ବାପାମା’ଙ୍କ ରାସ୍ତା ଧରିଲେ ସାରା,‘କେଦାରନାଥ’ରେ କରିବେ ଡେବ୍ୟୁ

ମୁମ୍ୱାଇ: ସୈଫ୍‌ ଅଲ୍ଲୀ ଖାଁ ଓ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାଁ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ରୋମାଣ୍ଟିକ୍ ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିବେ। ଏହା ହେବ ତାଙ୍କ ଡେବ୍ୟୁ ଫିଲ୍ମ। ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ ହିରୋ ଭାବେ ନଜର ଆସିବେ।  ସାରା ଏହି ଫିଲ୍ମରେ ଜଣେ ପାହାଡ଼ି ଝିଅ ଚରିତ୍ରରେ ଅଭିନୟ କରିବେ। କେଦାରନାଥ ଓ ତାର ଆଖପାଖ ଅଞ୍ଚଳରେ ଏହି ଫିଲ୍ମର ସୁଟିଂ ହେବ। ଏହି ଫିଲ୍ମର […]

Sara-Ali-Khan ...

Sara-Ali-Khan ...

Rakesh Mallick
  • Published: Saturday, 03 June 2017
  • Updated: 04 June 2017, 02:16 PM IST

Sports

Latest News

ମୁମ୍ୱାଇ: ସୈଫ୍‌ ଅଲ୍ଲୀ ଖାଁ ଓ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାଁ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ରୋମାଣ୍ଟିକ୍ ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିବେ। ଏହା ହେବ ତାଙ୍କ ଡେବ୍ୟୁ ଫିଲ୍ମ। ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ ହିରୋ ଭାବେ ନଜର ଆସିବେ।  ସାରା ଏହି ଫିଲ୍ମରେ ଜଣେ ପାହାଡ଼ି ଝିଅ ଚରିତ୍ରରେ ଅଭିନୟ କରିବେ।

କେଦାରନାଥ ଓ ତାର ଆଖପାଖ ଅଞ୍ଚଳରେ ଏହି ଫିଲ୍ମର ସୁଟିଂ ହେବ। ଏହି ଫିଲ୍ମର କାହାଣୀ ଏକଦମ୍ ନିଆରା ବୋଲି କୁହାଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ଫିଲ୍ମର ସୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି।

ଏକତା କପୁରଙ୍କ ପ୍ରଡକ୍ସନ୍ ହାଉସ୍ ଏହି ଫିଲ୍ମକୁ ନିର୍ମାଣ କରିବ।

ରିପୋର୍ଟ ଓ ଫଟୋ-ନବଭାରତ ଟାଇମ୍ସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos