କ ବ୍ୟତୀତ ପତ୍ନୀ ଗୌରୀ ଏବଂ କେକେଆର୍‌ରେ ସେୟାର ଥିବା ଅଭିନେତ୍ରୀ ଜୁହୀ ଚାୱଲାଙ୍କୁ ମଧ୍ୟ ଇଡି ନୋଟିସ ଜାରି କରିଛି। ଏହାସହ ଆସନ୍ତା ଅଗଷ୍ଟ ୨୩ ତାରିଖ ସୁଦ୍ଧା ବ୍ୟକ୍ତିଗତ ଭାବେ ଶାହାରୁଖ ଖାନ୍‌ ଇଡି ନିକଟରେ ହାଜର ହେବାକୁ କୁହାଯାଇଛି

Related story