ଫେସ୍‌ବୁକ୍‌ରେ ଶ୍ରଦ୍ଧା କାପୁଙ୍କରେ ଫଲୋୟର ୧.୫ କୋଟି

ମୁମ୍ୱାଇ: ଫେସ୍‌ବୁକ୍‌ରେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କାପୁଙ୍କରେ ୧.୫ କୋଟି ଫଲୋୟ ରହିଛନ୍ତି। ଏନେଇ ସେ କହିଛନ୍ତି,“ବିନା ସ୍ୱାର୍ଥରେ ଲୋକେ ମୋତେ ସ୍ନେହ ଓ ପ୍ରେମ କରୁଛନ୍ତି। ତାହାକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ।” ‘ଆଶିକ-୨’ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ଶ୍ରଦ୍ଧା ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର ସୋସିଆଲ ମିଡ଼ିଆରେ ନିଜ ପ୍ରଶଂସକଙ୍କ ବାର୍ତ୍ତାଳାପ କରୁଛନ୍ତି। ସୋସିଆଲ ମିଡ଼ିଆରେ ପ୍ରଶଂସକଙ୍କ ସହିତ କଥା ହେବା ପାଇଁ ଭଲ ଲାଗେ ବୋଲି […]

shraddha-kapoor

Rakesh Mallick
  • Published: Friday, 10 February 2017
  • , Updated: 10 February 2017, 09:41 PM IST

ମୁମ୍ୱାଇ: ଫେସ୍‌ବୁକ୍‌ରେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କାପୁଙ୍କରେ ୧.୫ କୋଟି ଫଲୋୟ ରହିଛନ୍ତି। ଏନେଇ ସେ କହିଛନ୍ତି,“ବିନା ସ୍ୱାର୍ଥରେ ଲୋକେ ମୋତେ ସ୍ନେହ ଓ ପ୍ରେମ କରୁଛନ୍ତି। ତାହାକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ।”

‘ଆଶିକ-୨’ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ଶ୍ରଦ୍ଧା ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର ସୋସିଆଲ ମିଡ଼ିଆରେ ନିଜ ପ୍ରଶଂସକଙ୍କ ବାର୍ତ୍ତାଳାପ କରୁଛନ୍ତି। ସୋସିଆଲ ମିଡ଼ିଆରେ ପ୍ରଶଂସକଙ୍କ ସହିତ କଥା ହେବା ପାଇଁ ଭଲ ଲାଗେ ବୋଲି ସେ କହିଛନ୍ତି।

Related story