ଭେଣ୍ଟିଲେଟରରେ ସୁର ସାମ୍ରାଜ୍ଞୀ, ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା

ମୁମ୍ବାଇ: ବିଗିଡ଼ିଲା ସୁରସାମ୍ରାଜ୍ଞୀଙ୍କ ସ୍ୱାସ୍ଥ୍ୟାବସ୍ଥା। ଭେଣ୍ଟିଲେଟରରେ ଅଛନ୍ତି ୯୨ ବର୍ଷୀୟା ଲତା ମଙ୍ଗେସକର। ବ୍ରିଚକାଣ୍ଡି ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯିବା ପରେ ଚିନ୍ତିତ ହୋଇ ପଡ଼ିଛନ୍ତି ଫ୍ୟାନ୍ସ। ଗତ ୮ ଜାନୁଆରୀରେ ଲତା ମଙ୍ଗେସକର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ମଧ୍ୟ ଜଣାପଡ଼ିଥିଲା। ଏହାପରେ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଥିଲା। ଲତାଙ୍କ ଅବସ୍ଥା ସୁଧୁରୁଥିବା ନେଇ […]

lata mangeshkar

lata mangeshkar

Niharika Rout
  • Published: Saturday, 05 February 2022
  • Updated: 06 February 2022, 10:22 AM IST

Sports

Latest News

ମୁମ୍ବାଇ: ବିଗିଡ଼ିଲା ସୁରସାମ୍ରାଜ୍ଞୀଙ୍କ ସ୍ୱାସ୍ଥ୍ୟାବସ୍ଥା। ଭେଣ୍ଟିଲେଟରରେ ଅଛନ୍ତି ୯୨ ବର୍ଷୀୟା ଲତା ମଙ୍ଗେସକର। ବ୍ରିଚକାଣ୍ଡି ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯିବା ପରେ ଚିନ୍ତିତ ହୋଇ ପଡ଼ିଛନ୍ତି ଫ୍ୟାନ୍ସ।

ଗତ ୮ ଜାନୁଆରୀରେ ଲତା ମଙ୍ଗେସକର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ମଧ୍ୟ ଜଣାପଡ଼ିଥିଲା। ଏହାପରେ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଥିଲା।

ଲତାଙ୍କ ଅବସ୍ଥା ସୁଧୁରୁଥିବା ନେଇ କିଛି ଦିନ ପୂର୍ବେ ହସ୍ପିଟାଲ ପକ୍ଷରୁ କୁହାଯାଇଥିବା ବେଳେ ଏବେ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଖବର ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇଛି।

ଲତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରତୀତ ସମଦାନୀ କହିଛନ୍ତି, ଡାକ୍ତରୀ ଟିମ୍‌ ୨୪ ଘଣ୍ଟା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବଠୁ ଉନ୍ନତି ହୋଇଥିଲେ ବି ତାଙ୍କୁ କାହା ସହ ସାକ୍ଷାତ କରିବାକୁ ଅନୁମତି ମିଳୁନି। ଲତାଙ୍କ ଆଶୁ ଆରୋଗ୍ୟ କାମନା କରି ଫ୍ୟାନ୍ସ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story