ଇନ୍ଦୋର: ଆଉ ନାହାନ୍ତି ଆଗଧାଡ଼ିର ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୌକସେ। ୮୩ ବର୍ଷ ବୟସରେ ଆଜି ସକାଳ ୮ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାର ସମ୍ମୁଖୀନ ହେଉଥିଲେ।
ଦୀର୍ଘ ଦଶନ୍ଧି ଧରି ଫିଲ୍ମ ସମୀକ୍ଷକ ଭାବେ ନିଜ କ୍ୟାରିଅର କରିଥିବା ଜୟ ପ୍ରକାଶ ବେଶ୍ ଲୋକପ୍ରିୟ ଥିଲେ। ଏପରିକି ତାଙ୍କ ଦ୍ୱାରା ହେଉଥିବା ଫିଲ୍ମର ସମୀକ୍ଷା ତଥା ତାଙ୍କ ଲେଖନୀ ଶୈଳୀକୁ ପାଠକ ଖୁବ ଆଦୃତ କରୁଥିଲେ।
ଏହାବାଦ ‘ପରଦେ କେ ପିଛେ’ ସ୍ତମ୍ଭ ତାଙ୍କୁ ଖୁବ୍ ଲୋକପ୍ରିୟ କରାଇ ପାରିଥିଲା। ଗତ ସପ୍ତାହରେ ସେ ଏହି ସ୍ତମ୍ଭକୁ ଶେଷ ଥର ପାଇଁ ଲେଖିଥିଲେ। ଶେଷଥର ପାଇଁ ସେ ଲେଖିଥିଲେ, ପ୍ରିୟ ପାଠକଗଣ ... ଏହା କେବଳ ବିଦା , ଅଳବିଦା ନୁହେଁ, ମୁଁ କିଛି ସମୟ ଚିନ୍ତାଧାରାକୁ ଆସିପାରେ, କିନ୍ତୁ ଏପରି ସମ୍ଭାବନା ପ୍ରାୟତଃ ଶୂନ୍ୟ |
ଜୟ ପ୍ରକାଶ ଚୌକସେଙ୍କ ଦେହାନ୍ତରେ ତାଙ୍କ ପ୍ରଶଂସକମାନେ ଗଭୀର ଦୁଃଖିତ ହୋଇ ପଡ଼ିଛନ୍ତି। ସୋଶାଲ ମିଡିଆରେ ବହୁ ସଂଖ୍ୟାରେ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଜାନୁଆରୀ ୨ରୁ ତରଙ୍ଗ ପ୍ଲସ୍ରେ ନୂଆ ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ’ର ଷ୍ଟ୍ରିମିଂ
ୱେବ୍ ସିରିଜ୍ ’ଚିଟ୍ ଫଣ୍ଡ’ର କାହାଣୀ ରଞ୍ଜନ ଶତପଥୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମୟଙ୍କ ଶତପଥୀ ଚିତ୍ରନାଟ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।
Bollywood
ପୁଷ୍ପା-୨ ଦଳାଚକଟା: ଫେରିଲା ପିଲାର ଚେତା, ପରିବାରକୁ ମିଳିଲା ୨ କୋଟି
ଅଲ୍ଲୁ ଅର୍ଜୁନଙ୍କ ପରିବାର ତରଫରୁ ନାବାଳକର ପରିବାରକୁ ୧ କୋଟି ଟଙ୍କା ଦିଆଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଓ ନିର୍ମାତା ୫୦ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି।
Tollywood
‘ପୁଷ୍ପା ୨’ ଦଳାଚକଟା ଘଟଣା: ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଘୋଷଣା କଲେ ଅଲ୍ଲୁ ଅର୍ଜୁନଙ୍କ ବାପା
ବିବାଦ ଥମି ନଥିବାରୁ ଆଜି ଅଲ୍ଲୁ ଅର୍ଜୁନଙ୍କ ବାପା ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଟଙ୍କାର ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଜଣେ ଫିଲ୍ମ ନିର୍ମାତା।
Entertainment
ଝିଅ ପାଇଁ ମଦ ଛାଡ଼ିଥିଲେ ବଲିଉଡର ଏହି ଜଣାଶୁଣା ଖଳନାୟକ
ସବୁବେଳେ ଭିଲିଆନ୍ ବା କମେଡିଆନ୍ ଭୂମିକାରେ ଆସୁଥିବା ଶକ୍ତି କପୁର “ବିଗ୍ ବସ୍ର ସିଜନ୍ 5” ରେ ଭାଗ ନେଇଥିଲେ।
Bollywood
ବଲିଉଡ ସିଙ୍ଗର୍ ସାନ୍ଙ୍କ ଘରେ ଲାଗିଲା ନିଆଁ
ଯେଉଁ ସମୟରେ ବିଲ୍ଡିଂରେ ନିଆଁ ଲାଗିଥିଲା ସେତେବେଳେ ବଲିଉଡ ସିଙ୍ଗର୍ ସାନ୍ ଘରେ ଥିଲେ।