‘ଆରଜୁ’ ଫିଲ୍ମ ନିର୍ମାତା ବିକାଶ ମୋହନଙ୍କ ପରଲୋକ

ମୁମ୍ୱାଇ:  ଫିଲ୍ମ ନିର୍ମାତା ତଥା ବ୍ୟବସାୟୀ ସମୀକ୍ଷକ ବିକାଶ ମୋହନଙ୍କ ଆଜି ସକାଳେ ପରଲୋକ ହୋଇଛି। କ୍ରେଟିକେୟାର ହସ୍ପିଟାଲ କର୍ତ୍ତୃପକ୍ଷ ଏ ନେଇ ସୂଚନା ଦେଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍ନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ। ସେ ମାଧୁରୀ ଦୀକ୍ଷିତ ଓ ଅକ୍ଷୟ କୁମାର ଅଭିନୀତ ‘ଆରଜୁ’ ଫିଲ୍ମ ନିର୍ମାଣ କରିଥିଲେ।

vikas

Rakesh Mallick
  • Published: Tuesday, 31 May 2016
  • , Updated: 31 May 2016, 09:51 AM IST

ମୁମ୍ୱାଇ:  ଫିଲ୍ମ ନିର୍ମାତା ତଥା ବ୍ୟବସାୟୀ ସମୀକ୍ଷକ ବିକାଶ ମୋହନଙ୍କ ଆଜି ସକାଳେ ପରଲୋକ ହୋଇଛି। କ୍ରେଟିକେୟାର ହସ୍ପିଟାଲ କର୍ତ୍ତୃପକ୍ଷ ଏ ନେଇ ସୂଚନା ଦେଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍ନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ।

ସେ ମାଧୁରୀ ଦୀକ୍ଷିତ ଓ ଅକ୍ଷୟ କୁମାର ଅଭିନୀତ ‘ଆରଜୁ’ ଫିଲ୍ମ ନିର୍ମାଣ କରିଥିଲେ।

Related story