ଫରିଦା ଜଲାଲଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ପ୍ରସାରିତ

ମୁମ୍ବାଇ: ଦିଲୀପ କୁମାର, ଅଭିତାଭ ବଚ୍ଚନ ଏବଂ ହନି ସିଂହ ପରେ ଏବେ ଅଭିନେତ୍ରୀ ଫରିଦା ଜଲାଲଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ଏହି ଖବର ପ୍ରସାରିତ ହେବା ଫରିଦା ଜଲାଲ କହିଥିଲେ,“ମୁଁ ଠିକ୍‌ ଅଛି। ମୋତେ ଜଣା ନାହିଁ ଏହି  ଖବର ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ପ୍ରଥମତଃ ଏହି କଥା ଶୁଣି ମୋତେ ହସ ଲାଗୁଛି।” ସେ ଆହୁରି କହିଛନ୍ତି,“ଏହି ଖବର ପ୍ରସାରିତ ହେବା ପରେ ମୋ ଫୋନ୍‌କୁ ବହୁତ  କଲ୍ […]

f

Rakesh Mallick
  • Published: Monday, 20 February 2017
  • , Updated: 20 February 2017, 03:35 PM IST

ମୁମ୍ବାଇ: ଦିଲୀପ କୁମାର, ଅଭିତାଭ ବଚ୍ଚନ ଏବଂ ହନି ସିଂହ ପରେ ଏବେ ଅଭିନେତ୍ରୀ ଫରିଦା ଜଲାଲଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ପ୍ରସାରିତ ହେଉଛି।

ଏହି ଖବର ପ୍ରସାରିତ ହେବା ଫରିଦା ଜଲାଲ କହିଥିଲେ,“ମୁଁ ଠିକ୍‌ ଅଛି। ମୋତେ ଜଣା ନାହିଁ ଏହି  ଖବର ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ପ୍ରଥମତଃ ଏହି କଥା ଶୁଣି ମୋତେ ହସ ଲାଗୁଛି।”

ସେ ଆହୁରି କହିଛନ୍ତି,“ଏହି ଖବର ପ୍ରସାରିତ ହେବା ପରେ ମୋ ଫୋନ୍‌କୁ ବହୁତ  କଲ୍ ଆସୁଛି। ଲୋକମାନେ ମୋତେ ପ୍ରଶ୍ନ ପଚାରୁଛନ୍ତି। ଆଶ୍ଚର୍ଯ୍ୟର କଥା ସୋସିଆଲ ମିଡିଆରେ ଏହି ଖବର କିଏ  ପ୍ରସାରିତ କଲା?

 

Related story