ରିଲିଜ୍‌ ହେଲା ‘ହାଉସ୍‌ଫୁଲ୍‌-୩’       

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍‌ ହୋଇଛି ‘ହାଉସ୍‌ଫୁଲ୍‌-୩’। ସାଜିଦ୍‌ ନାଦିୟାଦୱାଲାଙ୍କ ହୋମ୍‌ ପ୍ରଡକ୍ସନ ‘ନଦିୟାଦୱାଲା ଗ୍ରାଣ୍ଡସନ୍‌ ଏଣ୍ଟରଟେନ୍‌ମେଣ୍ଟ’ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଫିଲ୍ମ କମେଡି ସିରିଜ୍‌ ହାଉସ୍‌ଫୁଲ୍‌ର ଥାର୍ଡ ଇନଷ୍ଟଲମେଣ୍ଟ। ଏହି ଫିଲ୍ମରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ବୋମନ ଇରାନୀ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବେଳେ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍, ଲିସା ହେଡନ ଓ ନର୍ଗିସ୍ ଫଖରୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି।  ଅଭିଷେକ ବଚ୍ଚନ ଓ ଜ୍ୟାକି ଶ୍ରଫଙ୍କୁ ନୂଆ ମୁହଁ […]

housefull-3

housefull-3

Rakesh Mallick
  • Published: Friday, 03 June 2016
  • Updated: 03 June 2016, 04:52 AM IST

Sports

Latest News

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍‌ ହୋଇଛି ‘ହାଉସ୍‌ଫୁଲ୍‌-୩’। ସାଜିଦ୍‌ ନାଦିୟାଦୱାଲାଙ୍କ ହୋମ୍‌ ପ୍ରଡକ୍ସନ ‘ନଦିୟାଦୱାଲା ଗ୍ରାଣ୍ଡସନ୍‌ ଏଣ୍ଟରଟେନ୍‌ମେଣ୍ଟ’ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଫିଲ୍ମ କମେଡି ସିରିଜ୍‌ ହାଉସ୍‌ଫୁଲ୍‌ର ଥାର୍ଡ ଇନଷ୍ଟଲମେଣ୍ଟ। ଏହି ଫିଲ୍ମରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ବୋମନ ଇରାନୀ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବେଳେ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍, ଲିସା ହେଡନ ଓ ନର୍ଗିସ୍ ଫଖରୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି।  ଅଭିଷେକ ବଚ୍ଚନ ଓ ଜ୍ୟାକି ଶ୍ରଫଙ୍କୁ ନୂଆ ମୁହଁ ଭାବେ ଏହି ସରିଜ୍‌ରେ ଦେଖିବାକୁ ପାଇଛନ୍ତି ଦର୍ଶକ।

ଫିଲ୍ମଟିରେ ମୋଟ ଚାରୋଟି ଗୀତ ରହିଛି। ସାଜିଦ୍‌ ସାମଜି ଓ ଫରହାଦ୍‌ ସାମଜି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story